ସାବଧାନ: ଯଦି ଆପଣ ବି ଦହି ସାଙ୍ଗରେ ଲୁଣ ପକେଇକି ଖାଉଛନ୍ତି ତ ନିଶ୍ଚୟ ପଢନ୍ତୁ ଏହି ଖବର, ନହେଲେ ଜୀବନସାରା ….

କେବେ ବି ଦହିକୁ ଲୁଣ ସହ ଖାଆନ୍ତୁ ନାହିଁ । ଦହି ଯଦି ଖାଇବେ ତେବେ ମିଠା ଜିନିଷ ସହ ଖାଆନ୍ତୁ, ଯେମିତି କି ଚିନୀ କିମ୍ବା ଗୁଡ ସହିତ । ଏହି ପ୍ରକ୍ରିୟା କୁ ଭଲ ଭାବରେ ଜାଣିବାର ଅଛି ତାହାହେଲେ ଆପଣଙ୍କୁ ଦହି କୁ ଲେନ୍ସ ରେ ଦେଖିଲେ ଛୋଟ ଛୋଟ ହଜାର ଜୀବାଣୁ ଦେଖାଯିବେ । ଏହି ବୈକ୍ଟୀରିୟା ଜୀବିତ ଅବସ୍ଥାରେ ଆପଣଙ୍କୁ ଏପଟ ସେପଟ ଚାଲିବା ଅବସ୍ଥାରେ ନଜର ଆସିବେ । ଏହି ବୈକ୍ଟୀରିୟା ଜୀବିତ ଅବସ୍ଥାରେ ହିଁ ଆମ ଶରୀରରେ ଯିବା ଉଚିତ , କାରଣ ନା ଯେତେ ବେଳେ ଆମେ ଦହି ଖାଉଛୁ ଦହିରେ ଥିବା ଏହି ବୈକ୍ଟୀରିୟା ଗୁଡିକ ଦ୍ଵାରା ଆମ ଭିତରେ ଏଂଜାଇମ ପ୍ରୋସେସ ଭଲ ଭାବରେ ଚାଲିଥାଏ ।

ଦହି କୁ ଆୟୁର୍ବେଦ ର ଭାଷା ରେ ଜୀବାଣୁ ମାନଙ୍କ ଘର ବୋଲି କୁହା ଯାଏ । ଗୋଟେ କପ ଦହିରେ ଯଦି ଆପଣ ଜୀବାଣୁ ଗୁଡିକ ଗଣିବେ ତେବେ ତାହା କୋଟି କୋଟି ମାତ୍ରାରେ ବାହାରିବେ । ଯଦି ଆପଣ ମିଠା ଦହି ଖାଇବେ ତେବେ ଏହି ବୈକ୍ଟୀରିଯୟା ଆପଣଙ୍କ ଶରୀର ପାଇଁ ଲାଭଦାୟକ ହବ । ଯଦି ଆପଣ ଦହିରେ କିଛିଟା ଲୁଣ ମିଶେଇ ଦଉଛନ୍ତି ତେବେ ତାହା ଗୋଟେ ମିନିଟ ଭିତରେ ସବୁ ବୈକ୍ଟୀରିୟାଙ୍କୁ ମାରି ଦେବ ।

ଯଦି ଆପଣ 100 କିଲୋ ଦହି ରେ କିଛିଟା ଲୁଣ ପକେଇବେ ତେବେ ଦହିର ସବୁ ବୈକ୍ଟୀରିୟା ର ଗୁଣ ଶେଷ ହୋଇଯିବ । ଆୟୁର୍ବେଦ ରେ କୁହାଯାଇଛି ଯେ ଦହିରେ ଏମିତି ଜିନିଷ ମିଶାନ୍ତୁ , ଯାହାକି ଜୀବାଣୁ ମାନଙ୍କୁ ବଢାଏ ନା କି ମାରିଦିଏ । ଗୁଡ ମିଶେଇ ଖାଇବା ଦ୍ଵାରା ଦହି ରେ ଥିବା ଜୀବାଣୁ ଗୁଡିକର ସଂଖ୍ୟା ବହୁତ ବଢି ଯାଏ ।

କିଛି ସମୟ ଦହିରେ ଗୁଡ ମିଶେଇ ରଖିଦିୟନ୍ତୁ । ମିଶିରି କୁ ଯଦି ଦହିରେ ପକାଯାଏ ତେବେ ତାହା ଅମୃତ ଭଳି କାମ କରିବ । ଭଗବାନ କୃଷ୍ଣ ବି ଦହି କୁ ମିଶ୍ରି ସହ ଖାଉଥିଲେ , ପୁରୁଣା ସମୟରେ ଲୋକମାନେ ପ୍ରାୟତଃ ଦହିରେ ଗୁଡ ପକେଇ ଖାଇବାକୁ ଦେଉଥିଲେ ।