କ୍ରିକେଟର Shikhar Dhawan ଙ୍କୁ ନିର୍ଧୁମ ମାଡ଼ ! ବର୍ଷିଲା ଗୋଇଠା, ବିଧା ସହ ଚାପୁଡା, ତେବେ କିଏ ଓ କାହିଁକି ଶିଖରଙ୍କୁ ମାରିଲା ମାଡ, ଜାଣିବା ପାଇଁ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ଟିମ ଇଣ୍ଡିଆର ଓପନର ଶିଖର ଧୱନ ଙ୍କୁ ମାଡ ମରା ଯାଇଛି । ଶିଖର ଧୱନ ଙ୍କୁ ପ୍ରବଳ ମାଡ ମରା ଯାଇଛି । ଚାପୁଡା ଉପରେ ଚାପୁଡା ଓ ଏପରିକି ତଳେ ପକାଇ ଗୋଇଠା ମରା ଯାଉଛି । ତେବେ ପ୍ରଶ୍ନ ଉଠିଛି ଶିଖର ଧୱନ ଙ୍କୁ କିଏ ଓ କାହିଁକି ଏମିତି ମାଡ ମାରୁଛନ୍ତି ତାହା ଆପଣ ମାନେ ଶୁଣି ମଧ୍ୟ ତଯୁବ ହେଉଥିବେ । ବନ୍ଧୁଗଣ ଆଇପିଏଲ ରେ ଭଲ ପ୍ରଦର୍ଶନ  କରିଲେ ନାହି ଯାହା କାରଣରୁ ବହେ ମାଡ ଖାଇଛନ୍ତି ଶିଖର ଧୱନ । ପ୍ଲେ ଅଫ ପୂର୍ବ ରୁ କାହିଁକି ଧୱନ ବାହାରି ଆସିଲେ ଏ ନେଇ ତାଙ୍କ ବାପା ତାଙ୍କୁ ତାଗିଦ କରିଛନ୍ତି ।

ଏଭଳି ଏକ ଭିଡିଓ ନିଏ ସେୟାର କରିଛନ୍ତି ଶିଖର ଧୱନ । ଏହି ଭିଡିଓ ରେ ତାଙ୍କୁ ମାଡ ମାରୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ତାଙ୍କ ବାପା । ମଜାଣିଆ ଅନ୍ଦାଜ ରେ ମାଡ ମାରିବାର ଅଭିନୟ କରିଥିଲେ ଶିକ୍ଖର ଙ୍କ ବାପା । ଆକ୍ଟିଙ୍ଗ କରି ଶିଖର ଧୱନ ଙ୍କୁ ତାଙ୍କ ବାପା ଚାପୁଡା ଉପରେ ଚାପୁଡା ଏପରିକି ତଳେ ପକାଇ ଗୋଇଠା ମାରିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ତାଙ୍କର ଏଭଳି ଅଭିନୟ ଦେଖି ହରଭଜନ ସିଂ କମେଣ୍ଟ ଦେଇ ଲେଖିଛନ୍ତି କି ବାବୁ ତୁମ ଠାରୁ ଜଣେ ଭଲ ଅଭିନେତା ବାହାରିଲେ ।

ଚଳିତ ଆପିଏଲ ସିଜିନ ରେ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି । ଚଳିତ ଆପିଏଲ ରେ ପଞ୍ଜାବ ଟିମ ପାଇଁ ଶିଖର ଧୱନ ଖେଳୁଥିଲେ । ତେବେ ପ୍ଲେ ଅଫ ରେ କ୍ଵାଲିଫାଏ କରିପାରି ନ ଥିଲେ ଶିଖର ଧାବନ । ହେଲେ ଧୱନ ପଞ୍ଜାବ ପାଇଁ ବହୁତ ଭଲ ଖେଳିଥିଲେ । ସେ ସମୁଦାୟ ୧୪ଟି ମ୍ଯାଚରେ ୪୬୦ ରନ କରିଥିଲେ । ଆପିଏଲ ରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳି ଙ୍କ ମଧ୍ୟରୁ ଚତୁର୍ଥ ସ୍ଥାନ ରେ ଶିଖର ଧୱନ ରହିଛନ୍ତି ।

ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଧୱନ ଙ୍କ ପରିବାର ଲୋକେ ତାଙ୍କ ବାପା ଙ୍କୁ ମାଡ ନ ମାରିବାକୁ ଅଟକାଉ ଥିଲେ ମଧ୍ୟ ସେ କାହା କଥା ଶୁଣୁ ନାହାନ୍ତି । ତେବେ ଏହି ଭିଡିଓ ରେ ସତ ନୁହେଁ କାରଣ ତାଙ୍କ ବାପା ଏଠାରେ କେବଳ ଅଭିନୟ ହିଁ କରୁଛନ୍ତି । ଦଳ ନକଆଉଟ ରାଉଣ୍ଡର ରୁ ବାହାର ହୋଇ ଯିବାରୁ ଶିଖର ଏଭଳି ଭିଡିଓ ସୁଟ କରି ଦର୍ଶକ ମାନଙ୍କୁ ଦୁଖ ବୟାନ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କ ଏହି ଭିଡିଓ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।