‘ଲୁଚିକି ଭିଡିଓ କରି ନିଜକୁ ହିରୋଇନ ଦେଖଉଛି, ମନ୍ଦିରରେ ଟିକ ଟକ କରି ଡେଇଁ ସେ…’ ପୁଣି ମନ୍ଦିରରେ ଯୁବତୀଙ୍କ ମଡର୍ଣ୍ଣ ରିଲ୍ସ ଭିଡିଓକୁ ନେଇ ଦେଖନ୍ତୁ କଣ କହିଲେ ଅଭିନେତ୍ରୀ Pratibha Panda, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଶାସ୍ତ୍ରୀୟ ନୃତ୍ୟୁଶିଳ୍ପୀ ପ୍ରତିଭା ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସୂଚନା ଅନୁଯାୟୀ ଗୋଟେ ଝିଅ ମନ୍ଦିର ପରିସରରେ ଟିକଟକ କରିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ପ୍ରତିଭା ପଣ୍ଡା ପ୍ରତିବାଦ କରିଛନ୍ତି । ସେ ନିଜର ରାଏ ରେ କହିଛନ୍ତି କି ସେ ଝିଅ ଟି ଠାକୁରଙ୍କ ପୀଠରେ ଏମିତି ଟିକଟକ କରିଲା ତେବେ ତା ବାପା ମାଙ୍କ ସହ ଏମିତି ଟିକଟକ କରି ଛାଡିଲେ ତାର ଲୋକପ୍ରିୟତା ଅଧିକ ବଢିବ ।

ଝିଅ ଟି ନିଜକୁ ବଦନାମ କରି ନାହି ବରଂ ଏକ ପୀଠ ର ବଦନାମ କରିଛି ଯାହା ପ୍ରତିଭା ପଣ୍ଡା କହିଛନ୍ତି । ସେହି ପୀଠ ହେଉଛି ୬୪ ଯୋଗିନୀ ପିଠା ନବମ ସପ୍ତାଦି ର ଗୋଟେ ମନ୍ଦିର । ଆଜି ଯାଏଁ ପୁରୀ ମନ୍ଦିର ହେଉ ବା କୋଣାର୍କ ମନ୍ଦିର ହେଉ କି ଆମର ଯେତିକି ମନ୍ଦିର ରହିଛି ସେଠାରେ ଶୁଟିଙ୍ଗ କରିବା ପାଇଁ ଏଥିପାଇଁ ଦିଆଯାଏ କି ସେହି ସବୁ ମନ୍ଦିର ଗୁଡ଼ିକର ବିକାଶ ଓ ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ।

କିନ୍ତୁ କେବେ ବି ଆମ ଓଡିଶାରେ କୌଣସି ମନ୍ଦିର ଗୁଡିକରେ ବଦନାମ କରାଯିବା ପାଇଁ ଏମିତି ଶୁଟିଙ୍ଗ କରାଯାଇ ନାହି ଯାହା ପ୍ରତିଭା ପଣ୍ଡା ରାଏ ଦେଇଛନ୍ତି । ଆମ ଓଡିଆ ଜଗତରେ କୌଣସି ଅଭିନେତ୍ରୀ ଏମିତି ଟିକଟକ କୌଣସି ମନ୍ଦିର ବା ପୀଠ ସ୍ଥଳରେ ଆଜି ଯାଏଁ କରି ନାହାନ୍ତି । ଆହୁରି ପ୍ରତିଭା ପଣ୍ଡା କହିଛନ୍ତି ଯଦି ସେ ସତରେ ହିରୋଇନ ହୋଇଥାନ୍ତା ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ ବଡ ବଡ ଷ୍ଟାର ଅଛନ୍ତି ଯାହା ଆଜି ଯାଏଁ କେହି କରି ନାହାନ୍ତି ସେ ଝିଅ ଟି ଏମିତି ଭୁଲ କରିଛି ।

ଯଦି ମନ୍ଦିର ଭିତରେ ଏମିତି ଟିକଟକ କରିବାର କେହି ଦେଖିଥାନ୍ତେ ତେବେ କେହି ଅନୁମତି ଦେଇ ନ ଥାନ୍ତାରେ କହିଛନ୍ତି ପ୍ରତିଭା ପଣ୍ଡା । ଆହୁରି ସେ କହିଛନ୍ତି ଝିଅଟି ତାର ଅଜାଣତରେ ବା ଲୁଚି କରି ଏମିତି କରିଛି । ଯଦି ତାର ଏତେ ଦାମ ଥିଲା ତେବେ ଲୋକଙ୍କୁ ଡାକି ଏମିତି ଟିକଟକ କରିଲା ନାହି ବୋଲି ପରତିଭ ପଣ୍ଡା କହିଛନ୍ତି ।

ଏମିତିକା କାମ କରି କୌଣସି ଲୋକପ୍ରିୟତା ହେଲା ନାହି । ଜଣେ ଅଭିନେତ୍ରୀ ବା ଡ୍ୟାନ୍ସର ଭାବେ କିଛି କଳା ରହିଛି ଯାହା କଳାକାର ମାନେ କରିଥାନ୍ତି । ଆମ ଓଡିଶା ସଂସ୍କୃତି, ପରମ୍ପରା ଏ ସବୁକୁ ବଞ୍ଚିବା ପାଇଁ ଆମେ ସବୁ କିଛି କରୁଛେ । ଝିଅଟି ନିଜକୁ ଲୋକପ୍ରିୟତା କରିବା ପାଇଁ ଏମିତି କରିଛି ତାକୁ କେହି କରାଇ ନାହାନ୍ତି । ଯଦି ଜଣେ ଝିଅ ନିଜକୁ ବଦନାମ କରିବାକୁ ଚାହିଁବ ତେବେ ସେ ନିଜେ ହିଁ ବଦନାମ ହେବ ବୋଲି ପ୍ରତିଭା ପଣ୍ଡା ମତ ଦେଇଛନ୍ତି ।

ତେବେ ଝିଅଟି ପିଠରେ ଯଦି ଟିକଟକ କରିପାରିଲା ତେବେ ବାପା ମାନକ ସହ ଟିକଟକ କରି ଛାଡୁ କଣ ହେଉଛି ତାର ପରିଣାମ ଦେଖିବା ବୋଲି ପ୍ରତିଭା ପଣ୍ଡା ମତଦାନ ଦେଇଛନ୍ତି । ବନ୍ଧୁଗଣ ଆପଣଙ୍କର ଏଭଳି ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସାହା ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।