CM Yogi ଙ୍କୁ ଡାଏଲ 112 ରେ ଆସିଲା ଏମିତି ଧ-ମ-କ ଭରା ମେ-ସେ-ଜ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରାପ୍ତ ହେବା ପରେ ଲଗାତାର ମୃ-ତ୍ୟୁ ଧ-ମ-କ ମିଳୁଥିବା ଖବର ଶୁଣିବାକୁ ମିଳୁଛି । ଏବେ ପୁନର୍ବାର ଯୋଗୀ ଆଦିତ୍ୟନାଥଙ୍କୁ ମୃ-ତ୍ୟୁ ଖବର ମିଳିଥିବା ଖବର ସାମନାକୁ ଆସିଛି । ଧ-ମ-କରେ କୁହାଯାଇଛି କି ୪ ଦିନରେ ଯାହା କରିପାରିବ କର, ପଞ୍ଚମ ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କୁ ମା-ରି ଦିଆଯିବ । ଏହି ବାର୍ତ୍ତା ଆସିବା ମାତ୍ରେ ହିଁ ଡାଏଲ୍ ୧୧୨ ରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା । ଆଜ୍ଞା ହଁ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ୍ ବାର୍ତ୍ତା ମାଧ୍ୟମରେ ଏକ ଅଜଣା ନମ୍ବରରୁ ମୃ-ତ୍ୟୁ ଧ-ମ-କ ମିଳିଛି ।

ଏହି ଧ-ମ-କ ବାର୍ତ୍ତାଟି ଏକ ହ୍ବାଟସଆପ୍ ଏମରଜେନସି ଡାଏଲ୍ ୧୧୨ ରୁ ଉତ୍ତରପ୍ରଦେଶ ପୋ-ଲି-ସ୍ ପାଖକୁ ଆସିଥିଲା । ତା ପରେ କଣ୍ଟ୍ରୋଲ ରୁମ୍ କମାଣ୍ଡର ଅଞ୍ଜନ କୁମାର ଙ୍କ ତରଫରୁ ସୁଶାନ୍ତ ଗଲ୍ଫ ସିଟି ଥା-ନା-ରେ ଅଜଣା ମୋବାଇଲ ନମ୍ବର ଧାରକଙ୍କ ବିରୁଦ୍ଧରେ ଏକ ଏଫ୍-ଆଇ-ଆର୍ ଦାଖଲ କରାଯାଇଛି ।

ଏହା ସହ ପୋ-ଲି-ସ ସ-ନ୍ଦି-ଗ୍ଧ ମୋବାଇଲ ନମ୍ବର ତ-ଲା-ସି ଜାରୀ ରଖିଛି । ପୋ-ଲି-ସ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଗତ ଅପ୍ରେଲ ୨୯ ତାରିଖ ରାତିରେ ଡାଏଲ୍ ୧୧୨ ର ହ୍ବାଟସଆପ୍ ଏମରଜେନସି ନମ୍ବରରେ ଏକ ବାର୍ତ୍ତା ଆସି ପହଞ୍ଚି ଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀ-ବ-ନ-ରୁ ମା-ରି-ଦେବାକୁ ଧ-ମ-କ ଆସିଥିଲା ।

ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୫ ଦିନରେ ମା-ରି ଦିଆଯିବ ବୋଲି କୁହା ଯାଇଥିଲା । ଧ-ମ-କ ଦେଇଥିବା ବ୍ୟକ୍ତି ଜଣଙ୍କ ଲେଖିଛନ୍ତି ୪ ଦିନ ମଧ୍ୟରେ ମୋର ଯଦି କିଛି କରିପାରିବ କରି ନିଅ । ମୁଖ୍ୟମନ୍ତ୍ରୀଙ୍କୁ ଏପରି ଧ-ମ-କ ପୂର୍ଣ୍ଣ ବାର୍ତ୍ତା ଆସିବା ପରେ ପୋ-ଲି-ସ ଅଧିକାରୀ ଙ୍କ ମଧ୍ୟରେ ଚଳ ଚଞ୍ଚଳତା ବୃଦ୍ଧି ପାଇଥିଲା ।

ଧ-ମ-କ ପୂର୍ଣ୍ଣ ବାର୍ତ୍ତା ଆସିବା ସଙ୍ଗେ ସଙ୍ଗେ ଅଜଣା ନମ୍ବରଟିକୁ ଯାଞ୍ଚ କରାଯାଇ ସର୍ଭିଲାନ୍ସ ଟିମ୍ ସାହାଯ୍ୟରେ ନମ୍ବରଟିକୁ ଟ୍ରେସ୍ ମଧ୍ୟ କରା ଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆ-ରୋ-ପୀ ସମ୍ବନ୍ଧରେ କିଛି ଖାସ୍ ତଥ୍ୟ ପୋ-ଲି-ସକୁ ମିଳି ପାରିନାହିଁ । ଆ-ରୋ-ପୀ-କୁ ଶୀଘ୍ର ଗି-ର-ଫ କରିବା ନିମନ୍ତେ ସ୍ବତନ୍ତ୍ର ପୋ-ଲି-ସ ଟିମ୍ ମଧ୍ୟ ଗଠନ କରା ଯାଇଛି । ସର୍ଭିଲାନ୍ସ ସେଲ୍ ର ସାହାଯ୍ୟ ନିଆ ଯାଇ ଆ-ରୋ-ପୀକୁ ଶୀଘ୍ର ଗି-ର-ଫ କରାଯିବା ପାଇଁ ପ୍ରଚେଷ୍ଟା ଚାଲୁ ରହିଛି ।

ଏହା କେବଳ ପ୍ରଥମ ଥର ନୁହେଁ କି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମା-ରି-ଦେ-ବାକୁ ଖବର ଆସିଛି । ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଇ ୨୦୨୦ରେ ମଧ୍ୟ ବ-ମ୍-ରେ ଉ-ଡା-ଇ ଦେବାକୁ ଧ-ମ-କ ମିଳିଥିଲା । ଡାଏଲ୍ ୧୧୨ରେ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କୁ ମୃ-ତ୍ୟୁ ଧ-ମ-କ ମିଳିବା ସହ ତାଙ୍କୁ ଏକ ବିଶେଷ ସ-ମ୍ପ୍ର-ଦା-ୟ ପାଇଁ ନକାରାତ୍ମକ ବୋଲି କୁହାଯାଇଥିଲା । ଏହି ମା-ମ-ଲା-ରେ ପୋ-ଲି-ସ ଗୋମତୀ ନଗର ପୋ-ଲି-ସ ଥା-ନା-ରେ ଧର ୫୦୫, ୫୦୬ ଓ ୫୦୭ ଆ-ଧା-ର-ରେ ମୋ-କ-ଦ୍ଧ-ମା ଦା-ଖ-ଲ କରିଥିଲା ।

ଏହା ବ୍ୟତୀତ ଗତ ସେପ୍ଟେମ୍ବର ଓ ଡ଼ିସେମ୍ବରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏପରି ଧ-ମ-କ ମିଳିଥିଲା ଓ ଏହି ମାମଲାରେ ପୋଲିସ କେତେ ଲୋକଙ୍କୁ ଗି-ର-ଫ ମଧ୍ୟ କରିଥିଲା । କିଛି ଲୋକ ଭୁଲରେ ବାର୍ତ୍ତା ପଠାଇ ଥିବା ସ୍ବୀକାର ମଧ୍ୟ କରିଥିଲେ । କିନ୍ତୁ ଏଥରର ବାର୍ତ୍ତାରେ ସମୟ ମଧ୍ୟ ଦିଆ ଯାଇଛି କି ୪ ଦିନ ମଧ୍ୟରେ ମୋର ଯାହା କରି ପାରିବ କର ଓ ପଞ୍ଚମ ଦିନ ମୁଖ୍ୟମନ୍ତ୍ରୀ ଙ୍କୁ ମା-ରି-ଦେ-ବାକୁ ଧ-ମ-କ ଦିଆ ଯାଇଛି । ଦେଖିବାକୁ ବାକି ଅଛି କି ଉତ୍ତରପ୍ରଦେଶ ପୋଲିସ କେତେ ଶୀଘ୍ର ଆ-ରୋ-ପୀ-କୁ ଖୋଜି ବାହାର କରୁଛି ।