ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ଅନେକ ପ୍ରଶ୍ନ ପଚରା ଯାଉଛି । ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏଭଳି ପଚରା ଯାଉଛି । ଅନେକ ସମୟରେ ପିଲାଙ୍କୁ ସାମାନ୍ଯ ପ୍ରଶ୍ନର ଉତ୍ତର ଦେଇ ନପାରିବା ଯୋଗୁଁ ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି । ତେଣୁ ଅନ୍ୟ ସବୁ ବିଷୟ ସହିତ ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ଭଲ ଥିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ ।
୧- ବିଶ୍ଵର ସବୁଠୁ ଲମ୍ବା ନଦୀର ନାମ କଣ ?
ଉ: ନୀଳ ନଦୀ ସବୁଠୁ ଲମ୍ବା ନଦୀ ଅଟେ ।
୨- କେଉଁ ମସିହା ଠାରୁ ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ଆସିଲା ?
ଉ: ୧୯୭୯ ମସିହା ଠାରୁ ।

୩- ଗୀତ ଗୋବିନ୍ଦ ପୁସ୍ତକର ଲେଖକ କିଏ ?
ଉ: ଜୟଦେବ ଗୀତ ଗୋବିନ୍ଦର ଲେଖକ
୪- କେଉଁ ଦେଶ ଉଡାଜାହାଜ ଆବିଷ୍କାର କରିଥିଲା ?
ଉ: ଆମେରିକା ଆବିଷ୍କାର କରିଥିଲା ।
୫- ତାଜମହଲରେ ସମୁଦାୟ କେତୋଟି କୋଠରି ରହିଛି ?
ଉ: ୧୨୦ ଟି କୋଠରି ରହିଛି
୬- କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ ?
ଉ: ଅଷ୍ଟ୍ରେଲିଆ ରେ ସବୁଠୁ ଅଧିକ ଲୁହା ମିଳିଥାଏ ।
୭- ଭାରତର ନେପୋଲୋୟମ କାହାକୁ କୁହାଯାଏ ?
ଉ: ସମୁଦ୍ରଗୁପ୍ତଙ୍କୁ ଭାରତର ନେପୋଲିୟମ କୁହାଯାଏ ।
୮- କେଉଁ ଦେଶରେ ସବୁଠୁ କମ୍ ଫାଶୀଦଣ୍ଡ ଦିଆଯାଏ ?
ଉ: ଭାରତ ସବୁଠୁ କମ୍ ଫାଶୀଦଣ୍ଡ ଦିଆଯାଏ ।

୯- କିଶାନ ଦିବସ କେବେ ପାଳନ କରାଯାଏ ?
ଉ: ୨୩ ସେପ୍ଟେମ୍ବର ରେ କିଶାନ ଦିବସ ପାଳନ କରାଯାଏ ।
୧୦- ଖାଣ୍ଟି ସୁନା କେତେ କ୍ୟାରେଟର ହୋଇଥାଏ ?
ଉ: ୨୪ କ୍ୟାରେଟର ହୋଇଥାଏ ।
୧୧- ଜାତୀୟ ଖେଳ ଦିବସ କେବେ ପାଳନ କରାଯାଏ ?
ଉ: ଅଗଷ୍ଟ ୨୯ ତାରିଖରେ ପାଳନ କରାଯାଏ ।
୧୨- ବିଶ୍ବରେ କେଉଁ ଦେଶରେ ସର୍ବ ପ୍ରଥମେ 5G ନେଟୱର୍କ ଆରମ୍ଭ ହୋଇଥିଲା ?
ଉ: ଦକ୍ଷିଣ କୋରିଆରେ ଆରମ୍ଭ ହୋଇଥିଲା ।
୧୩- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉ: ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ।
୧୪- କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉ: ଆଲାହାବାଦ

୧୫- ଭାରତର କେଉଁ ରାଜ୍ୟ ଇଂରେକ ମାନଙ୍କର ଗୁଲାମ ହୋଇନାହିଁ ?
ଇ: ଗୋଆ ଏକମାତ୍ର ରାଜ୍ୟ ଯିଏ ଇଂରେଜଙ୍କ ଗୁଲାମ ହୋଇନାହିଁ ।
୧୬- କେଉଁ ଦେଶ ପ୍ରଥମେ କାଗଜ ନୋଟ ପ୍ରଚଳନ କରିଥିଲା ?
ଉ: ଚୀନ ପ୍ରଥମେ କାଗଜ ନୋଟ ପ୍ରଚଳନ କରିଥିଲା ।
୧୭- ଦେଶଭକ୍ତି ଗୀତ “ମେରେ ବତନ କେ ଲୋଗୋ” କିଏ ଲେଖିଥିଲେ ?
ଉ: କବି ପ୍ରଦୀପ
୧୮: ଭାରତର ଜାତୀୟ ପତାକାର ନାମ କଣ ?
ଉ: ତ୍ରିରଙ୍ଗା
୧୯- କେଉଁ ରାଜା ନିଜ ଝିଅକୁ ବାହା ହୋଇଥିଲେ ?
ଉ: ରାଜା ଅଗସ୍ତ୍ୟ
୨୦- ଚୁନା ମାଛକୁ ଇଂରାଜୀରେ କଣ କୁହାଯାଏ ?
ଉ: ଫ୍ରାଏ ଫିଶ୍ (Fry Fish) କୁହାଯାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।