୨.୨୨ କୋଟି ଟଙ୍କାରେ ଚାଇନୀଜ ଜଣକ କିଣିଲେ ଏହି ପାରାକୁ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବିଜୁଳିରୁ ବି ଅଧିକ ଜୋରରେ ଦୌଡୁଥିବା ବେଲ୍ଜିୟମର ଏହି ପାରା ବୋଲ୍ଟକୁ ଏକ ଚାଇନୀଜ ବିଜନେସମ୍ୟାନ ୪ ଲକ୍ଷ ଡଲାର (ପାଖାପାଖି ୨.୨୨ କୋଟି ଟଙ୍କା) ରେ କ୍ରୟ କରିଛନ୍ତି । ପାରା ପାଇଁ ଦିଆ ଯାଇଥିବା ଏହି ଦାମ ନିଜ ମଧ୍ୟରେ ହିଁ ଏକ ୱୋର୍ଲ୍ଡ ରେକର୍ଡ ଅଟେ । ଏହା ଏକ ରେସିଂଗ ପାରା ଅଟେ ଏବଂ ଏହାର ନାମ ଅଲମ୍ପିକ ଗୋଲ୍ଡ ବିଜେତା ଜାମାଇକାର ଉସେନ ବୋଲ୍ଟଙ୍କ ନାମରେ ରଖା ଯାଇଛି ।

ବୋଲ୍ଟ ନାମରେ ଏହି ପାରାର ଅକ୍ଶନ ୱେବସାଇଟ ପିଜନ ପାରାଡାଇଜ ଜରିଆରେ ନିଲାମ କରା ଯାଇଛି ।

ଏହାର ମାଲିକ ୬୬ ବର୍ଷର ଲିୟୋ ହେରମଂସ ୫୩୦ ପକ୍ଷୀମାନଙ୍କର ପୁରା ଗ୍ରୁପକୁ ୫୬ ଲକ୍ଷ ଡଲାରରେ ବିକ୍ରି କରିଛନ୍ତି । ଯାହାକି ନିଜ ମଧ୍ୟରେ ହିଁ ଏକ ରେକର୍ଡ ଅଟେ । କୁହାଯାଏ କି ବୋଲ୍ଟର ନୂଆ ମାଲିକ ବର୍ତ୍ତମାନ ଏହି ପକ୍ଷୀର ବ୍ୟବହାର ସେହିଭଳି ଆହୁରି ନୂଆ ପକ୍ଷୀ ପ୍ରସ୍ତୁତ କରିବା ପାଇଁ କରିବେ । ପୋଷ୍ଟଟି ଭଲ ଲାଗିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଘଟଣା ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।