ପ୍ଲସ 2 ପଢୁଥିବା ଛାତ୍ର କୁ ନେଇ ଫେରାର ହେଲା ଲେଡି ଟୀଚର, ଆଉ ତା’ ପରେ ଯାହା ହେଲା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ହରିୟାଣାରେ ଏପରି ଏକ ମାମଲା ସାମନାକୁ ଆସିଛି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଏଭଳି ଘ-ଟ-ଣା ବିଶ୍ବାସ ନ ହେଲେ ବି ସତ ଅଟେ । ଛାତ୍ର ଓ ଶିକ୍ଷକଙ୍କ ପରି ପବିତ୍ର ସମ୍ପର୍କରେ କ-ଳ-ଙ୍କ ଲଗାଇଛନ୍ତି ଏହି ଶିକ୍ଷୟତ୍ରୀ ଜଣକ ।

ହରିୟାଣାର ପାନିପତ୍ ରେ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ତାଙ୍କର ଲ-ଜ୍ଜ୍ୟା-ଜ-ନ-କ କା-ର-ନା-ମା ପାଇଁ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଚାଲନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ମା-ମ-ଲା ।ତେବେ ଘଟଣାଟି ସାମନାକୁ ଆସିଥିଲା ଯେତେବେଳେ ହରିୟାଣାର ପାନିପତ୍ ରେ ଥିବା ଏକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ସେହି ବିଦ୍ୟାଳୟର ଏକାଦଶ ଶ୍ରେଣୀର ଜଣେ ଛାତ୍ରଙ୍କୁ ନେଇ ଫେ-ରା-ର ହୋଇ ଯାଇଥିଲେ ।

ସେହି ମହିଳା ଶିକ୍ଷୟତ୍ରୀ ଜଣକ ତାଙ୍କ ଘରେ ଏକା ରହୁଥିଲେ । ତାଙ୍କ ପାଖକୁ ଜଣେ ନାବାଳକ ଛାତ୍ର ଟ୍ୟୁସନ୍ ପଢିବାକୁ ଆସୁଥିଲେ । ଏହା ପରେ ସେହି ଶିକ୍ଷୟତ୍ରୀ ଙ୍କ ହୃଦୟ ସେହି ଛାତ୍ରଙ୍କ ଉପରେ ଆସି ଯାଇଥିଲା ଓ ତା ପରେ ତାହା ହୋଇଥିଲା ଯାହା କେବେ କିଏ ଆଶା ମଧ୍ୟ କରି ନ ଥିଲେ । ଗୋଟିଏ ଦିନ ସନ୍ଧ୍ୟାରେ ନାବାଳକ ଛାତ୍ର ଜଣକ ଟ୍ୟୁସନ୍ ପଢିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ତାଙ୍କ ପିତା ମାତା ଖୋଜା ଖୋଜି କରି ଛାତ୍ରଙ୍କୁ ନ ପାଇ ନ ଥିଲେ ।

ଅପର ପକ୍ଷରେ ଶିକ୍ଷୟତ୍ରୀ ଜଣକ ମଧ୍ୟ ତାଙ୍କ ଘରେ ନ ଥିଲେ । ସେଇଠୁ ଛାତ୍ରଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ବଢିଥିଲା । ତେବେ ସେପଟେ ଶିକ୍ଷୟତ୍ରୀ ଜଣକ ସେହି ଛାତ୍ରଙ୍କୁ ନେଇ ଫେ-ରା-ର ହୋଇ ଯାଇଥିଲେ । ଛାତ୍ର ଜଣକ ନିଖୋଜ ଥିବାରୁ ଆର ଦିନ ତାଙ୍କ ମାତା ପିତା ନିକଟସ୍ଥ ପୋ-ଲି-ସ ଥା-ନା-ରେ ଶିକ୍ଷୟତ୍ରୀ ଙ୍କ ଉପରେ ଏକ ମା-ମ-ଲା ରୁଜୁ କରିଥିଲେ । ଏହା ପରେ ପୋ-ଲି-ସ ଟିମ୍ ସକ୍ରିୟ ହୋଇ ଯାଇଥିଲେ ଓ ଦୁଇଟି ଯାକ ଟିମ୍ ସେମାନଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ ।

ତା ପରେ ଶୀଘ୍ର ସେହି ଦୁଇ ଜଣଙ୍କୁ ଧରିବା ସହ ଶିକ୍ଷୟତ୍ରୀଙ୍କୁ ଗି-ର-ଫ କରିଥିଲା ପୋ-ଲି-ସ । ତେବେ ସେ ମହିଳା ଜଣକ ଛାତ୍ରଙ୍କ ବିଦ୍ୟାଳୟରେ ମଧ୍ୟ ଶିକ୍ଷୟତ୍ରୀ ଅଟନ୍ତି । ସେ ଏକ ପ୍ରାଇଭେଟ୍ ସ୍କୁଲରେ ପାଠ ପଢାନ୍ତି । ଶିକ୍ଷୟତ୍ରୀ ଜଣଙ୍କ ନିଜ ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ନେଇ ନିଜ ବାପ ଘରେ ହିଁ ରହୁଥିଲେ । ଛାତ୍ରଙ୍କ ପିତା ପୋ-ଲି-ସ ଥାନାରେ ଦେଇଥିବା ରିପୋର୍ଟରେ ଜଣାଇଥିଲେ ଯେ ନାବାଳିକା ଛାତ୍ର ଗତ ଦୁଇ ବର୍ଷ ଧରି ଶିକ୍ଷୟତ୍ରୀଙ୍କୁ ପାଖକୁ ଟ୍ୟୁସନ୍ ପଢିବାକୁ ଯାଉଥିଲେ ।

ଲକ୍ ଡାଉନ୍ ସମୟରେ ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ର ଜଣକ ପ୍ରତ୍ୟେକ ଦିନ ୪ ଘଣ୍ଟା ଲେଖାଏଁ ଟ୍ୟୁସନ୍ ପଢିବାକୁ ଶିକ୍ଷୟତ୍ରୀଙ୍କ ଘରକୁ ଯାଉଥିଲା । ତେବେ ଦୁଇ ଜଣ ଯାକ ଘରୁ କୌଣସି ମୂଲ୍ୟବାନ ଜିନିଷ ନେଇ ଫେ-ରା-ର ହୋଇ ନ ଥିଲେ । ଶିକ୍ଷୟତ୍ରଙ୍କ ହାତରେ କେବଳ ଗୋଟିଏ ସୁନା ମୁଦି ଥିଲା । ଫେ-ରା-ର ଥିବା ସମୟରେ ଦୁଇ ଜଣଙ୍କ ମୋବାଇଲ ଫୋନ୍ ମଧ୍ୟ ବନ୍ଦ ଥିଲା । ଛାତ୍ରଙ୍କ ପରିବାର ଲୋକଙ୍କ ଚିନ୍ତା ବଢିବାରୁ ସେମାନେ ଶିକ୍ଷୟତ୍ରୀଙ୍କୁ ପରିବାର ଲୋକଙ୍କ ସହ ସମ୍ପର୍କ କରିଥିଲେ ।

ପ୍ରଥମେ ଅନେକ ସମୟ ପର୍ଯ୍ୟନ୍ତ ତାଙ୍କ ଘର ଲୋକ କୌଣସି ସୂଚନା ଦେଇ ନ ଥିଲେ । ମାତ୍ର ପରେ ଶିକ୍ଷୟତ୍ରୀଙ୍କ ପିତା ଜଣାଇ ଥିଲେ ଯେ ତାଙ୍କ ଝିଅ ମଧ୍ୟ ଗାୟବ ଅଛି ବୋଲି । ଏହା ପରେ ସେମାନେ ପୋ-ଲି-ସ-କୁ ସୂଚନା ଦେଇଥିଲେ । ପୋ-ଲି-ସ ଦୁଇ ଜଣଙ୍କୁ ଧରି ଶିକ୍ଷୟତ୍ରୀ ଙ୍କୁ ଗି-ର-ଫ କରିଥିବା ବେଳେ, ଛାତ୍ରଙ୍କୁ CWC ପରାମର୍ଶ ବିଭାଗରେ ପଚରା ଉଚରା କରା ଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।