ଏମିତି କଣ ଥିଲା ଏହି ଭିଡିଓରେ ଯାହାକୁ ଏକତା କପୁର ଦେଖି କରିଦେଲେ ଭାଇରାଲ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ପୂର୍ବ କାଳରେ ଲୋକ ମାନେ ଭୁତ ପ୍ରେତ ଆଦିକୁ ବିଶ୍ବାସ କରୁଥିଲେ । ସେମାନଙ୍କ ମନରେ ଏପରି ଏକ ଅନ୍ଧବିଶ୍ଵାସ ଘର କରି ରହିଥିଲା । ଆଜି ବି ଆମ ଦେଶରେ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ଏହି କଥାକୁ ବିଶ୍ବାସ କରନ୍ତି ।

କିନ୍ତୁ ବାସ୍ତବରେ ଏହା ସତ କି ମିଛ ତାହା ଆଜି ଯାଏଁ କେହି ବି କହି ପାରି ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ । ଏହି କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ବିଡିଓ ଭାଇରାଲ ହେବାରେ ଲାଗିଛି । ଏହି ବିଡିଓଟି ଝାଡଖଣ୍ଡର ହଜାରିବାଗର ଅଟେ ଯେଉଁଠାରେ ଏଭଳି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଯାହା ହୁଏ ତ ଆଗରୁ କେହି ଦେଖି ନ ଥିବେ କିମ୍ବା ଏହାକୁ ଦେଖିବା ପରେ କେହି ବି ବିଶ୍ବାସ କରିବା ସହଜ ନୁହେ ।

ଏହି ବିଡିଓରେ ରତାଇ ସମୟରେ କିଛି ଲୋକ ମାନେ ନିଜ ବାଇକରେ ଯାଉଥିବା ସମୟରେ ଏପରି ଜଣେ ମହିଳାଙ୍କୁ ଦେଖିଛନ୍ତି ଯିଏ ସଂପୂର୍ଣ୍ଣ ଭାବେ ନ-ଗ୍ନ ଅବସ୍ଥାରେ ରାସ୍ତାରେ ଯାଉଥିଲେ । ସେହି ନାରୀ ଜଣକଙ୍କର ଚାଲି ଚଳଣି ମଧ୍ୟ କିଛି ଅଲଗା ଢଙ୍ଗର ରହିଥିଲା ।

ସେହି ବାଇକ ଚଳାଳି ମାନେ ଏଭଳି ଦ୍ରୁଶ୍ଯ ଦେଖି ଆଶ୍ଚର୍ଯ୍ୟ ହେବା ସହ ଅଧିକ ଭୟଭୀତ ମଧ୍ୟ ହୋଇ ଯାଇଥିଲେ । ଏହି ବିଡିଓଟିକୁ ଯେଉଁ ବାଇକ ଚଲାଣି ଜଣକ ସେୟାର କରିଛନ୍ତି ସେ ମଧ୍ୟ ଏହି ଦୃଶ୍ୟକୁ ଦେଖି ତାହା ଚୁଡେଲ ବୋଲି କହିଛନ୍ତି । ଏହି ବିଡିଓଟି ଏକତା କପୁର ନିଜ ଅଫିସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହା ପରେ ଲୋକ ମାନେ ଏକତା କପୁରଙ୍କୁ ଆକାଉଣ୍ଟରେ ଅନେକ ପ୍ରକାରର କମେଣ୍ଟ କରିଛନ୍ତି । କିଛି ଲୋକ ମାନେ ତାଙ୍କର ଏଭଳି ଶେୟର କରିଥିବା ବିଡିଓକୁ ଦେଖି କହିଛନ୍ତି ଯେ ଆପଣ ଏହି ବିଡିଓକୁ ନିଜର ଡକୁମେଣ୍ଟାରୀ କରି ଆପଣଙ୍କର ସିରିଜ ବାହାର କରି ଦିଅନ୍ତୁ । ଅନ୍ୟ ମାନେ ମତ ଦେଇଛନ୍ତି ଯେ ନିଜର ଇମେଜ ବଢେଇବା ବା ଫ୍ଯମାସ ହେବା ପାଇଁ ବା ଲାଇକ ପାଇବା ପାଇଁ ଏଭଳି ଫେଥ ବିଡିଓ ଶେୟାର କରା ଯାଇଛି ।

ଏହା ସହ ଲୋକ ମାନଙ୍କୁ ମୂର୍ଖ ବା ବୋକା ବନା ଯାଉଛି । ଏହି ବିଡିୟର ପ୍ରକୃତ ଶେୟାର କରିଥିବା ଅଫିସିଆଲ ଆକାଉଣ୍ଟର ନାଁ ହେଉଛି ଇନଭିଜୀବଲ ଏଜି । ଏହି ଅଫିସିଆଲ ଆକାଉଣ୍ଟ ନିଜ ମତରେ ଲେଖିଛନ୍ତି ଯେ ଆପଣ ମାନେ ଏହି ବିଡିଓକୁ ଦେଖି କଣ ମତାମତ ରଖିଛନ୍ତି । କଣ ଆଜି ବି ଆମ ଦେଶରେ ଏଭଳି ଭୁତ ପ୍ରେତ ବା ଏଲିୟନ ରହିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।