Gk Questions & Answers- ମଣିଷ ଶରୀରର ଏମିତି କେଉଁ ଅଙ୍ଗ ଯାହା ଜନ୍ମ ହେବା ପରେ ଆସିଥାଏ ଓ ମୃତ୍ୟୁ ପୂର୍ବରୁ ଚାଲିଯାଏ ?

ଆପଣ ମାନେ ଜାଣିଥିବେ ଯେଉଁମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର କଷ୍ଟ ପ୍ରଶ୍ନ ପଚାରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।

ଯଦି କେଉଁ ପିଲା ପାଠ ପଢିଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ଏହି ପ୍ରଶ୍ନ ଓ ଉତ୍ତର ଖେଳରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ତେବେ ଆସନ୍ତୁ ଆରମ୍ଭ କରିବା । ୧-  ବିଶ୍ବରେ ପ୍ରଥମ ରେଳଗାଡି କେବେ ଚାଲିଥିଲା ? ଉତ୍ତର- ୧୮୨୫ରେ

୨- ସାପମାନଙ୍କର ଦେଶ କାହାକୁ କୁହାଯାଏ ?
ଉତ୍ତର- ବ୍ରାଜିଲ

୩- ମୋତିର ଦ୍ଵିପ କାହାକୁ କୁହାଯାଏ ?
ଉତ୍ତର- ବହରିନ

୪- ଦିଲ୍ଲୀରେ ଲାଲକିଲ୍ଲାର ନିର୍ମାଣ କିଏ କରିଥିଲେ ?
ଉତ୍ତର- ଶାହାଜାହାନ

୫- ବିଶ୍ଵର ପ୍ରଥମ ବିଶ୍ୱବିଦ୍ୟାଳୟ କଣ ?
ଉତ୍ତର- ତକ୍ଷଶିଳା ବିଶ୍ୱବିଦ୍ୟାଳୟ

୬- ଚକ୍ର କାହାର ପ୍ରତୀକ ଅଟେ ?
ଉତ୍ତର- ପ୍ରଗତି

୭- ପ୍ରଥମ ନୋଟ ବଦନ୍ୟ କେଉଁଠାରେ ହୋଇଥିଲା ?
ଉତ୍ତର- ଧାନା

୮- ସବୁଠାରୁ କଠୋର କାନୁନ କେଉଁ ଦେଶରେ ଅଛି ?
ଉତ୍ତର- ସୌଦି ଆରବ

୯- ବାୟୁମଣ୍ଡଳରେ କେତେ ପ୍ରତିଶତ ଅକ୍ସିଜେନ ମିଳିଥାଏ ?
ଉତ୍ତର- ୨୧%

୧୦- କେଉଁ ମଣିଷକୁ ଟିକେଟ ଦରକାର ପଡେ ନାହି ?
ଉତ୍ତର- ନବଜାତ ଶିଶୁ

୧୧- ଭାରତରେ ସବୁଠାରୁ ଅଧିକ କ୍ଷୀର ଉତ୍ପାଦନ ହେଉଥିବା ଦେଶ କଣ ଅଟେ ?
ଉତ୍ତର- ଉତ୍ତରପ୍ରଦେଶ

୧୨- ମାନବ ଶରୀରର ସବୁଠାର ବଡ ଗ୍ରନ୍ଥି କଣ ଅଟେ ?
ଉତ୍ତର- ୟକୃତ

୧୩- କାମାୟନୀର ରଚୟତା କିଏ ?
ଉତ୍ତର- ଜୟସଙ୍କର ପ୍ରସାଦ

୧୪- ସିନେମାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଫ୍ରାନ୍ସ

୧୫- ଏନିମିୟା କେଉଁ କାରଣରୁ ହୋଇଥାଏ ?
ଉତ୍ତର- ଆଇରନ

୧୬- କେଉଁ ଦେଶରେ ସେଲଫି ନେବା ଅପରାଧ ଅଟେ ?
ଉତ୍ତର- ତୁର୍କମେନିସ୍ତାନ

୧୭- ନଦୀର ଦେଶ କାହାକୁ କୁହାଯାଏ ?
ଉତ୍ତର- ବଙ୍ଗଳାଦେଶ

୧୮- ସାର୍କର ମୁଖ୍ୟାଳୟ କେଉଁଠାରେ ଅଛି ?
ଉତ୍ତର- କାଠମାନ୍

୧୯- କେଉଁଠାରେ ଦିନ-ରାତି ସମାନ ହୋଇଥାଏ ?
ଉତ୍ତର- ବିଷୁବ ରେଖା

୨୦- ବାକ୍ସର ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର- ୧୭୬୪ରେ

୨୧- ସୌରମଣ୍ଡଳରେ ସବୁଠାରୁ ଚମକୁଥିବା ଗ୍ରହଣ କଣ ଅଟେ ?
ଉତ୍ତର- ଶୁକ୍ର ଗ୍ରହ

୨୨- ଚାଉଳର ଦେଶ କାହାକୁ କୁହାଯାଏ ?
ଉତ୍ତର- ଥାଇଲ୍ୟାଣ୍ଡ

୨୩- ସବୁଠାରୁ ବ୍ୟସ୍ତ ମାନବର ଅଙ୍ଗ କଣ ଅଟେ ?
ଉତ୍ତର- ହୃଦୟ

୨୪- ବଡ ଇମାମବାଡା କେଉଁଠାରେ ଅଛି ?
ଉତ୍ତର- ଲକ୍ଷ୍ନୌ

୨୫- କେଉଁ ଦେଶରେ ଟ୍ରାଫିକ ସିଗନାଲ ନାହି ?
ଉତ୍ତର- ଭୁଟାନ

୨୬- ଲୁଣ ସତ୍ୟାଗ୍ରହ କେବେ ହୋଇଥିଲା ?
ଉତ୍ତର- ୧୯୩୦ରେ

୨୭- ସବୁଠାରୁ ଅଧିକ ପ୍ରୋଟିନ କେଉଁଠାରୁ ମିଳିଥାଏ ?
ଉତ୍ତର- ସୋୟାବିନ

୨୮- ଆଖିଦାନରେ କେଉଁ ଭାଗ ଦାନ କରାଯାଏ ?
ଉତ୍ତର- କାର୍ନିୟା

୨୯- ନୋବେଲ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ନାହି ?
ଉତ୍ତର- ଗଣିତ

୩୦- କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଏ ?
ଉତ୍ତର- ଇଜିପ୍ଟ

୩୧- ମାନବ ଶରୀରର କେଉଁ ଅଙ୍ଗ ଜନ୍ମ ପରେ ଆସେ ଇ ମୃ-ତ୍ୟୁ ପୂର୍ବରୁ ଚାଲିଯାଏ ?
ଉତ୍ତର- ଦାନ୍ତ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ