ଏହି 4 ଟି ନାମର ଝିଅଙ୍କୁ ମିଳିଥାଏ ମନ ଚାହୁଁଥିବା ସ୍ଵାମୀ- Jyotish Shastra

ଝିଅ ବିଭାହ କରିବା ପାଇଁ ବହୁତ ମନରେ ବହୁତ କିଛି ଭାବନା ଥାଏ । ଝିଅ ମାନେ ସବୁ ବେଳ ପାଇଁ ଭାବିଥାନ୍ତି, ତାଙ୍କ ସ୍ବାମୀ ମାନେ ଦେଖିବାକୁ ବହୁତ ସୁନ୍ଦର ହେଇଥାଊ ଓ ତାଙ୍କୁ ବହୁତ ଭଲ ପାଉଥିବା ଦରକାର । ବିଭାହ କରିବା ପୂର୍ବରୁ ସେମାନେ ବହୁତ ପ୍ରକାରର କଥା ଭାବିଥାନ୍ତି । ସେମାନେ ଯେଉଁ ସମୟରେ ନୂଆ ବିଭାହ କରି ନୂଆ ଘରକୁ ଆସନ୍ତି ପ୍ରଥମେ ତାଙ୍କୁ ସମସ୍ଥଙ୍କ ସହ ମିଶିବାକୁ ପଡିଥାଏ ।

ଯେଉଁ ଭଳି ସେମାନେ ବିଭାହ କରିଥିବା ସମସ୍ଥ ଲୋକଙ୍କୁ ବହୁତ ଭଲ ପାଉଥାନ୍ତି ସେମାନେ ମଧ୍ୟ ସେହି ଭଳି ତାଙ୍କ ସ୍ବାମୀଙ୍କ ଠାରୁ ବହୁତ ଭଲ ପାଇବା ଓ ତାଙ୍କ ବିଶ୍ଵାସ ରଖିବେ ବୋଲି ଇଛା ରଖିଥାନ୍ତି । ସେମାନେ ସବୁ ବେଳେ ଚାହାନ୍ତି କି ତାଙ୍କ ସ୍ଵାମୀ ତାଙ୍କ କଥା ସୁଣନ୍ତୁ ଓ ସବୁ ଜରୁରୀ ଥିବା ଜିନିଷକୁ ପୁରା କରନ୍ତୁ । ବହୁତ ଝିଅ ମାନେ ଏହି ସବୁ ସ୍ଵପ୍ନ ଦେଖିଥାନ୍ତି ହେଲେ ଏହା କାହାର ପୂର୍ଣ ହୋଇଥାଏ ଓ କାହାର ହୋଇନଥାଏ ।

ସମସ୍ଥଙ୍କର ଏକା ଭଳି ଭାଗ୍ୟ ହୋଇନଥାଏ । କିଛି ରାଶି ଏପରି ପ୍ରଭାବ ଶାଳି ଅଟନ୍ତି କି ତାଙ୍କ ଭାଗ୍ୟରେ ବହୁତ ସୁନ୍ଦର ସ୍ଵାମୀ ସହିତ ଭଲ ବିଚାର କରୁଥିବା ସ୍ଵାମୀ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏପରି ୪ଟି ନାମ ଥିବା ଝିଅ ମାନଙ୍କ ବିଷୟରେ ଜାଣିବା, ଯାହାଙ୍କୁ ବହୁତ ସୁନ୍ଦର ଓ ଇଛା ରଖିଥିବା ସ୍ଵାମୀ ମିଳିଥାଏ ।

A ନାମ ଥିବା ଝିଅ ମାନେ

ଯେଉଁ ଝିଅ ମାନଙ୍କର ନାମ ଏ ଅକ୍ଷରରୁ ଆରମ୍ଭ ହୋଇଥିବ ସେମାନଙ୍କୁ ବହୁତ ଭଲ ଦେଖା ଯାଉଥିବା ଓ ଯତ୍ନ ନେଉଥିବା ସ୍ଵାମୀ ମିଳିଥାନ୍ତି । ସେମାନେ ସବୁ ବେଳେ ପାଇଁ ତାଙ୍କ କଥା ରଖିଥାନ୍ତି । ଆପଣ ମାନେ ଜାଣି ରଖନ୍ତୁ କି ସେ ଆପଣଙ୍କ ସହିତ ସବୁ ବେଳେ ପାଇଁ ସାଥ ଦେଇଥାନ୍ତି ଓ ସେମାନେ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ।

P ନାମ ଥିବା ଝିଅ ମାନେ

ଯେଉଁ ଝିଅ ମାନଙ୍କର ନାମ ଏ ଅକ୍ଷରରୁ ଆରମ୍ଭ ହୋଇଥିବ ସେମାନଙ୍କ ଜୀବନ ସାଥି କଥା କହିବାକୁ ଗଲେ ସେମାନେ ବହୁତ ଭାଗ୍ୟ ଶାଳି ଅଟନ୍ତି ଓ ଆପଣ ଯେଉଁ ଭଳି ସ୍ଵାମୀ ଚାହୁଥିଲେ ସେହି ଭଳି ସ୍ଵାମୀ ଆପଣଙ୍କୁ ମିଳିବ । ତାଙ୍କ ସ୍ଵାମୀ ତାଙ୍କର ବହୁତ ଯତ୍ନ ନେଇଥାନ୍ତି । ଆପଣଙ୍କର ସ୍ଵାମୀ ଆପଣଙ୍କୁ କେବେ ହେଲେ ଛାଡି ଯିବେ ନାହିଁ ।

S ନାମ ଥିବା ଝିଅ ମାନେ

ଯେଉଁ ଝିଅ ମାନଙ୍କର ନାମ ଏ ଅକ୍ଷରରୁ ଆରମ୍ଭ ହୋଇଥିବ ସେମାନେ ମଧ୍ୟ ବହୁତ ଶୁଭ ହୋଇଥାନ୍ତି । ସେମାନେ ବହୁତ ସୁନ୍ଦର ସହିତ ବୃଦ୍ଧିମାନ ହୋଇଥାନ୍ତି । ସେମାନେ ତାଙ୍କ କଥା ସବୁ ସମୟରେ ରଖିଥାନ୍ତି ଓ ତାଙ୍କ କଥା କେବେ ହେଲେ କାଟିପାରି ନଥାନ୍ତି । ସେମାନେ ଯାହା କହିଥାନ୍ତି ସେମାନେ ଆରମରେ ମାନି ନେଇଥାନ୍ତି ।

M ନାମ ଥିବା ଝିଅ ମାନେ

ଯେଉଁ ଝିଅ ମାନଙ୍କର ନାମ ଏ ଅକ୍ଷରରୁ ଆରମ୍ଭ ହୋଇଥିବ ସେମାନଙ୍କ ସ୍ଵାମୀ ତାଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ନାମ ଥିବା ଝିଅ ମାନଙ୍କର ସ୍ଵାମୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ଚାଲାକ ଏବଂ ସ୍ଵଭାବରେ ମଧ୍ୟ ବହୁତ ଭଲ ଅଟନ୍ତି । ଯେଉଁ ସମୟରେ କୌଣସି ଅସୁବିଧା ହୋଇଥାଏ, ସେମାନେ ପ୍ରଥମେ ତାଙ୍କ ସ୍ତ୍ରୀ ମାନଙ୍କର ବିଚାରକୁ ନେଇ କାମ କରିବାକୁ ପସନ୍ଦ କରନ୍ତି । ସେମାନେ ସବୁ ବେଳେ ପାଇଁ ତାଙ୍କ କଥା ରଖିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।