ଏହି 4ଟି ଜିନିଷ କ୍ଷୀରରେ ମିଶାଇ ଖାଇ ନିଅନ୍ତୁ, ଆଖିର ଦୃଷ୍ଟି ଶକ୍ତି ଏତେ ବଢିଯିବ ଯେ ଆପଣ ଚଷମାକୁ ଭୁଲିଯିବେ- Health Tips

ଆପଣ ମାନେ ଜାଣିଥିବେ କି ବୟସ ବଢିବା ସଙ୍ଗେ ସଙ୍ଗେ ବୁଢା ଲୋକଙ୍କର ଆଖିକୁ ଦେଖାଯାଏ ନାହିଁ ଓ କିଛି ଛୋଟ ପିଲାଙ୍କର ମଧ୍ୟ ଆଖିକୁ ଦେଖାଯାଏ ନାହିଁ । ଏହାର କାରଣ ହେଉଛି ଆଖିର ଠିକ ଭାବରେ ଯତ୍ନ ନନେବା  । ଏହାଛଡା ଯଦି ଆପଣ ପ୍ରାୟ ସମୟ ମୋବାଇଲ, ଟିଭି ଓ କୋମ୍ପୁଟର ଦେଖିବା ଦ୍ଵାରା ଏହା ଦେଖାଯାଏ । ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ଆପଣଙ୍କର ଏହି ରୋଗ ଦୂରେଇ ଯିବ ।

ଯଦି ଆପଣଙ୍କୁ କମ ଦେଖାଯାଉଛି ବା ଆଖିରୁ ପାଣି ବାହାରୁଛି ଏଥିରୁ ମୁକ୍ତି ପାଇବେ । ସର୍ବ ପ୍ରଥେମ ୧୦୦ ଗ୍ରାମ ପାନ ମଧୁରୀ, ୧୦୦ ଗ୍ରାମ ଆଲମଣ୍ଡ ୧୦୦ ଗ୍ରାମ ମିଶ୍ରି ଓ ୧୦ଗ୍ରାମ ଗୁଜୁରାତି । ଏହାକୁ ସବୁ ମିଶାଇ ଗୁଣ୍ଡ କରନ୍ତୁ । ପ୍ରତି ଦିନ ଏହାକୁ ସେବନ କରିବା ଫଳରେ ଆପଣଙ୍କର ଆଖି ସମସ୍ୟା ଜନିତ ରୋଗ ଭଲ ହୋଇଥାଏ ।

ପ୍ରତି ଦିନ ଏହାକୁ ସକାଳୁ ଦୁଇ ଚାମଚ ଓ ରାତିରେ ଦୁଇ ଚାମଚ କ୍ଷୀରରେ ମିଶାଇ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏହାପରେ ନିଜର ମସ୍ତିସ୍କ ଭଲ ରହିବ ଓ ସ୍ମରଣ ଶକ୍ତି ମଧ୍ୟ ବଢିବ । ଆପଣ ଯଦି ତମ୍ବା ପାତ୍ରରେ ପାଣି ପିଉଛନ୍ତି ଏହା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ ଅଟେ ।

ପାଣିକୁ ରାତିରେ ତମ୍ବା ପାତ୍ରରେ ଭର୍ତି କରି ସେହି ପାଣିକୁ ସକାଳୁ ତମ୍ବା ପାତ୍ରରେ ଥିବା ପାଣିକୁ ପିଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଏଥିରେ ରାଖୀ ପାଣି ପିଇବା ଦ୍ଵାରା ଆମ ଶରୀରରେ ଥିବା ଖରାପ ଜିନିଷକୁ ବାହାର କରିଥାଏ ଓ ଆମ ଦେହକୁ ଠିକ ରଖିଥାଏ ।  ତମ୍ବରେ ଥିବା ପାଣିକୁ ସବୁବେଳେ ପିଇବା ଦରକାର ନାହିଁ ଆପଣ କେବଳ ସକାଳୁ ଉଠି ମୂହ ନଧୋଇ ସେହି ପାଣିକୁ ପିଅନ୍ତୁ ।

ଏହା ଆପଣଙ୍କୁ ୭ ଦୋନ ଧରି ପିଇବାକୁ ପଡିବ ଏହାଦ୍ବାରା ଯଦି ଶରୀରରେ କପର ଯଦି କମ ଥିବ ତେବେ ସେଇଟା ପୂର୍ଣ୍ଣ ହୋଇଯିବ । ରାତିରେ ଶୋଇଲା ବେଳେ ଯଦି ଗୋଲାପ ଜଳ ଆଖିରେ ପକାଇ ଶୋଇବା ଫଳରେ ଆପଣଙ୍କୁ ଭଲ ନିଦ ହେବା ସହିତ ଦିନ ସାରା କରିଥିବା ପରିଶ୍ରମରୁ ମୁକ୍ତି ମିଳେ ଓ ବହୁତ ଆରମ ମଧ୍ୟ ମିଳେ ଓ ଏହା ଦ୍ଵାରା ଆଖି ଭିତରେ ଥିବା ଧୁଳି ସଫା ହୋଇଥାଏ । ଆପଣ ଯଦି ଘିଅରେ ପାଦକୁ ଘସୁଛନ୍ତି ଏହା ଫଳରେ ବହୁତ ପ୍ରକାରର ରୋଗ ଭଲ ହେବା ସହିତ ଆଖିର ଦେଖିବା ଶକ୍ତି ଭଲ ରହିଥାଏ ।

ରାତିରେ ଦେହରେ ଘିଅ ଲାଗାଇବା ଫଳରେ ଦରାଜରୁ ମୁକ୍ତି ପାଇବେ, ନିଦ ଭଲ ହେବ । ଏହା ଛଡା ଆପଣ ସକାଳୁ ଉଠି ଖାଲି ପାଦରେ ଘାସ ଉପରେ ଚଢିବା ଓ ଓଲମ ବିଲମ କରିବା ପ୍ରାଣାୟମ କରିବା ଦ୍ଵାରା ଆମ ଶରୀରର ସୁସ୍ଥ ରହେ । ଆପଣ ଯଦି ଅଳମଣ୍ଡକୁ ତାର ଚୋପା ଛଡାଇ ସବୁବେଳେ ଖାଉଛନ୍ତି ତେବେ ଆଖିରୁ ବାହାରୁ ଥିବା ପାଣି, ଚଷମା ପିନ୍ଧୁଛନ୍ତି ବା କୋମ୍ପୁଟର ସାମ୍ନାରେ ଅଧିକା ସମୟ ବସୁଛନ୍ତି ଏହି ଭଳି କିଛି ଅସୁବିଧାରୁ ମୁକ୍ତି ପାଇବେ ।

ଏହା କରିବା ଦ୍ଵାରା ଆଖିର ଦେଖିବା ଶକ୍ତି ବଢିଥାଏ ଓ ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ମିଳିବ । ଆପଣ ଆଖି ଯଦି କମ ଦେଖୁଥିବ ବା ଆଖି ତଳେ ଦାଗ ଥିଲେ ବହୁତ ଅଳସୁଆ ଲାଗୁଥିବା ତେବେ ଆପଣ ବଜାରରେ ମିଳୁଥିବା ବାଦାମ ରୋଷଣ ତେଲକୁ ମାଲିସ କରନ୍ତୁ ନିଜ ପାଇଁ ବହୁତ ଭଲ ହେବ ।  ଆପଣ ଏହାକୁ ଆଖି ଚାରିପଟେ ଘସନ୍ତୁ ବହୁତ ଲାଭବାନ ହେବେ ।