ଚନ୍ଦ୍ରପୃଷ୍ଠ ରୁ ଆସିଛି ବଡ ଖବର ଚମତ୍କାର ତଥ୍ୟକୁ ସାମ୍ନାକୁ ଆଣିଲା ପ୍ରଜ୍ଞାନ , ଚନ୍ଦ୍ରରେ ମିଳିଲା ପୁଳା ପୁଳା ସୁନା !

ଭରାତ ର ଚନ୍ଦ୍ରଯାନ -3 ସଫଳତା ପୂର୍ବକ ଅଗାସୀ 23 ତାରିଖରେ ଚନ୍ଦ୍ରପୃଷ୍ଟ ରେ ଲ୍ୟାଣ୍ଡ କରିଥିଲା । ଯାହାକୁ ନେଇ ଭରାତ ଦେଶ ବେଶ୍ ଗର୍ବିତ ଥିଲା କାରଣ ଭାରତ ହିଁ ପ୍ରଥମ ଦେଶ ଅଟେ । ଯାହା ଚନ୍ଦ୍ରପୃଷ୍ଟର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିଛି ଆଉ କୋଣସି ଦେଶ ଦକ୍ଷିଣ ମେରୁ ରେ ଚନ୍ଦ୍ରଯାନ କୁ ଲ୍ୟାଣ୍ଡ କରିନଥିଲା । ତେବେ ରୋଭର  ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ଉଭୟ ମିଶି ଚନ୍ଦ୍ରପୃଷ୍ଟ ରେ  ନିଗୂଢ ତଥ୍ୟର ସୂଚନା ବୈଜ୍ଞାନିକ ମାନଙ୍କୁ ପ୍ରଦାନ କରୁଛି ।

ତେବେ ଚନ୍ଦ୍ରପୃଷ୍ଟରୁ ଆସିଛି ବଡ ଖବର ଯାହାକୁ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଚନ୍ଦ୍ରପୃଷ୍ଟରେ ରହିଛି ପୁଳା ପୁଳା ସୁନା ଏବେ ପ୍ରଶ୍ନ ଉଠୁଛି ଯଥା  ଚନ୍ଦ୍ରପୃଷ୍ଟ ରେ ରହିଥିବା ସୁନା ଉପରେ କାହାରି ରହିଛି ଅଧିକାର ? ଭାରତ ଏହାକୁ ପ୍ରଥମ କରି ଚିହ୍ନଟ କରିବାରୁ କଣ ଭାରତ ନେବ ସୁନା କୁ । ଯଦି ଏହା ଭାରତର ହୁଏ ତେବେ ଏହା ଭରାତ ଦେଶ ପାଇଁ ଗର୍ବର ବିଷୟ ଅଟେ ।

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମଙ୍ଗଳ ଗ୍ରହ ପରି ଏକ ଉଲକା ପିଣ୍ଡ ପୃଥିବୀ ପୃଷ୍ଟ ସହ ଧକା ହୋଇଥିଲା । ପୃଥିବୀ ଓ ଉଲକା ପିଣ୍ଡ ର ଧକା ପରେ ଯାହା ସବୁ ଉତ୍ପନ  ହେଲା । ତାହା ତିନି ହଜାର ଦୂର ରେ ବନିଯାଇଥିଲା ଚନ୍ଦ୍ରମା । 2009 ମସିହା ଅକ୍ଟୋବର ମାସରେ ଲୂନାର ବୋଲ୍ଡର ଶୀର୍ଷକ ନାସା ୱେବ ସାଇଡ ରେ ପ୍ରକାଶ ପାଇଥିଲା । ତେଣୁ ଏହା ସମ୍ବନ୍ଧରେ ଜାଣିବା ପାଇଁ ଏକ ମିଶନ ଆରମ୍ଭ କରାଯାଇଥିଲା ଏବଂ ଗବେଷଣା ପରେ ଜଣାପଡିଥିଲା କି ରସାୟନରେ କାର୍ବନ ଅକସାଇଡ ,ଅମୋନିଆ ,ସୋଡିୟମ ,ନାଇତ୍ରୋଜେନ ,ସୁନା ଆଦି ସାମିଲ ହୋଇଥିଲା ।

ଏହାର  ନମୁନା ଛୋଟ ହେଲେ ମଧ୍ୟ ଚନ୍ଦ୍ରପୃଷ୍ଟରେ ସୁନାର ଉପସ୍ଥିତିକୁ ଉପସ୍ଥାପନ କରିଥିଲା ନାସା । ଏଣୁ ସୁନା ଦୁଇ ପ୍ରକ୍ରିୟାରେ ହୋଇପାରେ ପ୍ରଥମ ଉଲକା ପିଣ୍ଡରେ ଓ ଦ୍ଵିତୀୟ ଚନ୍ଦ୍ରମାର ସୃଷ୍ଟି ବେଳେ ହୋଇଥାଇପାରେ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ॥ ତେବେ ଏହି ସୁନାକୁ କିଏ ନେବ ତାହାର ସ୍ପଷ୍ଟିକରଣ କରାଯାଇନି । ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।