ଗଭୀର ନଦୀରେ କୁମ୍ଭୀରକୁ ଗୋଡ଼ାଇଲା ବନ ବିଭାଗ, ଚାଲିଲା ଗୋଡ଼ା ଗୋଡି ବନ ବିଭାଗ ଫୋପାଡ଼ିଲା ଜାଲ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଆସିଛି ସବୁଠୁ ବଡ ଖବର । ବନ ବିଭାଗ କୁ ବି ଚକମା ଦେଲା କୁମ୍ଭୀର । କୁମ୍ଭୀର କୁ ଖୋଜିବା ପାଇଁ ନୟାନ୍ତ ହୋଇ ଗଲାଣି ବନ ବିଭାଗ । ଯେବେ ବନ ବିଭାଗର ଅଧିକାରୀ ମାନେ କୁମ୍ଭୀର କୁ ନଦୀ ରେ ଦେଖିଥିଲେ ପିଛା କରିଥିଲେ । ଆଉ ପିଛା କରି କରି ଡଙ୍ଗା ଧରି ଯାଇଥିଲା ବନ ବିଭାଗ । ହେଲେ ଖସିଗଲା କୁମ୍ଭୀର । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏ ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର । ହଁ ଦର୍ଶକ ବନ୍ଧୁ ପିତାକାଳିଆ ନଦୀ ରେ ଏବେ ଆତଙ୍କ ସୃଷ୍ଟି ଅରିଥିବା କୁମ୍ଭୀର କୁ ଧରିବା ପାଇଁ ବନ ବିଭାଗ ପାଣି ଭିତରକୁ ଡଙ୍ଗା ନେଇ ଯାଇଥିଲା । ଗତ 4-5 ଦିନ ତଳେ ଗାଁ ଲୋକେ ଏହି ନଦୀ ରେ କୁମ୍ଭୀର କୁ ଦେଖି ଡଋ ଯାଇଥିଲେ । ତେବେ ସେହି କୁମ୍ଭୀର ଟି ନଦୀ ର ଅଡି ବନ୍ଧ ରେ ଥିଲା ।

ଆଉ ଗାଁ ଲୋକେ ନଦୀ କୁ ନ ଆସିଲେ ଚାଲି ପାରିବେନି । ଆଉ ସେଥିପାଇଁ ବାରମ୍ବାର ବନ ବିଭାଗ କୁ ଡ଼ାକିଥିଲେ । ଆଉ ଶେଷରେ ବନ ବିଭାଗର ଅଧିକାରୀ ମାନେ ମଧ୍ୟ ଆସିଥିଲେ । ଶେଷରେ କୁମ୍ଭୀର ଖସିଗଲା । ସୂଚନା ଅନୁଯାୟୀ ନଦୀ ର ଅଡି ବନ୍ଧା ରେ କୁମ୍ଭୀର ଟି ରହିଥିଲା । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀର ନଦୀ ରେ ଭାସୁ ଥିବାର ଦେଖିଥିଲେ ।

ତେଣୁ ବନ ବିଭାଗ କୁମ୍ଭୀର ଥିବା ସ୍ପଷ୍ଟ କରିଥିଲା । ଆଉ ସେବେ ଠାରୁ ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି କୁମ୍ଭୀର କୁ ନେଇ । ଗାଁ ର ଲୋକ ମାନେ ନଦୀ ଭିତରକୁ ମାଛ ଧରିବାକୁ ଯାଉ ନାହାନ୍ତି । ଗତ 3 ଦିନ ତଳେ କୁମ୍ଭୀର ଟି ବଳଦ କୁ ଆକ୍ରମଣ କରିଥିବା କୁହା ଯାଉଛି । ଗତ 2 ଦିନ ହେବ ପ୍ରଶାସନ ଅଡି ବନ୍ଧ ରେ ଠିଆ ହୋଇ ଦେଖିବା ସହ ସେଠାରୁ ଚାଲି ଯାଇଥିଲା ।

କାରଣ ଏଠାରେ କେବେ ବି କୁମ୍ଭୀର ବାହାରି ନ ଥିଲା । ସେମାନଙ୍କ ପାଖରେ ଧରିବା ପାଇଁ କିଛି ବ୍ୟବସ୍ଥା ନ ନ ଥିଲା । ବନ ବିଭାଗ କୁମ୍ଭୀରକୁ ଧରିବା ପାଇଁ ଜାଲ ଆଣିଥିଲେ । ବୋଟ ମାଧ୍ୟମରେ କୁମ୍ଭୀର କୁ ଖୋଜିଥିଲା ବନ ବିଭାଗ । ହେଲେ ଡଙ୍ଗା କୁ ଦେଖି ଚମ୍ପଟ ମାରିଛି ମଣିଷଖିଆ କୁମ୍ଭୀର । ନଦୀ ଭିତରେ ବାରମ୍ବାର ବୁଲୁଥିବା ବେଳେ କୁମ୍ଭୀର କୁ ଧରିପାରି ନାହିଁ ବନ ବିଭାଗ । ଅନ୍ୟ ପଟେ ଗାଁ ରେ ପ୍ରଚାର କରା ଯାଇଛି ନଦୀ କୁ ନ ଯିବା ପାଇଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।