ଚନ୍ଦାପଣରୁ ଶୀଘ୍ର ମୁକ୍ତି ଦେବ ଏହି ଗୋଟିଏ ବିଶେଷ ଘରୋଇ ଉପାୟ ! ଚନ୍ଦା ସ୍ଥାନରେ ନୂଆ କେଶ ଉଠିବାକୁ ଆରମ୍ଭ କରିବ… Home Remedy

ବନ୍ଧୁଗଣ ବର୍ତ୍ତମାନ ସମୟରେ ଅନେକ ଲୋକ ଚନ୍ଦାପଣ ଭଳି ସମସ୍ଯାକୁ ନେଇ ଚିନ୍ତାରେ ରହୁଛନ୍ତି । କାରଣ ସମୟ ପୂର୍ବରୁ ଯେଉଁ ମାନଙ୍କ ଚୁଟି ଉପୁଡି ଉପୁଡି ଚନ୍ଦା ହୋଇଯାଇଥାଏ । ସେମାନେ ବହୁତ ଚିନ୍ତାରେ ପଡିଯାଇଥାନ୍ତି । କାରଣ କେଶ ଆମ ସୁନ୍ଦରତାକୁ ଅଧିକ ବଢାଇ ଥାଏ । ତେବେ ଯେଉଁ ମାନଙ୍କର କେଶ ବହୁତ ଉପୁଡୁଛି । ବା କେଶ ଉପୁଡି ଉପୁଡି ସେହି ସ୍ଥାନଟି ଚନ୍ଦା ହୋଇଗଲାଣି । ତେବେ ଚନ୍ଦାପଣରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଏକ ବହୁତ ଭଲ ଘରୋଇ ଉପଚାର ବିଷୟରେ କହିବା ପାଇଁ ଯାଉଛୁ ।

ଯାହା ଆପଣଙ୍କର ଚନ୍ଦା ହୋଇଥିବା ଜାଗାରୁ ମୂଳରୁ ନୂଆ କରି କେଶ ଉଠାଇବାରେ ସାହାଜ୍ଯ କରିବ । ଏହି ଉପଚାରକୁ ପ୍ରସ୍ତୁତ କରିବା ଏପାଇଁ ଆପଣଙ୍କୁ ନଡିଆ ତେଲ, 10 ରୁ 15 ଟି ମନ୍ଦାର ପତ୍ର ଦରକାର ପଡିବ । ଆପଣ ମନ୍ଦାର ପତ୍ରକୁ ଭଲ ଭାବେ ଧୋଇ ତାହାକୁ ଛେଚା ସାହାଜ୍ଯରେ ଛେଚି ସେଥିରୁ ରସ ବାହାର କରି ଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରି ମଧ୍ୟ ଏଥିରୁ ରସ ବାହାର କରିପାରିବେ ।

ଏହାପରେ ଆପଣ ଗ୍ଯାସରେ ଏକ ପାତ୍ର ବସାର ସେଥିରେ ୨୦୦ ଏମଏଲ ନଡିଆ ତେଲ ୨୦୦ ଏମଏଲ ର ପ୍ରସ୍ତୁତ କରି ରଖିଥିବା ମନ୍ଦର ପତ୍ରର ରସ ମିଶାଇ ଢାଳନ୍ତୁ । ୫ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ଗରମ କରି ନିଅନ୍ତୁ । ଏହା ଗରମ ହୋଇସାରିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ପରେ ଏହାକୁ ଏକ ଛଣା ସାହାଜ୍ଯରେ ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ଯେଉଁ ମାନଙ୍କର ଚନ୍ଦାପଣ ଭଳି ସମସ୍ଯା ରହୁଥିବ ।

ସେମାନେ ପ୍ରତିଦିନ ଏକ ଚାମଚ ନଡିଆ ତେଲ ଓ ମନ୍ଦାର ପତ୍ରରୁ ପ୍ରସ୍ତୁତ କରିଥିବା ତେଲକୁ ମୁଣ୍ଡରେ ମସାଜ କରନ୍ତୁ । ଏହା ଛଡା ଗୋଟିଏ ପିଆଜକୁ କାଟି ସେଥିରୁ ରସ ବାହାର କରି ରଖିଥାନ୍ତୁ । ରାତି ସମୟରେ ପିଆଜ ରସରୁ ୧ ଚାମଚ ଓ ଆଗରୁ ପ୍ରସ୍ତୁତ କରି ରଖିଥିବା ମନ୍ଦାର ରସରୁ ୧ ଚାମଚ ମିଶାଇ ଲଗାନ୍ତୁ । ସକାଳୁ ଉଠିବା ପରେ ପାଣିରେ ନିଜର ମୁଣ୍ଡକୁ ଧୋଇ ନିଅନ୍ତୁ ।

ଏହି ଉପାୟର କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ଏଥିରେ ନିହାତି ଭଲ ରେଜଲ୍ଟ ଦେଖିବାକୁ ମିଳିବ। ଚନ୍ଦାପଣ ବା ଏଲୋପେସିଆ ଭଳି ସମସ୍ଯା ଆପଣଙ୍କର ସବୁଦିନ ପାଇଁ ଦୂର ହୋଇଯିବ । ସେହି ସ୍ଥାନରେ ଧୀରେ ଧୀରେ କରି ନୂଆ କେଶ ଉଠିବା ଆରମ୍ଭ କରିଦେବ । ଏହା ଏକ ସଂପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ ।

ଆପଣ ମାନଙ୍କୁ ଏହି ଘରୋଇ ଉପଚାର ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ