Health Tips-ମୋଟା ହେବା ପାଇଁ ସବୁଠାରୁ ସରଳ ଓ ସହଜ ଘରୋଇ ଉପଚାର ! ମାତ୍ର କିଛି ଦିନରେ ପାଆନ୍ତୁ ସୁସ୍ଥ, ସବଳ ଚେହେରା !

ବନ୍ଧୁଗଣ ବ୍ୟକ୍ତିର ଶାରୀରିକ ଗଠନ ଯେତେ ଭଲ ରହିବ । ସେହି ବ୍ୟକ୍ତିର ପର୍ସୋନାଲିଟି ଆହୁରି ସେତେ ଅଧିକ ଆକର୍ଷଣୀୟ ଦେଖାଯିବ । ତେବେ ଅନେକଙ୍କର ନିଜର ପତଳା ଓ ଦୁର୍ବଳ ଚେହେରା ପାଇଁ ସେମାନେ ନିଜର ଆତ୍ମବଳ ହରାଇ ବସିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବା ପାଇଁ ଯାଉଛୁ । ଯେଉଁ ଉପାୟ ଦ୍ଵାରା ଆପଣ ଆପଣଙ୍କର ଦୁର୍ବଳ ଓ ପତଳା ଶରୀରରୁ ନିଜର ଓଜନ ବଢାଇ ଏକ ସୁସ୍ଥ ସବଳ ଚେହେରା ପାଇପାରିବେ ।

ଯେଉଁ ବ୍ୟକ୍ତିଙ୍କର ଶରୀରର ପାଚନ ପ୍ରଣାଳୀ ଠିକ ଭାବରେ ହୋଇନଥାଏ । ସେହି ବ୍ୟକ୍ତି ଯେତେ ଖାଇଲେ ମଧ୍ୟ ତା’ ର ଶରୀରର ଓଜନ ବଢିନଥାଏ । କି ସେହି ବ୍ୟକ୍ତି ଯେତେ ଖାଇଲେ ମଧ୍ୟ ଦେହରେ ଲାଗି ନଥାଏ । ଯଦି ନିଜର ଡାଇଜେସନ ସିଷ୍ଟମକୁ ଇମପୃଭ କରିବାକୁ ଚାହୁଁଛନ୍ତି । ତେବେ ଆପଣ ସକାଳେ ଅଧା ଗ୍ଳାସ ପାଣିରେ 1 ଚାମଚ ତ୍ରିଫଳା ପାଉଡରକୁ ମିଶାଇ ଦିଅନ୍ତୁ ।

ଏହାପରେ ରାତିରେ ଅଧ ଗ୍ଳାସ ଗରମ ପାଣି ଆଣି ସେହି ପାଣିରେ ମିଶାଇ ଦେଇ ତ୍ରିଫଳା ପାଣିର ସେବନ କରନ୍ତୁ । ଏହାକୁ କିଛି ଦିନ ବ୍ୟବହାର କରି ଦେଖାବା ପରେ ଆପଣଙ୍କର ଡାଇଜେସନ ସିଷ୍ଟମ ଠିକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଦେବ । ତେବେ ଆପଣ ଯଦି ନିଜର ୱେଟ ଗେନ କରିବାକୁ ଚାହୁଁଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ବହୁତ ଭଲ ଏକ ପ୍ରାକୃତିକ ଉପାୟ ବିଷୟରେ କହିବା ପାଇଁ ଯାଉଛୁ ।

ଏହି ଉପାୟ ପାଇଁ ଆପଣଙ୍କୁ 2 ଟି ଜିନିଷର ଅବଶ୍ୟକ ପଡିବ । 1 ଟି ଅଶ୍ଵଗନ୍ଧା ଓ ଦିତୀୟରେ ଶତାବରୀ । ଏହି 2 ଟି ସାମଗ୍ରୀ ଦ୍ଵାରା ଆପଣ ନିଜର ଶରୀରକୁ ଉତ୍କୃଷ୍ଟ କରିପାରିବେ । ଆପଣ ପ୍ରଥମେ 1 ଗ୍ଳାସ ଗରମ କ୍ଷୀରରେ 1 ଚାମଚ ଅଶ୍ଵଗନ୍ଧା ପାଉଡର ମିଶାଇ ଦିଅନ୍ତୁ । ଏହାପରେ ସେଥିରେ 1 ଚାମଚ ଶତାବରୀ ପାଉଡର ମିଶାନ୍ତୁ ।

ସ୍ଵାଦ ବଢାଇବା ପାଇଁ ଏଥିରେ 1 ଚାମଚ ମହୁ କି ମିଶ୍ରୀ ମଧ୍ୟ ମିଶାଇ ପାରିବେ । ଆପଣ ପ୍ରସ୍ତୁତ କରିଥିବା ଏହି ଡ୍ରିଂକକୁ ସକାଳେ କିମ୍ବା ରାତିରେ ଥରେ ହିଁ ସେବନ କରନ୍ତୁ । ଏହାର କିଛି ଦିନ ସେବନ ପରେ ଆପଣଙ୍କ ଶରୀରର ଓଜନ ବଢିବାରେ ଲାଗିବ । ଏହା ସହିତ ଆପଣ ଆପଣ ନିଜ ଖାଦ୍ଯରେ ପ୍ରୋଟିନର ପରିମାଣ ଅଧିକ କରି ଖାଆନ୍ତୁ ।

ପ୍ରଚୁର ପରିମାଣରେ ପାଣି ପିଇବା ସହ ରାତିରେ 7 ରୁ 8 ଘଣ୍ଟା ପର୍ଯ୍ୟନ୍ତ ଶୋଇବାକୁ ଚେଷ୍ଟା କରନ୍ତୁ । ଯାହା ଧୀରେ ଧୀରେ ପ୍ରାକୃତିକ ଉପାୟରେ ଓଜନ ବଢିବା ସହ ଆପଣ ସୁସ୍ଥ ଓ ସୁନ୍ଦର ଚେହେରାଟି ପାଇପାରିବେ । ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ