Chanakya Neeti- ସକାଳୁ ଉଠୁ ଉଠୁ କରନ୍ତୁ ଏହି 6 କାମ, ଭାଗ୍ୟର ସବୁ ବନ୍ଦ କବାଟ ଖୋଲିଯିବ, ଯାହା ଚାହିଁବେ ସବୁ ପାଇବେ

ଆଜି ଆପଣମାନଙ୍କୁ କହିବୁ ବାସ୍ତୁଶାସ୍ତ୍ରରେ କିଛି ଅସାଧାରଣ ଏବଂ ଅଦ୍ଭୁତ ବିଚାର ବିଷୟରେ । ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ କୁହାଯାଇଛି ଜଦି ଆପଣ ଭାଗ୍ୟକୁ ଖୋଲିବାକୁ ଚାହୁଁଛନ୍ତି, ତେବେ ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ସର୍ବପ୍ରଥମେ ଏହି ୬ଟି କାମ ନିଶ୍ଚୟ କରନ୍ତୁ । ଘରେ ବଡ଼ବଡ଼ିଆ ମାନେ ସବୁବେଳେ କିଛି ନା କିଛ ଶିଖାଇ ଥାନ୍ତି ଯାହାଦ୍ଵାରା ଜୀବନରେ କିଛି ସମସ୍ୟା ନହେବା ପାଇଁ । ଆମ ଦେଶ ଆଉ ସମାଜରେ ସଂସ୍କାରର ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ସବୁ କାର୍ଯ୍ୟ ନା କେବଳ ଭଲ ପାଇଁ ହୁଏ ବରଂ ଆପଣଙ୍କ ଉନ୍ନତିକୁ ବି ପ୍ରଭାବିତ କରେ ।

ବନ୍ଧୁଗଣ ଶାସ୍ତ୍ରରେ ଏମିତି କିଛି କୁହାଯାଇଛି ଯାହାକୁ ପୂରା କରିବା ଦ୍ୱାରା ଆପଣଙ୍କ ଦିନ ସୁନ୍ଦର ହୋଇଯିବ । ଆଜି ଆପଣମାନଙ୍କୁ ଏପରି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ନା କେବଳ ମାନ ସମ୍ମାନରେ ବୃଦ୍ଧି ହେବ ବରଂ ଧନ ଲାଭ ସହିତ ଭାଗ୍ୟର ଦ୍ଵାର ମଧ୍ୟ ଖୋଲିଯିବ । ତେବେ ଆସନ୍ତୁ ଜାଣିବା ସେଜ ଛାଡ଼ିଲା ପରେ କେଉଁ ୬ଟି କାମ ଯାହା ଆପଣଙ୍କୁ ପ୍ରଥମେ କରିବାକୁ ପଡ଼ିବ ।

ଶାସ୍ତ୍ରରେ କୁହାଯାଇଛି ସକାଳୁ ଉଠି ସାରିଲା ପରେ ପ୍ରଥମେ ଦୁଇ ହାତକୁ ଦେଖିବା ଉଚିତ, ତଳେ ପାଦ ରଖିବା ପୂର୍ବରୁ ପୃଥିବୀ ମାତାଙ୍କୁ କ୍ଷମା ମାଗିବା ଦରକାର । ଶାସ୍ତ୍ରରେ ପୃଥିବୀକୁ ଆମ ମା ବୋଲି କୁହାଯାଇଛି ଯିଏ ଆମ ବୋଝ ଉଠାଏ । ଏମିତି କରିବା ଦ୍ବାରା ଆପଣଙ୍କ ସବୁ ଦୋଷ ଦୂର ହୁଏ । ଆପଣଙ୍କ ଠାରେ ଏକ ସକରାତ୍ମକ ଶକ୍ତି ଜାଗ୍ରତ ହୁଏ ।

ପ୍ରତ୍ୟେକ ଦିନ ସକାଳେ ଗାଧୋଇବା ଆବଶ୍ୟକ ଏବଂ ତୀର୍ଥ ସ୍ଥାନ ଆଉ ପବିତ୍ର ନଦୀର ନାମ ଜପ କରିବା ଦରକାର । ଏମିତି କରିବା ଦ୍ବାରା ସବୁ ତୀର୍ଥର ପୂଣ୍ୟ ମିଳେ । ଜଦି ସମ୍ଭବ ତାହେଲେ ସବୁଦିନ ପାଣିରେ ଗଙ୍ଗା ଜଳ ମିଶାଇ ଗାଧୋଇବା ଦରକାର । ଗାଧୋଇ ସାରିବା ପରେ ଏକ ତମ୍ବା ପାତ୍ରରେ ଜଳ ରଖି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦରକାର । ଏହି ଭଳି କରିବା ଦ୍ଵାରା ଦିନର ଆରମ୍ଭ ଭଲ ହୋଇ ଥାଏ । ଆତ୍ମା ଏବଂ ମନକୁ ଶକ୍ତି ମିଳେ ।

ସାଥିରେ କୁଣ୍ଡଳୀରେ ସୂର୍ଯ୍ୟର ଶୁଭ ସ୍ଥିତି ରୁହେ, ଏହାର ପ୍ରଭାବ ଆମ ବୁଦ୍ଧି ଉପରେ ପଡ଼ିଥାଏ ଏବଂ ମାନ ସମ୍ମାନ ସହିତ ଆର୍ଥିକ ବୃଦ୍ଧି ବି ହୋଇ ଥାଏ । ବନ୍ଧୁଗଣ କୁହାଯାଏ ଯେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପରେ ତୁଳସୀ ଗଛରେ ବି ପାଣି ଦବା ଦରକାର । ଏବଂ ଘର ମନ୍ଦିରରେ ପୂଜା ପାଠ ମଧ୍ୟ କରିବା ଦରକାର, ଜଦି ସମ୍ଭବ ହୁଏ ତାହେଲେ ଗୋରୁଙ୍କୁ ପିଠା, ରୁଟି ଏବଂ ଖାଦ୍ୟ ଦବା ଦରକାର । ଏମିତି କରିବା ଦ୍ବାରା ପୂଣ୍ୟ ଅର୍ଜ୍ଜନ ହୁଏ । ଘରେ କେବେବି ଧନର ଅଭାବ ରହିବ ନାହିଁ, ସବୁବେଳେ ସୁଖ ଯାନ୍ତି ରେ ଜୀବନ ଚାଲିଥାଏ ।

ଏବଂ ଶେଷରେ କୁହାଯାଇଛି ଯେ ଆପଣ ଅଫିସ ଯିବା ସମୟରେ ଘରେ ବାପା, ମାଙ୍କ ଆଶିର୍ବାଦ ନିଶ୍ଚୟ ନବା ଦରକାର ଏବଂ ଦେବୀ ଦେବତାଙ୍କୁ ଧ୍ୟାନ କରନ୍ତୁ । ସାଥିରେ ପିଲାମାନେ ଯିବା ବେଳ ମା, ବାପାଙ୍କ ପାଦ ନିହାତି ଛୁଇଁବା ଆବଶ୍ୟକ । ଘରୁ ବାହାରକୁ ଯିବା ସମୟରେ ନିଜ ମନ ଭିତରେ ଆସୁଥିବା ସ୍ଵର ଯେଉଁ ପାଦକୁ ବାହାରିବାକୁ କୁହେସ ସେହି ପାଦକୁ ବାହାରକୁ ବାହାର କରି ଯାଆନ୍ତୁ । ପ୍ରଥମେ ସକାଳୁ ଉଠିଲା ପରେ ହିଁ ଏହି ୬ଟି କାମ କରିବାକୁ କୁହାଯାଇଛି । ବନ୍ଧୁଗଣ ଏହାଥିଲା ଆଜିର ବାସ୍ତୁଶାସ୍ତ୍ର ଅନୁସାରେ କିଛି ନିୟମ ଯାହାକି ଆପଣଙ୍କ ନୀତି ଦିନ ଜୀବନରେ ବହୁତ କାମରେ ଆସିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।