Chanakya Neeti- ପବିତ୍ର ସ୍ତ୍ରୀଙ୍କର ଥାଏ ଏହି 3 ଖାସ ପରିଚୟ

ସାଧାରଣତଃ ବର୍ତ୍ତମାନ ସମୟରେ କାହାକୁ ଚିହ୍ନିବା କିମ୍ବା ତାକୁ ବୁଝିବା ବହୁତ କଷ୍ଟକର ହୋଇଥାଏ । କିଛି ଲୋକ ସାମ୍ନାରୁ କିଛି ଅଲଗା ଓ ଭିତରୁ ଆଉ କିଛି ଅଲଗା ସ୍ଵଭାବର ହୋଇଥାନ୍ତି । ସମସ୍ତଙ୍କର ଭଲ ଓ ଖରାପ ଗୁଣ ଦୁଇଟି ଥାଏ । ତଥା ତାଙ୍କର ବିଚାର ଅଲଗା ଅଲଗା ହୋଇଥାଏ । ଯାହା ଦ୍ଵାରା ଆମର ଭାବିବା ଓ ଚିନ୍ତା କରିବା ପଦ୍ଧତି ବି ଅଲଗା ଅଲଗା ହୋଇଥାଏ । କିନ୍ତୁ ଆପଣ କଣ ଜାଣିଛନ୍ତି ଆପଣ ଯେଉଁ କାମ କରନ୍ତି ସେହି କାମ ଆପଣଙ୍କୁ ଠିକ ଲାଗୁଥିବ କିନ୍ତୁ ଅନ୍ୟ ମାନଙ୍କୁ ଭଲ ଲାଗୁ ନ ଥିବ, ଏହିଭଳି ପ୍ରାୟତଃ ହୋଇଥିବ ଆପଣଙ୍କ ଜୀବନରେ ।

କହିବାକୁ ଗଲେ ଭାରତୀୟ ପରିବାରରେ ନାରୀକୁ ମା ଲକ୍ଷ୍ମୀଙ୍କର ପ୍ରତିମା ବୋଲି କୁହାଯାଏ । ମା ଅନ୍ନପୂର୍ଣାରେ ନାରୀକୁ ପୋଷଣର ବରଦାନ ଦେଇଛନ୍ତି । ଯେଉଁ ଘରେ ନାରୀକୁ ପୂଜା କରାଯାଏ ସେଠାରେ ଦେବତାଙ୍କ ବସବାସ ହୋଇଥାଏ ।

ଯେପରି କିଛି ମହିଳା ମାନେ ନିଜର କୁଳର ମାନ ରଖିଥାନ୍ତି, ନିଜର ନୈତିକ ଓ ସାମାଜିକ ଆଚରଣକୁ ପବିତ୍ର ରଖିଥାନ୍ତି । କିନ୍ତୁ ଅନ୍ୟ ପଟେ ଏମିତି ବି କିଛି ନାରୀ ଅଛନ୍ତି ଯେଉଁମାନଙ୍କର କାର୍ଯ୍ୟରେ କୁଳର ବିନାଶ ହୋଇଥାଏ । ଏମିତିରେ କେମିତି ଜାଣିବେ କେଉଁ ମହିଳା ପବିତ୍ର ଓ କେଉଁ ମହିଳା ଖରାପ ଚରିତ୍ରର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ମହିଳା ପବିତ୍ର ଓ ଅନ୍ୟ ମହିଳାଙ୍କ ଠାରୁ ଅଲଗା ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ଛଡା ଅନ୍ୟ ପୁରୁଷ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ ।

ଆପଣଙ୍କୁ କହିଦେଉଛୁ କି ଯେଉଁ ମହିଳାଙ୍କ ଶରୀରରେ ଛୋଟ ଛୋଟ ରୁମ ଥାଏ ସେହି ପରି ନାରୀ ମାନେ ସବୁବେଳେ ପବିତ୍ର ହୋଇଥାନ୍ତି । ଏହି ନାରୀମାନେ କୌଣସି ବି ପରିସ୍ଥିତିରେ ଅର୍ଥାତ ଖରାପ କିମ୍ବା ଭଲ ପରିସ୍ଥିତିରେ ନିଜ ସ୍ଵାମୀଙ୍କ ସାଥ ଛାଡନ୍ତି ନାହିଁ । ଏହି ନାରୀମାନେ କୌଣସି ବି ପରିସ୍ଥିତିରେ ଡରନ୍ତି ନାହିଁ । ଦ୍ଵିତୀୟରେ ଯେଉଁ ନାରୀର ଓଠ ପତଳା ଥାଏ ସେହି ନାରୀ ନିଜ ସ୍ଵାମୀ ପ୍ରତି ବହୁତ ବିଶ୍ଵସ୍ତ ଥାନ୍ତି ଓ ସବୁବେଳେ ନିଜ ସ୍ଵାମୀ ପ୍ରତି ସମର୍ପଣ ଭାବନା ରଖିଥାନ୍ତି ।

ଏମାନେ ନିଜ ସ୍ଵାମୀକୁ ହୃଦୟର ସହିତ ପ୍ରେମ କରିଥାନ୍ତି । ଏହି ନାରୀ ମାନେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିଥାନ୍ତି । ଏମାନେ ହୃଦୟରୁ ନିର୍ମଳ ଥାନ୍ତି ଓ ବହୁତ ସଂସ୍କାରୀ ଥାନ୍ତି । ତୃତୀଯରେ ଯେଉଁ ନାରୀମାନଙ୍କର କପାଳରେ କଳା ଯାଇ ଥାଏ ସେହି ନାରୀ ବୁଦ୍ଧିମାନ ଓ ଉଚ ଆତ୍ମବିଶ୍ଵାସୀ ହୋଇଥାନ୍ତି । ମାତା ପିତାଙ୍କ ଗୁଣ ବିଦ୍ୟମାନ ଥାଏ । ଏମାନେ ନିଜ ଘର ପରିବାରର ସଂସ୍କାର ବିଷୟରେ କେବେ ବି ଭୁଲି ଯାଆନ୍ତି ନାହିଁ । ଏହି ନାରୀ ସବୁ କାର୍ଯ୍ୟରେ ସ୍ଵାମୀକୁ ସାହାଯ୍ୟ କରିଥାନ୍ତି ।

ଯେଉଁ ନାରୀମାନଙ୍କ ନିଶରେ ହାଲୁକା ଭାବେ ଛୋଟ ଛୋଟ ଚୁଟି ଥାଏ ସେହି ନାରୀ ନ୍ୟାୟ ଧର୍ମ ଓ ଦାନ ପୂଣ୍ୟ ଉପରେ ବିଶ୍ଵାସ ରଖିଥାନ୍ତି । ଏମାନଙ୍କ ମନରେ ନିଜ ସ୍ଵାମୀ ପ୍ରତି ସବୁବେଳେ ପ୍ରେମ ଥାଏ ଓ ଏମାନେ ସବୁ ବେଳେ ଖୁସିରେ ରଖିଥାନ୍ତି । ଏହି ନାରୀ ମାନଙ୍କ ପାଇଁ ଘର ପରିବାରରେ ସବୁବେଳେ ଖୁସିରେ ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।