Vastu Shastra- ଚାଲୁଥିବା ସମୟରେ ଚପଲ ଛିଣ୍ଡିବା ଶୁଭ ନା ଅଶୁଭ, ଜାଣନ୍ତୁ ଏହି ପରି 10 ଟି ଶୁଭ ଅଶୁଭ ସଙ୍କେତ

ଆପଣ ମାନେ ଜାଣିଛନ୍ତି ଆମେ ଯଦି କୌଣସି କାରଣରୁ ବାହାରକୁ ଯାଉଥାଉ ଓ ସେହି ସମୟରେ ଯଦି ଚପଲ ଛିଣ୍ଡିଯାଏ, ପଶୁ ମାନଙ୍କୁ ଦେଖିବା କି ପିମ୍ପୁଡି ମାନଙ୍କର ଧାଡି ଦେଖିବା , ମାରି ଯାଇଥିବା ପକ୍ଷୀ ଯଦି ଆସି ପଡେ ତେବେ ଏହା ଅଶୁଭ ଓ ଶୁଭ  ବୋଲି କୁହା ଯାଏ । ଏହା ବିଷୟରେ ସଗୁନ ଶାସ୍ତ୍ରରେ ଲେଖା ହୋଇଛି । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି ସେତେବେଲେ  ବଡ ଲୋକ ମାନେ ଆପଣଙ୍କୁ ଦହି ଚିନୀ ଖାଇବାକୁ ଦିଅନ୍ତି ଓ ଯଦି ଆମେ ରାସ୍ତାରେ ଯାଉଛୁ ଓ ବିଲେଇ ରାସ୍ତା ରେ ଆବୋରଧ କଲା ଭଳି ଯାଏ ତାହା ଅଶୁଭ ଅଟେ ।

ତେବେ ଏହା କଣ ପାଇ ହୁଏ । ଏହି ଶୁଭ ଓ ଅଶୁଭ ସଙ୍କେତର ମାନେ କଣ । ଭାରତୀୟ ମାନ୍ୟତା ଅନୁସାରେ ଯେତେବେଳେ ଆମେ ଘରୁ ବାହାରକୁ ଯାଉଛୁ କିଛି ଏମିତି ସଙ୍କେତ ମିଳିଥାଏ ଯାହା ଆମର ଯାତ୍ରା ସୁଗମ ହେବାକୀ ନାଇ କହିଦିଏ ।

ଆସନ୍ତୁ ଜାଣିବା ଏହି ଶୁଭ ଓ ଅଶୁଭ ସଙ୍କେତ ବିଷୟରେ । ଯଦି ଆପଣ ଘରୁ ବାହାରକୁ ଯିବା ସମୟରେ ଗାଈ ଦେଖା ଯାଏ କିମ୍ବା ତାର ଲାଞ୍ଜ ଦେହରେ ବାଜେ ତେବେ ଏହା ସୁଭ ଅଟେ । ଯଦି ଯିବା ସମୟରେ ଆପଣ ପାରା ଯୋଡିକୁ ଦେଖୁଛନ୍ତି  କିମ୍ବା କଇଁଛ ଦେଖୁଛନ୍ତି ତାହା ଶୁଭ ଅଟେ ।

ଆଉ ଯଦି ଆପଣ ଗଲା ବେଳେ ପାଣି ଭର୍ତ୍ତୀ ଥିବା କଳସ କିମ୍ବା ନୋଟାକୁ ଦେଖିକି ଯିବେ ତେବେ ସଫଳତା ପାଇବେ । ଆଗ କାଳରେ ଜାଦି କେହି ବ୍ୟକ୍ତି ପାଣି ଧରି ଯାଉଥିବା ମହିଳାଙ୍କୁ ବାଟରେ ଯିବା ସମୟରେ ଦେଖୁଥିଲେ ତେବେ ସେ ଖୁସି ହୋଇ ତାଙ୍କୁ ଉପହାର ଦେଉଥିଲେ । ଯଦି ବାଟରେ ଯାଉଥିବା ସମୟରେ ଯଦି ଆପଣାକୁ କେହି ଶସ୍ୟ ସହ ଦେଖା ଯାଏ ତେବେ ଜାଣି ନିଅନ୍ତୁ ଆପଣ ଯାହା ପାଇଁ ଯାଉଛନ୍ତି ଟା ଠାରୁ ଅଧିକ ମିଳିବ ଆପଣଙ୍କୁ ।

ଯଦି ଯିବା ସମୟରେ ଶବ ଦେଖା ହୁଏ ତେବେ ଜାଣନ୍ତୁ ସେହି ଦିନ ଆପଣଙ୍କୁ କିଛି ଶୁଭ ଫଳ ମିଳିବାର ଅଛି । ତେବେ ଏହା ଯଦି ଆପଣଙ୍କ ବାମ ପଟେ ଦେଖା ଯାଏ ତାହେଲେ ଏହା ଅଧିକ ଶୁଭ ଅଟେ । ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏଭଳି କହି ଆପଣ ପ୍ରଣାମ କରିବେ। ଯଦି ଆପଣଙ୍କୁ ବାଟରେ ନେଉଳ , ମୟୁର , ଘୋଡା କିମ୍ବା ହାତୀ ଦେଖା ଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ଅଟେ ।

ଯଦି ଘରୁ ବାହାରୁ ଥିବା ସମୟରେ ଆପଣଙ୍କୁ ମନ୍ଦିରର ଧ୍ୱନି କିମ୍ବା ଭଜନ , ଶଙ୍ଖର ଧ୍ୱନି ଶୁଣିବାକୁ ମିଳେ ତେବେ ଏହା ଆପଣଙ୍କ ପାଇଁ ଶୁଭ ଅଟେ କାରଣ ଏହା ଶୁଣିବା ଦ୍ଵାରା ସାକାରାତ୍ମକ ଭାବନା ଜନ୍ମି ଥାଏ । ତେବେ ଯଦି ବାଟରେ କେହି ସାଧୁ କିମ୍ବା ଅଘୋରରୀ ଦେଖା ଯାଏ ତେବେ ପ୍ରଣାମ କରନ୍ତୁ ଓ ତେବେ ଆଗକୁ ଯାନ୍ତୁ ।  ତେବେ ପିମ୍ପୁଡି ମାନଙ୍କର ଦଳ ଦେଖିବା ବି ଶୁଭ ଅଟେ

ଆସନ୍ତୁ ଜାଣିବା ଅଶୁଭ ସଙ୍କେତ ଗୁଡିକୁ ବାହାରକୁ ଯିବା ସମୟରେ ଖଟା, ପିତା  ଜିନିଷ ଖାନ୍ତୁନି । କେହି ଛିଙ୍କିଲେ କିମ୍ବା ପଚାରୁ ଡାକିଲେ ରହି ଯାନ୍ତୁ କିଛି ସମୟ ପାଇଁ । ଯଦି ପକ୍ଷୀ ମରିଥାଏ , ଅଣ୍ଡା ଭାଙ୍ଗି ଥାଏ , ଚପଲ ଛିଣ୍ଡି ଯାଏ କିମ୍ବା କଳା ମାଙ୍କଡ ଦେଖା ଯାଏ ତେବେ ନ ଯିବା ଉଚିତ । ଯଦି ଯିବା ଆବସ୍ୟକ ତେବେ ଗଙ୍ଗା ପାଣି ଟିକେ ପକେଇ ଯାଅନ୍ତୁ ।ବନ୍ଧୁଗଣ ଆପଣଙ୍କୁ ଆମର ଏହି ବିବରଣୀ କିପରି ଲାଗିଲା କହିବେ ଓ ପେଜ କୁ ଲାଇକ କରିବେ ।

ଜଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ ଏବଂ ପେଜ୍କୁ ଲାଇକ୍ କରନ୍ତୁ ।