ଚାଲିଛି ଯୁବତୀଙ୍କ ମୂଲଚାଲ, 3 ଘଣ୍ଟା ରଖିଲେ 4 ହଜାର ଆଉ ରାତିସାରା ରଖିଲେ 6 ହଜାର, ଦେଖନ୍ତୁ video

ରାଜଧାନୀ ଭୁବନେଶ୍ବରରେ ଦେ-ହ-ବେ-ପା-ର ଚାଲିଛି । ଆଉ ଭିଡ ଜମାଉଛନ୍ତି ଦେ-ହ-ଲୋ-ଭୀ ଗ୍ରାହକ । ଆଉ ଯୁବତୀଙ୍କୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଫଟୋ ନେଣଦେଣ ଚାଲିଛି । ଏମିତି କି ଯୁବତୀଙ୍କ ଭିଡିଓ ମଧ୍ୟ ଛଡାଯାଉଛି । ଏହାସହ ଯୁବତୀଙ୍କ ରେଟ୍ ମଧ୍ୟ ମୂଲଚାଲ ଚାଲୁଅଛି । ଆଉ ଯେଉଁ ଯୁବତୀ ପସନ୍ଦ ହେଉଛନ୍ତି ତାଙ୍କ ରେଟ୍ ଯାହା ତାହା ଫୋନପେ କରିବା ପାଇଁ ନମ୍ବର ମଧ୍ୟ ଦିଆଯାଉଛି । ଏମିତି ଏକ ଖବର ଏବେ ରାଜଧାନୀ ଭୁବନେଶ୍ବରରେ ଚହଳ ସୃଷ୍ଟି କରିଛି ।

ଏଠି ଦଲାଲଙ୍କ ପାଖକୁ ହ୍ଵା-ଟ୍ସ-ଆ-ପ-ରେ ମେସେଜ ଆସୁଛି । ସର୍ଭିସ ଉପଲବ୍ଧ ଅଛି କି ନାହିଁ ପଚାରି ବୁଝିବା ସହ ଲୋକେସନ ମଧ୍ୟ ଦିଆନିଆ ହେଉଛି । ଏହାପରେ କେତେ ଘଣ୍ଟା ପାଇଁ ନେବେ ଓ ସେହି ଅନୁସାରେ ଟଙ୍କା ପେମେଣ୍ଟ କରିବାକୁ କୁହାଯାଉଛି । ଦୁଇ ଘଣ୍ଟା ପାଇଁ ନେଲେ ତିନି ହଜାର, ତିନି ଘଣ୍ଟା ପାଇଁ ନେଲେ ଚାରି ହଜାର ଆଉ ରାତିସାରା ରହିଲେ 6 ହଜାର ମୂଲ୍ୟ ଦେବାକୁ କୁହାଯାଉଛି । ଏହାପରେ ଗ୍ରାହକଙ୍କୁ ଯୁବତୀଙ୍କ କିଛି ଫଟୋ ପଠେଇ ଦିଆଯାଉଛି ।

ଗ୍ରାହକ ନିଜ ପସନ୍ଦ ଅନୁସାରେ ଯୁବତୀଙ୍କ ଫଟୋରେ କ୍ଲିକ କରିବାକୁ କୁହାଯାଉଛି । ଏହାପରେ ଦ-ଲା-ଲ ସେହି ଯୁବତୀଙ୍କ ରେଟ୍ ଲେଖିବା ପରେ ଗ୍ରାହକ ଫୋନପେ ନମ୍ବରରେ ପେମେଣ୍ଟ କରିବେ । ସମୟ ଓ ସ୍ଥାନ ଅନୁସାରେ ଯୁବତୀ ରେଡ୍ଡି ରହୁଛନ୍ତି । ଗ୍ରାହକ କେବଳ ସେଠାରେ ଯାଇ ପହଞ୍ଚି ପାରିଲେ ହେଲା । ଆଜ୍ଞା ହଁ, ଏମିତି କିଛି ଢଙ୍ଗରେ ରାଜଧାନୀରେ ଦେ-ହ-ବେ-ପା-ର ଚାଲିଛି ।

ହେଲେ ଗ୍ରାହକ ଠିକଣା ସ୍ଥାନରେ ପହଞ୍ଚିବା ପରେ ଟଙ୍କା ନେବା ସହ ମା-ଡ ମା-ରି ପଠାଇ ଦେଉଛନ୍ତି । ଜଣେ ବ୍ୟକ୍ତି ଏଭଳି କିଛି ଅଭିଯୋଗ ଏବେ ସାମ୍ନାକୁ ଆଣିଛନ୍ତି । ଭାଇରାଲ ହେଉଥିବା ଭିଡିଓଟି ଜଣେ ଦଲାଲଙ୍କର ବୋଲି ଜଣାପଡିଛି । ସେ ବଙ୍ଗୀୟ ଯୁବତୀ ମାନଙ୍କ ପାଇଁ ଗ୍ରାହକ ଯୋଗାଡ କରୁଛନ୍ତି । ଆଉ ଇଚ୍ଛା ହେଲେ ନିଜେ ମଧ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖୁଛନ୍ତି । ଏହି ଭିଡିଓରେ ଯୁବତୀ ସାମ୍ନାକୁ ଆସିବା ସହ ଦଲାଲ ଜଣକ ମଧ୍ୟ ସ୍ପଷ୍ଟ ଦେଖା ଯାଉଛନ୍ତି ।

ଭିଡିଓ ଓ ଫଟୋ ଦେଖାଇ ଲୋକଙ୍କ ଠାରୁ ଟଙ୍କା ନେଉଛନ୍ତି ହେଲେ ଗ୍ରାହକ ପାଖକୁ ଗଲେ ମା-ଡ ମା-ରି ପଠାଇ ଦେଉଛନ୍ତି । ତେବେ ଯୁବକଙ୍କ ଠାରୁ 15 ହଜାର ଟଙ୍କା ନେଇ ତାଙ୍କୁ ମା-ଡ ମା-ରି ଫେରାଇ ଦେବା ପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।