ଚା ପିଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି 5ଟି ଭୁଲ, ଦେଖାଦେବ ସ୍ଵାସ୍ଥ୍ୟକୁ ନେଇ ଏହି ସବୁ ସମସ୍ୟା

ବହୁତ କମ ଲୋକ ଅଛନ୍ତି ଯାହାଙ୍କୁ ଚା ପସନ୍ଦ ନୁହେଁ, ନହେଲେ ଚା ପିଇବା ବହୁତ ଲୋକମାନଙ୍କୁ ଭଲ ଲାଗେ । ଯେଉଁମାନେ ଚା ପିଅନ୍ତି ସେମାନେ ଚା ର ଅଭ୍ୟାସ ରେ ପଡି ଯାଇଥାନ୍ତି, ସେମାନେ ସବୁଦିନ ଗୋଟିଏ ଟାଇମରେ ହିଁ ଚା ପିଅନ୍ତି । କିଛିଟା କ୍ଷେତ୍ରରେ ଚା ଦେହ ପାଇଁ ଭଲ ଅଟେ ଏବଂ ଅନ୍ୟ କିଛି କ୍ଷେତ୍ରରେ ଚା ଦେହ ପାଇଁ ଖରାପ ହୋଇଥାଏ ।

ଚା ପିଇବା ର କିଛି ଉପାୟ ଅଛି ଏବଂ ଯଦି ଆପଣ ଚା ପିଇବା ସମୟରେ ଭୁଲକରି ବି ଏହି ୫ ଟୀ ଭୁଲ କରି ଦେଉଛନ୍ତି, ତେବେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଯେଉଁ କାରଣରୁ ଆପଣଙ୍କୁ ଚା ଛାଡିବାକୁ ପଡିବ ।

ଚା ପିଇବା ସମୟରେ ଭୁଲିକରି ବି କରନ୍ତୁ ନାହିଁ ଏହି ୫ଟି ଭୁଲ

୧. ଖାଲି ପେଟରେ ଚା ପିଇବା ହାନିକାରକ ଅଟେ । ଯାହା କାରଣରୁ ଏସିଡିଟୀ ହୋଇଥାଏ । ବେଳେ ବେଳେ ଏସିଡିଟୀ ଏତେ ବଢି ଯାଏକି ଫ୍ରୀ ରେଡିକଲ୍ସ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗର ରୂପ ମଧ୍ୟ ନେଇଥାଏ । ସେଥିପାଇଁ ସକାଳୁ ଉଠି ପ୍ରଥମେ ପାଣି ପିଅନ୍ତୁ ତାହାର ଅଧ ଘଣ୍ଟା ପରେ ଚା ପିଅନ୍ତୁ ।

୨. କିଛି ଲୋକମାନଙ୍କର ଏହା ଅଭ୍ୟାସ ଥାଏ କି ଠିକ ଖାଇ ସାରିବା ପରେ ହିଁ ଚା ପିଇବାକୁ ଲାଗନ୍ତି, କିନ୍ତୁ ଏହା ଭୁଲ ଅଟେ । ଏହା କରିବା ଦ୍ଵାରା ଖାଇବାରୁ ମିଳୁଥିବା ପୋଷାକ ତତ୍ଵ ଆପଣଙ୍କର ଶରୀରକୁ ମିଳେ ନାହିଁ କାରଣ ଚା ସେଗୁଡିକୁ ମାରି ଦେଇଥାଏ ।

୩. ବହୁତ ଲୋକମାନେ ଗରମ ଗରମ ଚା ପିଇବାକୁ ପସନ୍ଦ କରନ୍ତି । ଚାକୁ ବେଶୀ ଗରମ କରି ପିଇବା ଭୁଲ ଅଟେ । ଏହା ବି ଆପଣଙ୍କର ଏସିଡିଟୀକୁ ବଢାଇ ଥାଏ । ପାଣି କୁ ଗରମ କରି ତାକୁ ଓଲହାଇ ସେଥିରେ ଚାପତି ପକାନ୍ତୁ ।

୪. ବେଶୀ ଚା ପିଇବା ଏଲ୍କୋହଲ ପିଇବା ସହିତ ସମାନ ହୋଇଥାଏ । ଏହି ଦୁଇଟି ଜିନିଷ ମାଂସପେଶିକୁ ସକ୍ରିୟ କରିଥାଏ କିନ୍ତୁ ଶରୀର ପାଇଁ ହାନିକାରକ ଅଟେ । ସେଥିପାଇଁ ଚା କମ ପିଇବା ଉଚିତ ।

୫. ବହୁତ ଲୋକମାନେ ଚାରେ ତୁଲସୀ ପତ୍ର ପକାଇ ପିଇବାକୁ ପସନ୍ଦ କରନ୍ତି । ଏହା ଶରୀରର ପାଇଁ ଭଲ ଅଟେ କିନ୍ତୁ ତୁଲସୀ ପତ୍ରକୁ ବେଶୀ ମିଶାଇବା ଦ୍ଵାରା ଏହା ଶରୀର ପାଇଁ ହାନିକାରକ ଦେଖା ଯାଇଥାଏ । ଆପଣଙ୍କୁ ଆମର ଏଇ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଟିପ୍ସ ଟି କେମିତି ଲାଗିଲା କମେଣ୍ଟ ରେ ନିଶ୍ଚୟ ଜଣାନ୍ତୁ, ଲେଖାଟି ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ । ଏମିତି ଅନେକ ଟିପ୍ସ ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲିବେନି ।