ଏହି ପତ୍ର ହେଉଛି କ୍ୟାନସର ର ସବୁଠୁ ବଡ ଶତ୍ରୁ, ପାଣିରେ ଫୁଟେଇକି ପିଅନ୍ତୁ, 62 ଦିନରେ ମୂଳରୁ ଯିବ ରୋଗ – ଶେୟାର କରନ୍ତୁ ସମସ୍ତଙ୍କ ସହିତ

କୁହାଯାଏ କି ପିଜ୍ଜା ଦେହ ପାଇଁ ହାନିକାରକ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯେ ଯାହାକୁ ଆପଣମାନେ ପଢି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ପିଜ୍ଜା ଏବଂ ପାସ୍ତା ଭଳି ଖାଦ୍ୟରେ ଓରିଗେନୋ ର ପ୍ରୟଗୋ କରିଥିବେ । ୟୁରୋପ ରେ ବ୍ୟବହାର ହେଉଥିବା ଏହି ଦ୍ରବ୍ୟ ବା ଚେରମୂଳି ବର୍ତ୍ତମାନ ସାରା ପୃଥିବୀରେ ପ୍ରୟୋଗ ହେଉଛି । କେତେକ ପରୀକ୍ଷଣ ରୁ ମିଳିଛି ଯେ ଓରିଗେନୋ ରେ କେତେକ ଔଷଧ ଗୁଣ ଅଛି ।

ଡାୟଟୀଶିୟନ ରଶ୍ମି ଶ୍ରୀୱାସ୍ତୱ କହନ୍ତି ଯେ ଓରିଗେନୋ ରେ ଭିଟାମିନ A, C, E, K, ଆଇରନ , ଫୋଲେଟ, କପର, କ୍ୟାଲସିୟମ, ନିଆସିନ, ପୋଟେସିୟମ, ଜିଙ୍କ ଏବଂ ମ୍ୟାଗ୍ନେସିୟମ ଭିଟାମିନ ଖଣିଜ ଦ୍ଵାରା ପରିପୂର୍ଣ୍ଣ ଅଛି ।

Image courtesy: Google

ଚେରମୂଳି ଙ୍କୁ ତାଙ୍କର ଗୁଣ ପାଇଁ ଜଣା ଯାଏ କାରଣ ସେଗୁଡିକ ମଧ୍ୟରେ ଏଂଟୀ ଅଙ୍କ୍ସିଡେଂଟ ପ୍ରଚୁର ମାତ୍ରାରେ ଥାଏ । ଓରିଗେନୋ ରେ କ୍ୟାନ୍ସର କୋସିକାଙ୍କୁ ନଷ୍ଟ କରିବାର କ୍ଷମତା ଅଛି । ଏହାକୁ ଖାଇବା ଦ୍ଵାରା ୬୨ ଦିନ ମଧ୍ୟରେ କ୍ୟାନ୍ସର ଠିକ ହୋଇ ଯାଇଥାଏ । ମାସିକ ଧର୍ମ ଭିତରେ ଯଦି ଆପଣଙ୍କୁ ବେଶି ଦରଜ କିମ୍ବା ବିନ୍ଧା ହୁଏ ତେବେ ଓରିଗେନୋ ର ଚା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ । ଏହି ଚା କୁ ପୀରିୟଡ୍ସ ର ଆରମ୍ଭ ଦୁଇ ଦିନରେ ପିଇବେ । ଆପଣଙ୍କୁ ବହୁତ ଆରମ ମିଳିବ।

Image courtesy: Google

ପୋଟେଶିୟମ ରକ୍ତଚାପ ଏବଂ ହୃଦୟର ଗତିରେ ନିୟନ୍ତ୍ରିତ କରିବାରେ ଏହାର ମହତ୍ବପୂର୍ଣ୍ଣ ଭୂମିକା ଅଛି । ଏହା ବ୍ୟତିତ ଓରିଗେନୋ ଚିନ୍ତା ଗୁଡିକୁ କମ କରିବାରେ ସାହାର୍ଯ୍ୟ କରେ, ଯାହାକି ହୃଦୟ ବିକାର ର କାରଣ ଅଟେ । ଓରିଗେନୋ ରେ ଓମେଗା -୩ ଫେଟି ଏସିଡ ବି ଥାଏ, ଯାହାକି ଧମନୀ ରେ ବ୍ଲକେଜକୁ କମ୍ କରିବାରେ ସାହାର୍ଯ୍ୟ କରେ ।

Image courtesy: Google

ସାମାନ୍ୟ ଥଣ୍ଡା – ଜ୍ଵର ରେ ବି ଏହା ଲାଭଦାୟକ ବୋଲି ମନା ଯାଏ । ଏଥିପାଇଁ ଓରିଗେନୋ ତେଲ ର କିଛି ବୁନ୍ଦା ପାଣି ରେ ପକାଇ ପିଇବା ଦ୍ଵାରା ଲାଭ ମିଳି ଥାଏ ।

Image courtesy: Google

ଓରିଗେନୋ ସବୁଠାରୁ ମହତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଦ୍ରବ୍ୟ ଅଟେ ଏବଂ ଏହା ଆପଣଙ୍କର ଚେହେରା ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା ଏଂଟୀ ଅଙ୍କ୍ଶିଡେଣ୍ଟ ରେ ଭରପୁର ଅଟେ । ଯେଉଁଥିରେ ଜୀବାଣୁରୋଧି ଗୁଣ ଅଛି । ଅପଚ, ଗ୍ୟାସ, କାଶ, ଫୁସଫୁସ ଜନିତ ରୋଗ, ମୁଣ୍ଡବ୍ୟଥା ଏବଂ ଗଳା ବ୍ୟଥା ରୁ ଆରାମ ପାଇବା ପାଇଁ ଓରିଗେନୋ ଚା ପିଇବା ଭଲ ଅଟେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।