କାର୍ ଭିତରେ 15 ଦିନ ହେବ ଦୁଇ ଝିଅକୁ ଜଣେ ପୁଅ… କଲୋନୀ ଲୋକଙ୍କ ସନ୍ଦେହ ବଢିବାରୁ କାର୍ ପାଖକୁ ଯାଇ ଯାହା ଦେଖିଲେ ନା… ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଗୋଟିଏ କାର ଆନନ୍ଦପୁର ଜଳ ସମ୍ପଦ ସାମ୍ନା ପଡିଆରେ ୧୫ ଦିନ ହେବ ଠିଆ ହେଉଥିଲା । ଆଜି ପଡିଆର ଆରମ୍ଭରେ ତ କାଲି ପଡିଆ ମଝିରେ । ସେହି କାର ଭିତରେ ଦୁଇ ଝିଅ ଏବଂ ପୁଅ ଦିନ ରାତି ରହୁଥିଲେ । କଲୋନୀ ଲୋକେ ଏହାକୁ ଦେଖି ଆତଙ୍କିତ ମଧ୍ୟ ହେବାକୁ ଲାଗିଥିଲେ ଦୁଇ ଯୁବତୀ ଗୋଟିଏ ପୁଅ ସହ କରୁଥିଲେ କଣ ? ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ଆନନ୍ଦପୁର ଜଳ ସମ୍ପଦ ପଡିଆ ସାମ୍ନାରେ ୧୫ ଦିନ ଧରି ଏକ କାର ଠିଆ ହେଉଥିଲା ଦିନ ରାତି । ସେହି କାରକୁ ଦେଖି ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଥିଲା । କିନ୍ତୁ ଏହାର ମାନେ କେହି ବୁଝିପାରୁନଥିଲେ । କଲୋନୀ ଲୋକେ ସେହି କାର ଭିତରେ ଦୁଇ ଝିଅ ଏବଂ ଗୋଟିଏ ପୁଅକୁ ମଧ୍ୟ ଦେଖୁଥିଲେ । ଏହା ଦେଖି ବହୁତ ଭୟଭୀତ ମଧ୍ୟ ହୋଇଯାଇଥିଲେ । ସେହି କାର କେତବେଳେ ପଡିଆ ଆରମ୍ଭରେ ତ କେତବେଳେ ପଡିଆ ମଝିରେ ଦିନ ରାତି ତମାମ ଠିଆ ହୋଇ ରହୁଥିଲା ।

ଏହାପରେ କଲୋନି ଲୋକ ଏକତ୍ରିତ ହୋଇ ସେହି କାର ପାଖକୁ ଯାଇ ପଚରା ଉଚୁରା କରିଥିଲେ । କିନ୍ତୁ କାର ଭିତରେ ଥିବା ଯୁବକ ଯୁବତୀ ସଠିକ କଥା ନ କହି କଲୋନୀ ଲୋକଙ୍କୁ ଗାଳି ଗୁଲଜ କରିଥିଲେ । ଏହାପରେ କଲୋନୀ ଲୋକ ପୋଲିସକୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ । ପୋଲିସ ଏହି ଘଟଣା ପାଇ ଯେତେବେଳେ ତାଙ୍କୁ ପଚରା ଉଚୁରା କରିଥିଲା ସେମାନେ ଏହାର ଜବାବ ନଦେଇ କଲୋନୀ ଗେଟ ଭାଙ୍ଗି ଜୋରେ କାର ଚଳାଇ ପଳାଇଥିଲେ । କିନ୍ତୁ ପୋଲିସ ତାଙ୍କ ପିଛା କରିଥିଲା ଏବଂ ତାଙ୍କୁ ଗିରଫ କରି ଥାନାକୁ ନେଇ ଥିଲା ।

ଥାନାରେ ପଚର ଉଚରା ଜାରି ରହିଛି । ଏହି କଥାର କଡା କଡି ତଦନ୍ତ ମଧ୍ୟ ଜାରି ରହିଛି । ଯେତେବେଳେ ଜଳ ସମ୍ପଦ ଅଧିକାରୀ ତାଙ୍କୁ ପଚାରିଥିଲେ ପୁଅ ଜଣଙ୍କ କହିଥିଲେ ସେ ias ଅଟନ୍ତି ଏବଂ ଦୁଇ ଝିଅଙ୍କ ମଧ୍ୟରେ ଜଣେ ମେଡିକାଲ ପଢୁଛନ୍ତି ବୋଲି ମଧ୍ୟ କହିଥିଲେ ।

ଏହାପରେ ଗାଳି ଗୁଲଜ କରିବା ଆରମ୍ଭ ମଧ୍ୟ କରିଦେଇଥିଲେ । ତେବେ ଅଳ୍ପ ଦିନ ମଧ୍ୟରେ ତଦନ୍ତ ପରେ ଏହା ପଛର ପ୍ରକୃତ ଘଟଣା ସାମ୍ନାକୁ ଆସିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।