କ୍ୟାମେରାରେ କଏଦ ହେଲା ନାଗୁଣୀର ଅଦ୍ଭୁତ ଦୃଶ୍ୟ, ନ ଦେଖିଲେ ବିଶ୍ବାସ କରିବା ହେବ ମୁସ୍କିଲ, ପୁରା ପରିବାର ଉପରେ ଛାଇଗଲା ବିପଦ, ଦେଖନ୍ତୁ video

ଆମ ଦେଶ ଭାରତରେ ଅନେକ ପ୍ରକାରର ସରୀସୃପ ଦେଖାଯାନ୍ତି । ସେମାନଙ୍କ ମଧ୍ୟରୁ ସାପ ଏପରି ଏକ ସରୀସୃପ ଯାହା ନାଁ ଶୁଣିଲେ ବି ମଣିଷକୁ ଭୟ ଲାଗେ । କିଛି ସାପ କମ୍ ବି-ଷ-ଧ-ର ହୋଇଥିବା ବେଳେ ଆଉ କିଛି ସାପ ଏତେ ଅଧିକ ବି-ଷ-ଧ-ର ହୋଇଥାନ୍ତି ଯେ କାହାକୁ କା-ମୁ-ଡି-ଲେ ୧ ଘଣ୍ଟା ମଧ୍ୟରେ ମଣିଷର ଜୀବନ ଚାଲି ଯାଇପାରେ । ସେମାନଙ୍କ ମଧ୍ୟରୁ କୋବ୍ରା ବା ନାଗ ସାପ ଅନ୍ଯତମ । ଆମ ରାଜ୍ୟ ଓଡିଶାର ଭଦ୍ରକ ଜିଲ୍ଲାରେ ନାଗ ପ୍ରଜାତିର ସାପ ଅଧିକ ଦେଖିବାକୁ ମିଳନ୍ତି ।

ଗାଁ ଗଣ୍ଡା ମାନଙ୍କରେ ଲୋକଙ୍କ ଘରେ ଅଧିକ ଏହି ସାପ ପଶି ଆସୁଥିବାର ଦେଖିବାକୁ ମିଳେ । ଏହିପରି ଜଣଙ୍କ ଘରେ ଏକ ନାଗ ସାପ ପଶି ଆସିଥିଲା । ରାତି ପ୍ରାୟ ୧୧ଟା ପାଖାପାଖି ସେମାନେ ଖାଇବାକୁ ବସିଥିବା ବେଳେ କାନ୍ଥ କଡରେ କିଛି ଗୋଟେ ଥିବା ଅନୁଭବ କରି ପାରିଥିଲେ । ପ୍ରଥମେ ଭାବିଥିଲେ ଝିଟିପିଟି ହୋଇଥିବ ବୋଲି । କିନ୍ତୁ ସାପ ପରି ଫୁ-ତ୍କା-ର ଶବ୍ଦ ଶୁଣି ସେମାନଙ୍କ ମନରେ ସ-ନ୍ଦେ-ହ ହୋଇଥିଲା ।

ଏହାପରେ ଭଲରେ ଯାଇ ଦେଖିଥିଲେ ସତରେ ସେଠାରେ ସାପଟିଏ ଥିଲା । ସେମାନେ ସାପ ଭୟରେ କେହି ଆଉ ଖାଇ ପାରି ନଥିଲେ । ସାଙ୍ଗେ ସାଙ୍ଗେ ଘରୁ ବାହାରି ଆସି ସ୍ଥାନୀୟ ସାପ ଧରାଳିଙ୍କୁ ଯୋଗାଯୋଗ କରିଥିଲେ । ରାତି ହେଲେ ବି ସାପ ଧରାଳି ଜଣଙ୍କ ମଧ୍ୟ ଖାତିର ନକରି ଲୋକଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

ସେ ଆସି ଦେଖିଥିଲେ କି ତାହା ଏକ ନାଗ ସାପ ଅଟେ । ଘରର ଇଟା କାନ୍ଥ ମଝିରେ ଏହା ଫ-ସି ରହିଥିଲା ଓ ଫ-ଣା ଟେକି ଦଂ-ଶ-ନ କରିବାକୁ ଚେଷ୍ଟା କରୁଥିଲା । ସାପ ଧରାଳିଙ୍କୁ ସାପଟିକୁ ବାହାରକୁ ଆଣିବାକୁ ସାମାନ୍ଯ କଷ୍ଟକର ହୋଇଥିଲେ ବି ସେ ଧୈର୍ଯ୍ୟର ସହ ତାକୁ ବାହାରକୁ ଆଣିବାରେ ସକ୍ଷମ ହୋଇଥିଲେ । ଏହାପରେ ତାକୁ ଏକ କପଡା ମୁଣା ଭିତରେ ପୁରାଇ ନେଇ ଯାଇଥିଲେ ।

ଘରୁ ସାପ ବାହାର କରିବା ପରେ ଯାଇ ଘରଲୋକଙ୍କ ମନକୁ ଆଶ୍ଵସ୍ତି ମିଳିଥିଲା । କୋବ୍ରା ସାପ ମଧ୍ୟରେ ନ୍ୟୁରୋଟକ୍ସିନ ନାମକ ବି-ଷ ରହିଥାଏ । ଯାହା ମଣିଷ ଶରୀରରୁ ଯଦି ସାମାନ୍ୟ ଅଧିକ ବି ଚାଲିଯାଏ ତେବେ ତାଙ୍କ ଜୀବନ ବି-ପ-ଦ-ରେ ପଡିଯାଏ । ତେଣୁ ସାପ ଧରାଳି ଜଣକ ସାପକୁ ଉଦ୍ଧାର କରିବା ସହ କିଛି ଅମୂଲ୍ୟ ଜୀବନ ମଧ୍ୟ ବଞ୍ଚାଇଥିଲେ କହିଲେ ଅତ୍ଯୁକ୍ତି ହେବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।