ଦେଖନ୍ତୁ ଭିଡିଓ – ବସ ଉପରେ ହୋଇଥିବା ଆକ୍ରମଣର କିଛି ସମୟ ପୂର୍ବରୁ ହିଁ ସହିଦ ଯବାନ କରିଥିଲେ ଏହି ଭିଡିଓକୁ, କହିବାକୁ ଚାହୁଁଥିଲେ ସ୍ତ୍ରୀଙ୍କୁ ଏହି କଥା

ପୁଲୱାମାରେ ଆତଙ୍କବାଦୀଙ୍କର ଆକ୍ରମଣରେ ସିଆରପିଏଫଙ୍କର ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣ ସେହି ସମୟରେ ହୋଇଥିଲା ଯେତେବେଳ ଯବାନମାନଙ୍କର ଗାଡି ଡିପ୍ଲଯମେଂଟ ପାଇଁ ବେସ କ୍ୟାମ୍ପ ଯାଉଥିଲା । ବର୍ତ୍ତମାନ ହିଁ ସହିଦ ହୋଇଥିବା ଏକ ଯବାନଙ୍କର ଭିଡିଓ ସାମନାକୁ ଆସିଛି । କହି ଦେଉଛୁ ଯେ ସହିଦ ହୋଇଥିବା ଯବାନମାନଙ୍କ ମଧ୍ୟରେ ଅମୃତସର ପଞ୍ଜାବର ରହୁଥିବା ସୁଖଜିଂଦର ସିଂହ ବି ଥିଲେ ।

ସୁଖଜିଂଦର ସିଂହ ଏହି ଭିଡିଓ ସେହି ବସରେ କରିଥିଲେ ଯେଉଁ ବସରେ ବସି କରିଥିଲେ ଯେଉଁ ବସକୁ ଆତଙ୍କିମାନେ ଆକ୍ରମଣ କରିଥିଲେ । ଏହି ଭିଡିଓ କରି ସେ ତାଙ୍କର ପତ୍ନୀଙ୍କୁ ୱାଟସଏପରେ ପଠାଇ ଥିଲେ । ସେ ନିଜର ପତ୍ନୀଙ୍କୁ ଏହି ଭିଡିଓ ଜରିଆରେ ଗୋଟିଏ କଥା କହିବାକୁ ଚାହୁଁଥିଲେ । କିନ୍ତୁ କିଛି ସମୟ ପରେ ହିଁ ଏହି ବସ ଉପରେ ଆତଙ୍କିମାନେ ଆକ୍ରମଣ କରିଦେଇଥିଲେ।

ଭିଡିଓରେ ପତ୍ନୀଙ୍କୁ ଦେଖାଇଥିଲେ ଘାଟିର ସୁନ୍ଦର ନଜାରା

ଏହି ଭିଡିଓ ସୁଖଜିଂଦର ସିଂହ ସେହି ବସରେ ବସି କରିଥିଲେ ଯେଉଁଠି ସହିଦ ହୋଇଥିବା ସିଆରପିଏଫ ଯବାନମାନେ ବସି ଥିଲେ । ଏହି ଭିଡିଓ ୧ ମିନିଟ ୬ ସେକେଣ୍ଡର ଅଟେ । ଏହି ଭିଡିଓକୁ ଦେଖିବାର କିଛି ସମୟ ପରେ ହିଁ ଘର ଲୋକମାନଙ୍କୁ ସହିଦ ହେବାର ଖବର ଆସିଥିଲା । ଯାହାକୁ ଶୁଣି ତାଙ୍କର ପତ୍ନୀ ବେହୋଶ ହୋଇଗଲେ । ତାଙ୍କୁ ହସ୍ପିଟାଲରେ ଏଡମିଟ କରିବାକୁ ପଡିଲା ।

ଭିଡିଓରେ ଯବାନ ନିଜର ପତ୍ନୀଙ୍କୁ ଘାଟିର ସୁନ୍ଦରତାକୁ ଦେଖାଇବାକୁ ଚାହୁଁଥିଲେ । ଏହା ସହିତ ସେ ସେହି ଭିଡିଓରେ କଥାବାର୍ତ୍ତା ବି କରୁଥିଲେ ।

ପତ୍ନୀଙ୍କୁ କହିବାକୁ ଚାହୁଁଥିଲେ ଏହି କଥା

ଏହି ଭିଡିଓ ଜରିଆରେ ଯବାନ ସୁଖୱିଂଦର ସିଂହଙ୍କର ପତ୍ନୀକୁ ଏହା କହିବାକୁ ଚାହୁଁଥିଲେ କି ସେ ସଠିକ ଭବାରେ ଡ୍ଯୂଟୀରେ ପହଞ୍ଚି ଯାଇଛନ୍ତି । କିନ୍ତୁ ତାଙ୍କୁ କଣ ଜଣା ଥିଲା କି ଏହା ତାଙ୍କ ଜୀବନର ଶେଷ ଭିଡିଓ ଅଟେ । ଏବଂ ସେ ଆଉ କେବେ ବି ନିଜର ଡ୍ଯୂଟୀକୁ ପହଞ୍ଚି ପାରିବେ ନାହିଁ ।

ଏମିତି ହୋଇଥିଲା ଆକ୍ରମଣ

କହିଦେଉଛୁ ଯେ ଆତଙ୍କବାଦୀମାନେ ବିସ୍ଫୋଟକକୁ ଗୋଟିଏ ଗାଡିରେ ନେଇ ସିଆରପିଏଫ ଯବାନମାନଙ୍କର ଗାଡିରେ ଯାଇ ଧକା ମାରିଥିଲେ । ଧମକା ଏତେ ଜବରଦସ୍ତ ଥିଲା କି ଏହାର ଆବାଜ ପୁରା ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଧମାକା ପରେ ଆତଙ୍କିମାନେ ସିଆରପିଏଫଙ୍କ ଉପରେ ତାବଡତୋଡ ଫାଇରିଙ୍ଗ ବି କରିଥିଲେ ।

ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।