ବସ୍ ଓ ଡମ୍ପର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, CCTV ରେ କଏଦ ହେଲା ଏମିତି ଭୟଙ୍କର ଆକ୍ସିଡେଣ୍ଟ ଦେଖିଲେ ଦେହ ଥରି ଉଠିବ, ଦେଖନ୍ତୁ Video

ସାମାନ୍ଯ ଅସାବଧାନତା ହେତୁ ବା ଅଧିକ ବେଗରେ ଗାଡି ଚଳାଇବା ହେତୁ ପ୍ରତିଦିନ ସଡକ ଦୁ-ର୍ଘ-ଟ-ଣା-ରେ ଅନେକ ଲୋକ ପ୍ରା-ଣ ହ-ରା-ଇ-ଥା-ନ୍ତି । ଗାଡି ଚଳାଇବା ବେଳେ ଅନ୍ଯମନସ୍କ ହେବା ହେତୁ ବା ବେପରୁଆ ଗାଡି ଚଳାଇବା ଯୋଗୁଁ ନିଜ ସହ ଅନେକ ଲୋକଙ୍କ ଜୀବନ ବି-ପ-ଦ-ରେ ପଡିଯାଏ । ଏପରି ଏକ ଘ-ଟ-ଣା ଏବେ ମୁମ୍ବାଇରେ ଦେଖିବାକୁ ମିଳିଛି । ସଡକ ଦୁ-ର୍ଘ-ଟ-ଣା ସମୟର ଏହି ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି ।

ଦୁ-ର୍ଘ-ଟ-ଣା ସମୟର ଏହି ଭି-ଡି-ଓଟି ସେଠାକାର ସି-ସି-ଟି-ଭି କ୍ୟା-ମେ-ରା-ରେ କଏଦ ହୋଇ ଯାଇଥିଲା । ଯାହାର କ୍ଲିପ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭି-ଡି-ଓ-ରେ ଗୋଟିଏ ଡମ୍ପର ଟ୍ରକକୁ ପଛ ଆଡୁ ଧ-କ୍କା ଦେଉଛି ଗୋଟିଏ ହଳଦି ରଙ୍ଗର ବସ୍ । ଦୁ-ର୍ଘ-ଟ-ଣା ସମୟର ଏହି ଭି-ଡି-ଓ ଦେଖିବା ଲୋକେ ଅବାକ ହୋଇ ଯାଉଛନ୍ତି । ବସ୍ ଟି ପଛରୁ ଆସି ଟ୍ରକ ସହ ଧ-କ୍କା ଦେବା ଫଳରେ ଖୁବ ଜୋରରେ ଶବ୍ଦ ହୋଇଥିଲା ଓ ବସ୍ ର ଅଗ୍ରଭାଗ ମଧ୍ୟ ଭା-ଙ୍ଗି ଯାଇଥିଲା ।

ତେବେ ଏହି ଦୁ-ର୍ଘ-ଟ-ଣା-ରେ ପ୍ରାୟ ଆଠ ଜଣ ବ୍ୟକ୍ତି ଆ-ହ-ତ ହୋଇଥିବା ଜଣାପଡିଛି । ଏହି ଦୁ-ର୍ଘ-ଟ-ଣା-ରେ ଡ୍ରାଇଭର ଓ କଣ୍ଡକ୍ଟର ମଧ୍ୟ ଗମ୍ଭୀର ଭାବେ ଆ-ହ-ତ ହୋଇଛନ୍ତି ବୋଲି ସୂଚନା ମିଳିଛି । ବସ୍ ଟି ଫିଦୋନୀରୁ ମରୋଲ ଯାଉଥିବା ବେଳେ ଏହି ଦୁ-ର୍ଘ-ଟ-ଣା ଘ-ଟି-ଥି-ଲା । ବସ୍ ଟି ତୀବ୍ର ଗତିରେ ଆସି ଟ୍ରକରେ ପିଟି ହେଉଥିବାର ସି-ସି-ଟି-ଭି ଫୁ-ଟେ-ଜ-ରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ବସ୍ ର ଜଣେ ବସ୍ ଡୋର୍ ନିକଟରେ ଠିଆ ହୋଇଥିଲେ । ଯାହାଫଳରେ ଧ-କ୍କା ହେବା ଯୋଗୁଁ ସେ ତୁରନ୍ତ ରାସ୍ତାକୁ ଛି-ଟି-କି ପଡିଥିଲେ ।

ଏହି ଦୁ-ର୍ଘ-ଟ-ଣା-ରେ ଆ-ହ-ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ସିଭିକ ରନ୍ ସିଓନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଛି । ଦୁ-ର୍ଘ-ଟ-ଣା ଘ-ଟି-ବା ବେଳେ ବସ୍ ର ସାମାନ୍ଯ ଆଗରେ ଗୋଟିଏ ଲାଲ ରଙ୍ଗର କାର୍ ମଧ୍ୟ ଥିଲା । ସୌଭାଗ୍ୟବଶତଃ ସମୟ ଥାଉ ଥାଉ କାର୍ ଟି ଆଗକୁ ପଳାଇ ଆସିଥିଲା । ଯାହାଫଳରେ ଏହି ଦୁ-ର୍ଘ-ଟ-ଣା-ରୁ କାର୍ ରେ ଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।