T-20 ମ୍ଯାଚରେ ପାକିସ୍ତାନ ଜିତିବା ପରେ ଖୁସି ହୋଇ ଷ୍ଟାଟସ୍ ଲଗାଇଲେ ସ୍କୁଲ ଶିକ୍ଷୟତ୍ରୀ, ନୋଟିସ ଜାରି କରି ସ୍କୁଲ ଯାହା ପଦକ୍ଷେପ ନେଲା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ଚଳିତ ଟି-୨୦ ବିଶ୍ଵକପର ପ୍ରଥମ ମ୍ଯାଚରେ ଭାରତ ପାକିସ୍ତାନ ଠାରୁ ପ-ରା-ସ୍ତ ହେବା ପରେ ଏହାକୁ ନେଇ ସାରା ଦେଶରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ମଧ୍ୟରେ ପାକିସ୍ତାନ ଜିତିବାର ଖୁସି ମନାଇଥିଲେ ଜଣେ ସ୍କୁଲ ଶିକ୍ଷୟତ୍ରୀ । ଆଉ ଏବେ ଚାକିରିରୁ ବ-ର-ଖା-ସ୍ତ ହେଲେ । ରାଜସ୍ଥାନର ଜୟପୁରରୁ ଏପରି ଏକ ଚିତ୍ର ସାମନାକୁ ଆସିଛି, ଯାହାକୁନେଇ ଚର୍ଚ୍ଚା ଜୋର ଧରିଛି । ଭାରତ ପରାଜୟ ହେବା ପରେ ସାରା ଦେଶର କ୍ରିକେଟ ପ୍ରେମୀ ଏହାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ।

ତେବେ କେବଳ ଏତିକି ନୁହେଁ ଜାମୁକାଶ୍ମୀରରେ କିଛି ଲୋକ ବା-ଣ ମଧ୍ୟ ଫୁ-ଟା-ଇ-ଥି-ଲେ । ଯାହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାସହ ପଞ୍ଜାବରେ ମଧ୍ୟ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦିଆ ଯାଇଥିଲା । ଆଉ ବର୍ତ୍ତମାନ ସମୟରେ ରାଜସ୍ଥାନର ଉଦୟପୁରରୁ ଏପରି ଏକ ଘ-ଟ-ଣା ସାମନାକୁ ଆସିଛି ଯେଉଁଠାରେ ନିରଜା ମୋଦି ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷୟତ୍ରୀ ନଫିସା ଅଟାରୀ ପାକିସ୍ତାନକୁ ସମର୍ଥନ କରିଥିବାରୁ ଚାକିରିରୁ ବ-ର-ଖା-ସ୍ତ ହୋଇଛନ୍ତି ।

ସୋ-ସି-ଆ-ଲ ମି -ଡି- ଆ- ରେ ଏକ ଟ୍ବି -ଟ ଭା-ଇ -ରା -ଲ  ହୋଇଥିଲା । ଯେଉଁଠାରେ କୁହା ଯାଇଥିଲା ଉଦୟ ନିରଜା ମୋଦି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷୟତ୍ରୀ ନଫିସା ଅଟାରୀ କହିଥିଲେ, ‘ଯଦି ପାକିସ୍ତାନ ଏହି ମ୍ଯାଚ ଜିତେ ତେବେ ପାକିସ୍ତାନକୁ ସମର୍ଥନ କରୁଥିବା ଲୋକେ ଖୁବ ଖୁସି ହୋଇଯିବେ ।’ ଏହାସହ ପାକିସ୍ତାନ ଖେଳାଳିଙ୍କ ଏକ ଫଟୋ ଶେ-ୟା-ର କରି ‘ଆମେ ଜିତିଗଲୁ’ ବୋଲି ଲେଖିଥିଲେ ।

ଯାହାକି କ୍ଷଣକ ମଧ୍ୟରେ ସୋ-ସି-ଆ-ଲ ମି-ଡି-ଆ-ରେ ଜୋରସାର ଭା-ଇ-ରା-ଲ ହୋଇଥିଲା । ମା-ମ-ଲା-ର ଗମ୍ଭୀରତକୁ ଦୃଷ୍ଟିରେ ରଖି ସ୍କୁଲ କତ୍ତୃପକ୍ଷ ତାଙ୍କୁ ଚାକିରିରୁ ବିଦା କରି ଦେଇଛନ୍ତି । ଏହାସହ ସ୍କୁଲ କତ୍ତୃପକ୍ଷ ଏକ ପ୍ରେସ ରିଲିଜ ମଧ୍ୟ କରିଛନ୍ତି । ଆଉ ଗ-ଣ-ମା-ଧ୍ୟ-ମ-କୁ ଜଣାଇଛନ୍ତି କି, ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ଯାଚରେ ସେ ପାକିସ୍ତାନକୁ ସମର୍ଥନ କରିଥିଲେ ଓ ଏହାସହ ଆମେ ଜିତିଗଲୁ ବୋଲି ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ଲେଖି ଦେଇଥିଲେ ।

ତେଣୁ ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ତାଙ୍କୁ ସ୍କୁଲରୁ ବ-ର-ଖା-ସ୍ତ କରିଛୁ ବୋଲି ସେମାନେ ସୂଚନା ଦେଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏନେଇ ଗ-ଣ-ମା-ଧ୍ୟ-ମ-କୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ନଫିସା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।