ଗୋଡ଼ ଧରି ଭୁଲ୍ ମାଗିଲେ ବୃଦ୍ଧ ଦୋକାନୀ, ତଥାପି ତରଳିଲା ନାହିଁ ପୋ-ଲି-ସ-ର ହୃଦୟ, ଏମିତି ନୃ-ଶଂ-ସ କାମ କଲା ପୋ-ଲି-ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେବା ପରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । କେବଳ ସକାଳେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି ।

ତେବେ ଏପରି ସମୟରେ ଅନେକ ଲୋକ କରୋନା ନିୟମ ଉ-ଲ୍ଲ-ଙ୍ଘ-ନ କରୁଥିବା ବେଳେ ପୋ-ଲି-ସର ହୃ-ଦ-ୟହୀ-ନ-ତା ମଧ୍ୟ ଦେଖିବାକୁ ମିଳୁଛି । ଏପରି ଏକ ଭାଇରାଲ୍ ଭିଡିଓ ଆଜି ଆମେ ଆପଣଙ୍କୁ ଦେଖାଇବୁ । ଏହି ଘଟଣାଟି ହରିୟାଣା ରାଜ୍ୟର ଜିନ୍ଦ୍ ରାଣୀ ତଲାବ୍ ପାଖରେ ଥିବା ବିକାନେର ମିଷ୍ଟାନ୍ନ ଭଣ୍ଡାରରେ ଘଟିଛି । ଭିଡ଼ିଓରେ ହରିୟାଣା ପୋ-ଲି-ସର ନିହାତି ଅ-ମା-ନ-ବୀ-ୟ ଚେହେରା ଦେଖିବାକୁ ମିଳିଛି ।

ବୃଦ୍ଧ ଦୋକାନୀ ଜଣକ ଦୋକାନ ବନ୍ଦ କରିବାକୁ ସାମାନ୍ୟ ଡେରି କରି ଦେଇଥିଲେ । ସେହି ସମୟରେ ସେଠାରେ ପହଞ୍ଚିଥିଲା ହରିୟାଣା ପୋ-ଲି-ସ ଓ ତାଙ୍କୁ ତୁରନ୍ତ ଦୋକାନ ବନ୍ଦ କରିବାକୁ କହିଥିଲା । ବୃଦ୍ଧ ଦୋକାନୀ ଜଣକ ଅନୁରୋଧ କରିଥିଲେ କି ବାହାରେ ଥିବା ଅଳ୍ପ ଜିନିଷ ଦୋକାନ ଭିତରେ ରଖିବା ପାଇଁ ତାଙ୍କୁ ଅଳ୍ପ ସମୟ ଦିଅନ୍ତୁ ବୋଲି ।

କିନ୍ତୁ ପୋ-ଲି-ସ ଅଧିକାରୀ ମାନେ ତାଙ୍କ ଗୁହାରି ନ ଶୁଣି ସେପରି ଅବସ୍ଥାରେ ହିଁ ତାଙ୍କ ଦୋକାନ ବନ୍ଦ କରିବାକୁ ଆଦେଶ ଦେଇଥିଲେ । ବୃଦ୍ଧ ଦୋକାନୀ ଅନେକ ଆକୁଳ ବିକଳ ହୋଇ ନିବେଦନ କରି ଚାଲିଥିଲେ, ପୋ-ଲି-ସ ଅଧିକାରୀ ଙ୍କ ଗୋଡ଼ ମଧ୍ୟ ଧରି ପକାଇଥିଲେ, ହାତ ଯୋଡ଼ି ଅନେକ ଗୁହାରି କରିଥିଲେ ମାତ୍ର ତଥାପି ତାଙ୍କର କୌଣସି କଥା ଶୁଣି ନ ଥିଲା ହୃ-ଦ-ୟ-ହୀ-ନ ପୋ-ଲି-ସ ।

ଜଣେ ବୃଦ୍ଧ ଙ୍କ ସହ ଏପରି ଅ-ଭ-ଦ୍ର ବ୍ୟବହାର କରିଥିଲା ହରିୟାଣା ପୋ-ଲି-ସ । ବୃଦ୍ଧ ଜଣକ ହାତ ଯୋଡ଼ି, ପୋ-ଲି-ସ ଗୋଡ଼ ଧରି ଭୁଲ୍ ହୋଇଛି ଏବଂ ସେ ଆଗକୁ ଏପରି କରିବେ ନାହିଁ ବୋଲି ଯେତେ କହି ଚାଲିଥିଲେ ମଧ୍ୟ ତାଙ୍କର କିଛି କଥାକୁ ଶୁଣିବାକୁ ନାରାଜ ଥିଲା ପୋ-ଲି-ସ । ତାଙ୍କୁ ଶୀଘ୍ର ଦୋକାନ ତାଲା ପକାଇବା ପାଇଁ ବାଧ୍ୟ କରିଥିଲେ । ବୃଦ୍ଧ ଦୋକାନୀ ତାଲା ପକାଇ ଦେଇଥିଲେ ମଧ୍ୟ ତାଙ୍କୁ ପୋ-ଲି-ସ ଗାଡିରେ ବସିବା ପାଇଁ ପୋ-ଲି-ସ କହିଥିଲା ।

ବୃଦ୍ଧ ଜଣକ ଯେତେ ଆକୁଳ ନିବେଦନ ଓ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ସେ ସବୁକୁ ଅଣଦେଖା କରିଥିଲା ପୋ-ଲି-ସ । ଶେଷରେ ବୃଦ୍ଧଙ୍କୁ ଜବରଦସ୍ତି ଗାଡିରେ ଭର୍ତ୍ତି କରି ଥା-ନା ନେଇ ଯାଇଥିଲା ପୋ-ଲି-ସ । ଏହି ସମ୍ପୂର୍ଣ୍ଣ ମାମଲାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି । ସମସ୍ତେ ପୋ-ଲି-ସର ଏପରି ଅ-ମା-ନ-ବୀ-ୟ କା-ଣ୍ଡକୁ ନି-ନ୍ଦା କରୁଛନ୍ତି । କଣ ଏହି ପ୍ରକାର ଲକ୍ ଡାଉନ୍ ପାଳନ କରାଇବ ହରିୟାଣା ପୋ-ଲି-ସ ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ