ବିବାହ ପୂର୍ବରୁ କନ୍ୟା ବେଶରେ ଜିମ୍ ପହଞ୍ଚିଲେ ଯୁବତୀ, ଦେଖାଇଲେ ଏମିତି କାରନାମା ସମସ୍ତେ ହେଇଗଲେ କାବା, ଦେଖନ୍ତୁ video

ଆଜିର ଜମାନାରେ ପ୍ରାୟ ସମସ୍ତେ ଫିଟନେସ ଫ୍ରେକ ହେଉଛନ୍ତି । ଆଉ ଫିଟ୍ ରହିବାକୁ ଲୋକେ ଜିମ୍ ଯିବାକୁ ଅଧିକ ପସନ୍ଦ କରୁଛନ୍ତି । ପୁରୁଷ ଓ ମହିଳା ଉଭୟ ଜିମ୍ ରେ ଖୁବ୍ ମେହନତ କରି ନିଜକୁ ଫିଟ୍ ମଧ୍ୟ ରଖୁଛନ୍ତି । ତେବେ ଆଜିକାଲି ଦୁନିଆରେ ଯେତେ ପ୍ରକାରର ରୋଗ ସବୁ ବାହାରୁଛି ଓ ଜଙ୍କ ଫୁଡ୍ ଖାଇ ଲୋକ ଯେପରି ଭାବେ ମୋଟାପଣର ଶି-କା-ର ହେଉଛନ୍ତି ଏପରି ସ୍ଥଳେ ଜିମ୍ ରେ ଯାଇ ପ୍ରତିଦିନ ବ୍ୟାୟାମ କରିବା ଖୁବ୍ ଭଲ କଥା ଅଟେ ।

କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି କି କେହି ବର କିମ୍ବା କନ୍ୟା ବେଶରେ ସଜ ହୋଇ ଜିମ୍ ରେ ଏକ୍ସରସାଇଜ କରୁଥିବାର ? ଶୁଣିବାକୁ ଅଜବ ଲାଗୁଥିଲେ ବି ଆଜି ଆମେ ଆପଣଙ୍କୁ ଏହିପରି ଏକ ଘ-ଟ-ଣା-ର ସମ୍ବନ୍ଧରେ କହିବାକୁ ଯାଉଛୁ । ବାହାଘର ପୂର୍ବରୁ କନ୍ୟା ଜଣକ ପହଞ୍ଚିଥିଲେ ଜିମ୍ ରେ । ଆଉ ତ’ପରେ ଯାହା ସବୁ ଘ-ଟି-ଲା ଦେଖିବା ଲୋକ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଜିମ୍ ରେ କନ୍ୟା ବେଶରେ ଜଣେ ଯୁବତୀଙ୍କୁ ଦେଖି ସେଠାରେ ଥିବା ବଡିବିଲ୍ଡର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ କଥାଟି ହେଉଛି କନ୍ୟା ଜଣକ ସେଟାକୁ ପ୍ରି ୱେଡିଙ୍ଗ ଫଟୋଶୁଟ ପାଇଁ ଯାଇଥିଲେ । ଫଟୋଗ୍ରାଫର ବିଭିନ୍ନ ଆଙ୍ଗେଲରୁ ଫଟୋ ଉଠାଇ ଚାଲିଥିଲେ ଆଉ କନ୍ୟା ଜଣକ ପୋଜ ଦେଇ ଚାଲିଥିଲେ । ଆଜିକାଲି ପ୍ରି ୱେଡିଙ୍ଗ ଫଟୋଶୁଟ ଏକ ଫ୍ୟାଶନ ପାଲଟି ଗଲାଣି । ବାହାଘର ପୂର୍ବରୁ ବର ଏବଂ କନ୍ୟା ତାଙ୍କର କିଛି ସ୍ମରଣୀୟ ମୂହୁର୍ତ୍ତର ଫଟୋ ଏବଂ ଭିଡିଓ ବନାଇଥାନ୍ତି ।

କିନ୍ତୁ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହୋଇଥିବା ଏହି କନ୍ୟା ଜଣକ ଜିମ୍ ରେ ନିଜର ଏପରି ସ୍ଵାଗ୍ ଦେଖାଇଛନ୍ତି । ଯାହା ସମସ୍ତଙ୍କ ହୋସ୍ ଉଡେଇ ଦେଇଛି । ବିବାହ ପୂର୍ବରୁ କନ୍ୟା ଜଣକ ଜିମ୍ ରେ ପହଞ୍ଚି ଡମ୍ବଲ୍ସ ଧରି ବାଇସେପ୍, ଟ୍ରାଇସେପ୍ ଏବଂ ଇନକ୍ଲାଇନ ଚେଷ୍ଟପ୍ରେସ୍ ମା-ରି ଡୋଲେ ସୋଲେ ଦେଖାଇ ଫଟୋଶୁଟ କରୁଥିବାର ନଜର ଆସିଥିଲେ ।

ଦେହରେ ନାଲି ଶାଢୀ, ହାତରେ ଚୁଡି ଓ ମଠାରେ ସିନ୍ଥି ପିନ୍ଧି ପୁରା କନ୍ୟା ବେଶରେ ପାଖାପାଖି ୩୫ କେଜିର ଡମ୍ବଲ୍ସ ଧରି  ସେ ଚେଷ୍ଟପ୍ରେସ ଏବଂ ୱାର୍କଆଉଟ କରିଥିଲେ । ଯାହା ସେଠାରେ ଥିବା ବଡିବିଲ୍ଡରଙ୍କ ସମେତ ଏହି ଭି-ଡି-ଓ ଦେଖୁଥିବା ପ୍ରତ୍ଯେକ ବ୍ୟକ୍ତିଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରି ଦେଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।