Boudh ମହାନଦୀ ପୋଲରେ ନିଖୋଜ ମହିଳାଙ୍କ ମିଳୁନି ଖୋଜ ଖବର, ଦେଖନ୍ତୁ ODRAF, FIRE ଓ NAC ଟିମ୍ କିପରି ଜାରି ରଖିଛନ୍ତି ଉଦ୍ଧାର କାର୍ଯ୍ୟ

ଗତକାଲି ବୌଦ୍ଧ ମହାନଦୀ ପୋଲ ଉପରେ ଦୁଇ ବାଇକ ଆରୋହୀଙ୍କୁ ପଛ ପଟୁ ଧ-କ୍କା ଦେଇଥିଲା ଗୋଟିଏ କାର । ଏହି ଦୁ-ର୍ଘ-ଟ-ଣା-ରେ ବାଇକ ଚାଳକଙ୍କ ଘ-ଟ-ଣା-ସ୍ଥ-ଳ-ରେ ମୃ-ତ୍ୟୁ ହୋଇଥିବା ବେଳେ ତାଙ୍କ ପଛରେ ବସିଥିବା ମହିଳା ଜଣକ ନି-ଖୋ-ଜ ଅଛନ୍ତି । ତେବେ ମହିଳା ଜଣକ ଦୁ-ର୍ଘ-ଟ-ଣା-ରେ ବାଇକରୁ ନଦୀ ମଧ୍ୟକୁ ଛି-ଟି-କି ପ-ଡି-ଥି-ବା ନେଇ ସ-ନ୍ଦେ-ହ କରାଯାଉଛି । କିନ୍ତୁ ବୌଦ୍ଧ ମହାନଦୀ ପୋଲ ଉପରୁ ନି-ଖୋ-ଜ ମହିଳାଙ୍କ ପତ୍ତା ଏ ଯାଏଁ ମିଳି ପାରିନାହିଁ ।

ସକାଳୁ ନି-ଖୋ-ଜ ମହିଳାଙ୍କୁ ଠାବ କରିବା ପାଇଁ ସକାଳୁ ମହାନଦୀରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଖୋଜାଖୋଜି ଅପରେସନ ଜାରି ରଖିଛନ୍ତି । ତେବେ କାର ଧ-କ୍କା ଦେବାରୁ ଘ-ଟ-ଣା-ସ୍ଥ-ଳ-ରେ ବାଇକ ଆରୋହୀଙ୍କ ମୃ-ତ୍ୟୁ ହୋଇଥିଲା ଓ ବାଇକର ପଛ ସିଟ୍ ରେ ବସିଥିବା ମହିଳା ଜଣକ ନି-ଖୋ-ଜ ହୋଇ ଯାଇଥିଲେ । ଦୁ-ର୍ଘ-ଟ-ଣା ଯୋଗୁଁ ମହିଳା ଜଣକ ମହାନଦୀ ଭିତରକୁ ଛି-ଟି-କି ପଡିଥିଲେ ବୋଲି ଅନୁମାନ କରାଯାଉଛି । ତେବେ ନି-ଖୋ-ଜ ମହିଳା ଜଣକ ଅନୁଗୁଳ ଆଠମଲ୍ଲିକ ବ୍ଲକ କମ୍ବଲା ଅଞ୍ଚଳର ପ୍ରତିମା ସାହୁ ବୋଲି ସୂଚନା ମିଳିଛି ।

ପ୍ରତିମା ସ୍ଵାମୀ ବୈଦ୍ୟନାଥ ଏବଂ ତାଙ୍କ ଡ୍ରାଇଭର ଟୁନା ବାରିକ ଏକ ପାରିବାରିକ କାମରେ ଯୋଗ ଦେବାକୁ କମ୍ବଲା ଯାଇଥିଲେ । ସ୍ଵାମୀଙ୍କର କିଛି କାମ ଥିବାରୁ ସେ ଗାଁ ରେ ଅଟକି ଯାଇଥିଲେ ଓ ମହିଳା ଏବଂ ତାଙ୍କ ଡ୍ରାଇଭର ବାଇକରେ ଫେରିଥିଲେ । ମହାନଦୀ ପୋଲ ଉପରେ ତାଙ୍କୁ ଗୋଟିଏ କର ଧ-କ୍କା ଦେଇଥିଲା ଓ ସେହିଠାରେ ହିଁ ଡ୍ରାଇଭରଙ୍କ ମୃ-ତ୍ୟୁ ହୋଇଥିଲା । ତେବେ ଗତକାଲି ସନ୍ଧ୍ୟା ୭ଟା ପରେ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଆସି ସେଠାରେ ରାତି ପ୍ରାୟ ୧୧:୩୦ଟା ପର୍ଯ୍ୟନ୍ତ ସର୍ଚ ଅ-ପ-ରେ-ସ-ନ ଜାରି ରଖିଥିଲେ ।

କିନ୍ତୁ ମହିଳାଙ୍କୁ ପାଇ ନ ଥିଲେ । ଆଜି ମଧ୍ୟ ସକାଳ ୭ଟା ରୁ ଆସି ମହାନଦୀରେ ମହିଳାଙ୍କ ଉ-ଦ୍ଧା-ର କା-ର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସଫଳ ହୋଇ ପାରି ନାହାନ୍ତି । ଏହି ଉ-ଦ୍ଧା-ର କା-ର୍ଯ୍ୟ-ରେ ଓଡ୍ରାଫର ଗୋଟିଏ ବୋଟ, ଅଗ୍ନିଶମ ବିଭାଗର ଗୋଟିଏ ବୋଟ, ଏନଏସି ର ଗୋଟିଏ ବୋଟ ଓ ୪ ଟି ଦେଶୀ ଡଙ୍ଗା ମଧ୍ୟ ଲାଗି ପଡିଛନ୍ତି ।

କିନ୍ତୁ ଏବେ ଯାଏଁ ସେମାନେ ମହିଳାଙ୍କୁ ଖୋଜି ପାଇବାରେ ସଫଳ ହୋଇ ନାହାନ୍ତି ଓ ଅପରେସନ ଜାରି ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।