ବଲିଉଡ ରେ ଏହି 4ଟି ସୁନ୍ଦର ଅଭିନେତ୍ରୀ ଏବେ ଯାଏ ଅଛନ୍ତି କୁଆଁରୀ, ନଂ 3 ସହିତ ବାହାହେବା ପାଇଁ ଆଜିବି ପାଗଳ ପୁଅମାନେ

ବଲୀଉଡରେ ବହୁତ ସୁନ୍ଦର ଅଭିନେତ୍ରୀ ମାନେ କାମ କରନ୍ତି । ସେମାନେ ନିଜର ଅଭିନୟ ଏବଂ ସୁନ୍ଦରତା ପାଇଁ ଲୋକମାନଙ୍କୁ ନିଜର ଦିବାନା କରି ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ବଲୀଉଡ ର ଏମିତି ୪ ଟି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁ ମାନେ ସୁନ୍ଦର ହେବା ସଙ୍ଗେ ସଙ୍ଗେ କୁଆଁରୀ ମଧ୍ୟ ଅଛନ୍ତି । ଏବଂ ଦୁନିଆ ସାରା ଏମାନଙ୍କ ଲକ୍ଷ ଲକ୍ଷ ଦିବାନା ଅଛନ୍ତି ।

ସୋନାକ୍ଷୀ ସିନ୍ହା

ସୋନାକ୍ଷୀ ସିନ୍ହା ବଲୀଉଡ ଆକ୍ସନ ଫିଲ୍ମ ଦବଙ୍ଗ (୨୦୧୦) ରୁ ନିଜର ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ । ପ୍ରଥମ ଫିଲ୍ମ ସୁପର ଷ୍ଟାର ସଲମାନ ଖାନ ସହ କରିଥିଲେ । ସୋନାକ୍ଷୀ ଶତ୍ରୁଘ୍ନ ସିନ୍ହାଙ୍କ ଝିଅ ଅଟନ୍ତି । ବଲୀଉଡ ର ଦବଙ୍ଗ ଗର୍ଲ କୁହାଯାଉଥିବା ସୋନାକ୍ଷୀ ସିନ୍ହାଙ୍କର ଏବେ ବିବାହର ବୟସ ହୋଇଗଲାଣି । ଆଜି ସେ ୩୧ ବର୍ଷ ରେ ବାହା ହେବା ପାଇଁ ଚିନ୍ତା ନକରି ନିଜ କ୍ଯାରିୟର ବଞ୍ଚେଇବାକୁ ଲାଗିଛନ୍ତି ।

ଶ୍ରଦ୍ଧା କପୂର

ଶ୍ରଦ୍ଧା କପୂର ନିଜର ଅଭିନୟ କ୍ଯାରିୟର ‘ତୀନ ପତି’ ଫିଲ୍ମ ରୁ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ତାଙ୍କର ତୃତୀୟ ଫିଲ୍ମ ‘ଆସିକି 2’ ତାଙ୍କୁ ଫିଲ୍ମ ଜଗତରେ ପରିଚୟ ଦେଇଥିଲା । ଆଜି ସେ ୩୧ ବର୍ଷ ର ଅଟନ୍ତି, କିନ୍ତୁ ବାହାଘର ର ଚିନ୍ତା ଛାଡି ଫିଲ୍ମ ଜଗତରେ ନିଜର ନାଁ ବନେଇବାରେ ବ୍ୟସ୍ତ ଅଛନ୍ତି ।

କୈଟରିନା କୈଫ

କୈଟରିନା କୈଫ ନିଜର ଫିଲ୍ମ କ୍ଯାରିୟର ବଲୀଉଡ ର ଫିଲ୍ମ “ବୁମ” ରୁ ଆରମ୍ଭ କରିଥିଲେ । ତାଙ୍କୁ ତାଙ୍କର ଆରମ୍ଭ ଦିନରୁ ସେମିତି କିଛି ଭଲ ସଫଳତା ମିଳି ନଥିଲା । କିନ୍ତୁ ନିଜର ପ୍ରଥମ ଫିଲ୍ମ ଏମିତି ହବ ଏବଂ ଏହା ପରେ ସେ ଏତେ ବଡ ଷ୍ଟାର ହୋଇଯିବେ ଏହା କେହି କେବେ ଭାବି ନଥିଲେ । ତାଙ୍କର ସୁନ୍ଦରତା ଏବଂ ଅଭିନୟ ର ଚର୍ଚା ପୁରା ବଲୀଉଡ କରୁଛି । କିନ୍ତୁ ସେ ଏବେବି କୁଆଁରୀ ଅଛନ୍ତି ।

ଆଲିୟା ଭଟ୍ଟ

ଆଲିୟା ଭଟ୍ଟ ବଲୀଉଡ କୁ ଭଳି ଠୁ ଭଳି ଭଲ ଫିଲ୍ମ ଦେଇଛନ୍ତି । ଆଲିୟା ଭଟ୍ଟ ନିଜ ଫିଲ୍ମ କ୍ଯାରିୟର ର ଆରମ୍ଭ ‘ସ୍ଟୂଡେଂଟ ଫ ଦ ଈୟର’ ରୁ କରିଥିଲେ । ଆଲିୟା ବହୁତ ସୁନ୍ଦର ଦେଖାଯାନ୍ତି । ଆଲିୟା ଏବେ ଅବିବାହିତ ଅଛନ୍ତି ଓ ତାଙ୍କର ବହୁତ ଦିବନା ମଧ୍ୟ ଅଛନ୍ତି ଯେଉଁ ମାନେ ତାଙ୍କୁ ବିବାହ କରିବାକୁ ଚାହାନ୍ତି।