“ସେ ଝିଅ ଧନ୍ଦା କରେ, ସେ କଣ ମୋ ସମାସ୍କନ୍ଧ ?” ପୋଲିସ ଅଟକ ରଖିବା ପରେ ନିଜ ସଫେଇ ରେ କିଛି ଏମିତି କହିଲେ ଆକ୍ଟର Bobby Mishra, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଓଡ଼ିଆ ଅଭିନେତା ବବି ମିଶ୍ର ଙ୍କୁ ନିଶ୍ଚିତ ଜାଣିଥିବେ ସେ ନିଜର କ୍ୟାରିଆର ଆଲବମ ରୁ ଆରମ୍ଭ କରିଥିଲେ ତାଙ୍କ ର ଚୁଲବୁଲ ଅନ୍ଦାଜ ଲୋକ ମାନଙ୍କୁ ବହୁତ ପସନ୍ଦ ଆସେ ତେବେ ସେ ଆଲବମ ଛାଡି ସିନେମା ଜଗତରେ ପାଦ ରଖିଥିଲେ ଏବଂ ସେଠାରେ ସେ ଖଳନାୟକ ଭୂମିକା ରେ ଦେଖା ଦେଲେ ତେବେ ଲୋକମାନେ ତାଙ୍କୁ ସେହି ରୂପ ରେ ମଧ୍ୟ ବହୁତ ପସନ୍ଦ କରିଥିଲେ ତେବେ ସେ ଅନେକ ସିନେମା ରେ କାମ କରିଛନ୍ତି ।

ତେବେ କିଛିଦିନ ପୂର୍ବରୁ ତାଙ୍କର ସ୍ତ୍ରୀ ଙ୍କ ସହିତ କିଛି ମତାନ୍ତର ହୋଇ ଥିବା ଯୋଗୁଁ କଥା ଛାଡପତ୍ର ପର୍ଯ୍ୟନ୍ତ ଆସି ଯାଇଥିଲା ତେବେ ଏହି ଖବର ବହୁତ ଚର୍ଚ୍ଚା ରେ ମଧ୍ୟ ଥିଲା । ତେବେ ଫୁଣି ଥରେ ବବି ମିଶ୍ର ଏକ ନୂଆ ଘଟଣା କୁ ନେଇ ଚର୍ଚ୍ଚା ରେ ଆସି ଯାଇଛନ୍ତି । ତେବେ ଆସନ୍ତୁ ବିସ୍ତାର ପୁର୍ବକ ଆଲୋଚନା କରି ନେବା ।

ତେବେ ଘଟଣା ଏହା କି ବବି ମିଶ୍ର ଙ୍କ ପଡୋଶୀ ଯେଉଁଠାରେ ନିଜ ଗାଡି ପାର୍କ କରନ୍ତି ସେଠାରେ ତାଙ୍କ ପଡୋଶୀ ତପି ମିଶ୍ର ଗାଡି ପାର୍କ କରେଇ ଥିଲେ ତେବେ ଏହା ପରେ ତାଙ୍କ ପଡୋଶୀ ତପି ମିଶ୍ରଙ୍କ ଗ୍ୟାରେଜ ରେ ଯାଇ ଗାଡି ରଖିଦେଇ ଥିଲେ । ତେବେ ଏହି କଥା କୁ ନେଇ ଦୁଇ ଜଣଙ୍କ ଭିତରେ ଯୁ-କ୍ତି ତ-ର୍କ ଚାଲିବା ପରେ ଏବଂ କିଛି ଧ-ମ-କ ଚ-ମ-କ ପରେ ତପି ମିଶ୍ର ବବି ମିଶ୍ର ଙ୍କ ନାମ ରେ ଥା-ନା- ରେ ଏକ ଲିଖିତ ଅ-ଭି-ଯୋ-ଗ ଦେଇଛନ୍ତି ।

ତେବେ ତପି ମିଶ୍ର ଙ୍କ କହିବା ଅନୁସାରେ ବବି ମିଶ୍ର ଏବଂ ତାଙ୍କ ଭାଇ ଜବରଦସ୍ତ ତାଙ୍କ ଗ୍ୟାରେଜ ରେ ଗାଡି ରଖିଛନ୍ତି ଏବଂ ଏହି କଥା ପାଇଁ ଯେତେବେଳେ ଯୁ-କ୍ତି-ତ-ର୍କ ଚାଲିଲା ସେତେବେଳେ ଜୀଵନ ରୁ ମା-ରି ଦେବା ଏବଂ ସିଏ ନଥିବା ବେକେ ଘର କବାଟ କୁ ଆସି ବାଡେଇ ତୋ ସ୍ୱାମୀ କୁ ମା-ରି ତୋତେ ଆଜି ବାହା ହେବା ଭଳି ଅ-ସା-ଦା-ଚ-ର-ଣ ବ୍ୟବହାର କରିଥିଲେ ତେଣୁ ସେଥିପାଇଁ ସେ ଥା-ନା- ରେ ବବି ମିଶ୍ରଙ୍କ ନାମ ରେ ଏକ ଲିଖିତ ଅ-ଭି-ଯୋ-ଗ ଦେଇଥିଲେ ।

ତେବେ ବବି ମିଶ୍ର ଏହି ସବୁ ଅଭିଯୋଗ କୁ ଖ-ଣ୍ଡ-ନ କରିଛନ୍ତି ଏବଂ ସେ କହିଛନ୍ତି କି ସେ ତପି ମିଶ୍ର ଙ୍କୁ ସାନ ଭାଇ ଏବଂ ତାଙ୍କ ସ୍ତ୍ରୀ କୁ ଭଉଣୀ ଭଳି ଦେଖେ ଏବଂ ସେ ଝିଅ ଧ-ନ୍ଦା କରି ନିଜ ଘର ଚଳାଉଛି ସେ ମୋ ସମାଜସ୍କନ୍ଧ ନୁହେଁ ତେବେ ସେ ଏତେ ତଳକୁ ଖସି ମୋ ନାମ ରେ ମିଛ ଅ-ଭି-ଯୋ-ଗ କରିବେ ବୋଲି ଆଶାକରି ନଥିଲି । ତେବେ ଏ ନେଇ ପୋଲିସ ନିଜର ତଦନ୍ତ ମଧ୍ୟ ଜାରି ରଖିଛି । ଏଥିରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ