ଦେଖନ୍ତୁ Video: ଥାନାରେ ଅଭିନେତା Bobby Mishra ଙ୍କୁ ଅଟକ ରଖିଛି ପୋଲିସ, ବବିଙ୍କ ନାଁ ରେ ଏମିତି ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ପଡୋଶୀ, ଶୁଣିଲେ ମୁଣ୍ଡରେ ହାତ ଦେବେ !

ଆଜି ଆମ୍ଭେ ଆପଣ ମାନଙ୍କୁ ପ୍ରସିଦ୍ଧ ଅଭିନେତା ବବି ମିଶ୍ର ଙ୍କ କଥା କହିବାକୁ ଯାଉଅଛୁ । ଭୁବନେଶ୍ଵର ଥାନା ରେ ପଡୋଶୀ ଙ୍କୁ ମା-ଡ ମା-ରି-ବା ସହିତ ଗା-ଳି ଗୋ-ଲ-ଚ ର ମଧ୍ୟ ଅ-ଭି-ଯୋ-ଗ ହୋଇଅଛି ପ୍ରସିଦ୍ଧ ଅଭିନେତା ବବି ମିଶ୍ର ଙ୍କ ନାମ ରେ । ବର୍ତ୍ତମାନ ଭୁବନେଶ୍ଵର ନୟାପଲ୍ଲୀ ଥାନାରେ ଅଟକ ରଖିଅଛି ପୋଲିସ । ସୂଚନା ଅନୁଯାୟୀ ଗାଡି ପାର୍କିଂ କୁ ନେଇ ବବି ମିଶ୍ର ଏବଂ ତାଙ୍କ ପଡୋଶୀ ଙ୍କ ମଧ୍ୟରେ ଝ-ଗ-ଡା ହୋଇଥିଲା । ବବିଙ୍କ ସହିତ ତାଙ୍କ ସହଯୋଗୀ ମାନେ ମଧ୍ୟ ପ୍ରତିଦିନ ଏହିଭଳି ଗ-ଣ୍ଡ-ଗୋ-ଳ କରୁଛନ୍ତି ବୋଲି ଅ-ଭି-ଯୋ-ଗ କରିଛନ୍ତି ପଡୋଶୀ ।

ଏଭଳି କି ଅଭିଯୋଗ କଲେ ଜୀବନରୁ ମା-ରି-ଦେ-ବା-ର ଧ-ମ-କ ମଧ୍ୟ ଦେଇଛନ୍ତି ବବି ମିଶ୍ର । ବବି ମିଶ୍ର ଗୁ-ଣ୍ଡା, ଡ-କା-ୟ-ତ କରୁଥିବାର କଲୋନୀ ରେ ଅ-ଭି-ଯୋ-ଗ ହୋଇଅଛି । ସୂଚନା ଅନୁଯାୟୀ ଗତକାଲି ବବି ମିଶ୍ରଙ୍କ ପଡୋଶୀ ମହିଳା ଓ ବବି ମିଶ୍ରଙ୍କ ମଧ୍ୟରେ ଗାଡି ପାର୍କିଂକୁ ନେଇ ଗ-ଣ୍ଡ-ଗୋ-ଳ ହୋଇଥିଲା । ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କ-ଟା-କ-ଟି ହେବା ସହ ମହିଳାଙ୍କୁ ଅ-ସ-ଭ୍ୟ ଭା-ଷା-ରେ ଗା-ଳି-ଗୁ-ଲ-ଜ କରିଥିଲେ ଅଭିନେତା ବବି ମିଶ୍ର । ଏହା ସହ ଏନେଇ କୌଣସି ଅ-ଭି-ଯୋ-ଗ କଲେ ତାଙ୍କୁ ଜୀବନରୁ ମା-ରି ଦେବାକୁ ମଧ୍ୟ ଧ-ମ-କ ଦେଇଥିଲେ ବବି ମିଶ୍ର ।

ଏହି ଘଟଣାରେ ମହିଳାଙ୍କ ସହ ତାଙ୍କ ୧୨ ବର୍ଷର ପୁଅ ମଧ୍ୟ ଖୁବ ଭ-ୟ-ଭୀ-ତ ହୋଇ ଯାଇଥିଲେ । ତେବେ ମାମଲା ତୀବ୍ର ହେବାରୁ ବବି ମିଶ୍ରଙ୍କ ପଡୋଶୀ ମହିଳା ନିକଟସ୍ଥ ନୟାପଲ୍ଲୀ ଥାନାରେ ଯାଇ ତାଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ । ମହିଳାଙ୍କୁ ବବି ମିଶ୍ର ଜୀବନରୁ ମା-ରି-ଦେ-ବା-କୁ ଧ-ମ-କ ଦେବା ସହ ତାଙ୍କ ସାଙ୍ଗସାଥି ମାନଙ୍କୁ ଲଗାଇ ମଧ୍ୟ ଫୋନରେ ଧ-ମ-କ ଦେଉଥିବା କଥା ଅଭିଯୋଗ କରିଛନ୍ତି ମହିଳା ।

ଅଭିଯୋଗ ପରେ ବବି ମିଶ୍ରଙ୍କୁ ନୟାପଲ୍ଲୀ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଗତକାଲି ସନ୍ଧ୍ୟାରେ କଣ ଘଟିଥିଲା, କଣ ପାଇଁ ସେମାନଙ୍କ ମଧ୍ୟରେ ଗ-ଣ୍ଡ-ଗୋ-ଳ ହେଲା, କେବଳ ଗାଡି ପାର୍କିଂ ନା ପୂର୍ବରୁ ମଧ୍ୟ କୌଣସି ଶତ୍ରୁତା ରହିଥିଲା ଏସବୁ ନେଇ ପଚରା ଉଚରା ଜାରି ରଖିଥିଲା ପୋଲିସ । ବର୍ତ୍ତମାନ ବବି ମିଶ୍ର ଏବଂ ତାଙ୍କ ପଡୋଶୀ ଉଭୟ ପୋଲିସ ତଦନ୍ତ ପରିସରଭୁକ୍ତ ଅଛନ୍ତି ।

ବର୍ତ୍ତମାନ ପଡୋଶୀ ମହିଳାଙ୍କ ଅ-ଭି-ଯୋ-ଗ ଆଧାରରେ ତ-ଦ-ନ୍ତ ଚାଲିଥିବା ବେଳେ ର୍ଥିରେ କେତେ ସତ୍ଯାସତ୍ଯ ରହିଛି, ଏନେଇ ମଧ୍ୟ ତଦନ୍ତ କରୁଛି ପୋଲିସ । ତେବେ ଏନେଇ ସିସିଟିଭି  ଫୁଟେଜ ସହ ଆଖପାଖ ଲୋକଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । ବବି ମିଶ୍ରଙ୍କ ସାଙ୍ଗମାନେ ମଧ୍ୟ ଫୋନ କରି ଧ-ମ-କ ଦେଉଥିବା କଥାରେ କେତେ ସତ୍ୟତା ରହିଛି ଏହାର ମଧ୍ୟ ତ-ଦ-ନ୍ତ କରିବ ପୋଲିସ । ଏ ନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।