କୋହଲି – ରୋହିତଙ୍କ ଝଗଡା ମଝିରେ ଆସିଲେ ଅନୁଷ୍କା ଶର୍ମା, ହିଟମ୍ୟାନଙ୍କୁ ଦେଲେ କରାରା ଜବାବ, କହିଲେ – ‘ସତ କେବେ ବି ମିଛ…’

ବିଶ୍ଵକପ ପରେ ଭାରତୀୟ ଟିମ ମଧ୍ୟରେ ଦ୍ଵନ୍ଦ ଦେଖିବାକୁ ମିଳିଛୁ । ଯାହା ସୋସିଆଲ ମିଡିଆରେ ଏକ୍ଟିବିଟିକୁ ଦେଖି ଜଣା ପଡୁଛି । କହିବାକୁ ଗଲେ କିଛି ଦିନ ତଳେ ରୋହିତ ଶର୍ମା, ବିରାଟ କୋହଲି ଓ ଅନୁଷ୍କା ଶର୍ମା କୋହଲୀଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରି ଦେଇଛନ୍ତି । ଏହା ପରେ ବର୍ତ୍ତମାନ କ୍ରିକେଟ ଦୁନିଆରେ ବିଭିନ୍ନ ଆଲୋଚାନ ଆରମ୍ଭ ହୋଇ ଯାଇଛି ।

ମାମଲା କେବଳ ଏତିକି ନୁହେଁ ରୋହିତଙ୍କର ଏହି ଏକ୍ଟିବିଟି ପରେ ଅନୁଷ୍କା ଶର୍ମା ବି ତାଙ୍କୁ କଡା ଜବାବ ଦେଇଛନ୍ତି । ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ।

ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ବର୍ତ୍ତମାନ ଅନୁଷ୍କା ଶର୍ମା ଆସି ଯାଇଛନ୍ତି । କହିବାକୁ ଗଲେ ଅନୁଷ୍କା ନିଜ ପୋଷ୍ଟରେ ରୋହିତ ଶର୍ମାଙ୍କର ନାମ ନେଇ ନାହାନ୍ତି । କିନ୍ତୁ ତାଙ୍କ ପୋଷ୍ଟ ପଢି ଫ୍ୟାନମାନେ ବୁଝି ଯାଇଛନ୍ତି କି ମାମଲା କଣ ଅଟେ ? କୁହାଯାଉଛି କି ବିରାଟ ଓ ରୋହିତଙ୍କର ଏହି ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଯେଉଁ କାରଣରୁ ବିସିସିଆଇକୁ ଏହି ପୁରା ମାମଲା ଉପରେ ସଫାଇ ଦେବାକୁ ପଡୁଛି ।

ଅନୁଷ୍କା ରୋହିତ ଶର୍ମାଙ୍କୁ ଦେଲେ କଡା ଜବାବ

ବଲୀଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ରୋହିତ ଶର୍ମାଙ୍କର ନାମ ନ ନେଇ ତାଙ୍କୁ ଟାର୍ଗେଟ କରି ଏକ ପୋଷ୍ଟ ଶେୟାର କରିଲେ, ଯେଉଁଥିରେ ସେ ଲେଖିଲେ କି ଏକ ବୁଦ୍ଧିମାନ ମଣିଷ ଥରେ ହେଲେ ବି କିଛି କହେ ନାହିଁ ଓ ସତ କେବେ ବି ମିଥ୍ୟାକୁ ଦେଖାଇବା ପାଇଁ ପଡେ ନାହିଁ । ଅର୍ଥ ସଫା ଅଟେ କି ଅନୁଷ୍କା ଶର୍ମା ରୋହିତଙ୍କ ପାଇଁ ଏହି ପୋଷ୍ଟ ଲେଖିଛନ୍ତି । କାରଣ ଏହି ଦୁଇ ପରିବାରଙ୍କ ମଧ୍ୟରେ କିଛି ବି ଠିକ ଚାଲି ନାହିଁ ।

କହିଦେଉଛୁ କି ୱାର୍ଲ୍ଡକପ ର ମ୍ୟାଚ ସମୟରେ ଅନୁଷ୍କା ଓ ରିତିକାଙ୍କ ମଧ୍ୟରେ ଦୂରତା ଦେଖିବାକୁ ମିଳିଥିଲା । କହିବାକୁ ଗଲେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ବି ଠିକ ଚାଲି ନାହିଁ, କିନ୍ତୁ ଦୁଇ ଜଣ ଖେଳାଳି ଏହି ମାମଲା ଉପରେ ଚୁପ ରହିଛନ୍ତି ।

ଏହି କାରଣରୁ ହୋଇଛି କୋହଲି ଓ ରୋହିତଙ୍କ ମଧ୍ୟରେ ଭୁଲ ବୁଝାମଣା

ମିଡିୟା ରିପୋର୍ଟ ଅନୁସାରେ ରୋହିତ ଶର୍ମା ୱାର୍ଲ୍ଡ କପରେ ବିରାଟ ଓ ରବି ଶାସ୍ତ୍ରୀଙ୍କ ଦ୍ୱାରା ନିଆ ଯାଇଥିବା ନିଷ୍ପତି ଉପରେ ଖୁସି ନାହାନ୍ତି, ଯେଉଁ କାରଣରୁ ବିଶ୍ଵକପ ସମୟରୁ ଦୁଇ ଜଣଙ୍କ ମଧ୍ୟରେ ପାଚେରି ଛିଡା ହୋଇଯାଇଛି । ଏହା ସହିତ ଟିମ ବି ଦୁଇ ଭାଗ ହୋଇଯାଇଛି । କିନ୍ତୁ ବିସିସିଆଇ ବିରାଟ ଓ ରୋହିତଙ୍କ ମଧ୍ୟରେ ଥିବା ଝଗଡାକୁ ଖାରଜ କରି ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।