ମେକପ ବିନା ବି ସୁନ୍ଦର ଦେଖାଯାଇଥାନ୍ତି ଟିଭି ର ଏହି ୫ଟି ଅଭିନେତ୍ରୀ, ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରିଛନ୍ତି ତାଙ୍କର ଫୋଟୋ, ଦେଖନ୍ତୁ

କୌଣସି ବି ଝିଅ ପାଇଁ ତାର ସୌନ୍ଦର୍ଜ୍ୟ ଅଧିକ ମହତ୍ତ୍ଵ ରଖିଥାଏ । ସମସ୍ତେ ଚାହାଁନ୍ତି କି ସେ ସବୁଠୁ ଅଧିକ ସୁନ୍ଦର ଓ ଆକର୍ଷକ ଦେଖାଯିବା ପାଇଁ । ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର ସର୍ଜରୀ କରି ସାରିଛନ୍ତି, କିଛି ଅଭିନେତ୍ରୀ ଏମିତି ବି ଅଛନ୍ତି ଯିଏ ସୁନ୍ଦର ଦେଖାଯିବା ପାଇଁ ବହୁତ ମେକଅପ ଲଗାଇଥାନ୍ତି । ଯଦି ଆପଣ ଏମାନଙ୍କୁ ବିନା ମେକପରେ ଦେଖିବେ ତ ଆପଣ ଚିହ୍ନି ପାରିବେ ନାହିଁ । ସେଇଠି କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ମେକପ ବିନା ବି ବହୁତ ସୁନ୍ଦର ଦେଖା ଯାଇଥାନ୍ତି ।

ଆଜି ଆମେ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ମେକପ ଓ ବିନା ମେକଅପରେ ମଧ୍ୟ ସୁନ୍ଦର ଦେଖା ଯାଇଥାନ୍ତି ।

୧. ନିୟା ଶର୍ମା

ନିୟା ଶର୍ମା ‘ଏକ ହଜାରୋଂ ମେ ମେରି ବେହେନା ହେ’ ଓ ‘ଜମାଇ ରାଜା’ ଭଳି ହିଟ ସିରିଏଲରେ ନଜର ଆସିସାରିଛନ୍ତି । ନିୟାଙ୍କର ନାମ ଟିଭିର ସବୁଠୁ ହଟ ଅଭିନେତ୍ରୀଙ୍କ ମଧ୍ୟରେ ଆସିଥାଏ, କେବଳ ଏତିକି ନୁହେଁ ତାଙ୍କର ନାମ ଏସିଆର ଦ୍ଵିତୀୟ ସବୁଠୁ ହଟ ମହିଳାଙ୍କ ମଧ୍ୟରେ ସାମିଲ ଅଛି । ଏହି ଫୋଟୋରେ ଆପଣ ଦେଖି ପାରୁଛନ୍ତି କି ନିୟା ବିନା ମେକପରେ ବି ବହୁତ ହଟ ଓ ସୁନ୍ଦର ଦେଖାଯାଉଛନ୍ତି ।

୨. ଜେନିଫର ୱିଙ୍ଗେଟ

ଜେନିଫର ୱିଙ୍ଗେଟ ଛୋଟ ପରଦାର ସବୁଠୁ ଫେମସ ହିରୋଇନ ଅଟନ୍ତି । ସେ ଏତେ ସୁନ୍ଦର କି ତାଙ୍କ ଆଗରେ ବଲିଉଡ ହିରୋଇନମାନେ ମଧ୍ୟ ଫେଲ ହୁଅନ୍ତି । ସେ ଟିଭିର ହାଇଏଷ୍ଟ ପେଡ ଆକ୍ଟ୍ରେସ ଅଟନ୍ତି । ସେ ମେକପ ସହିତ ଓ ବିନା ମେକପରେ ମଧ୍ୟ ବହୁତ ସୁନ୍ଦର ଦେଖାଯାନ୍ତି ।

୩. ହିନା ଖାନ

ହିନା ଖାନ ଟିଭିର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ତାଙ୍କୁ ଲୋକପ୍ରିୟତା ‘ୟେ ରିସ୍ତା କ୍ୟା କେହଲାତା ହେ’ ରୁ ମିଳିଥିଲା । ଏହା ପରେ ସେ ‘ବିଗ ବଶ’ ରେ ନଜର ଆସିଥିଲେ ।

୪. ଅଦିତି ରାଠୋର

ଅଦିତି ରାଠୋର ‘ନାମକରଣ’ ରେ ଅବନୀ ର ଭୂମିକା ପ୍ଲେ କରୁଥିଲେ । ସେ ଟିଭି ଇଣ୍ଡଷ୍ଟ୍ରି ର ଜଣେ ଫେମସ ଓ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ଆପଣ ଦେଖିପାରୁଥିବେ ସେ ମେକପରେ ଓ ବିନା ମେକପରେ ମଧ୍ୟ ସୁନ୍ଦର ଦେଖାଯାନ୍ତି ।

୫. ଶୃତି ଝା

ଶୃତି ଝା ଙ୍କୁ ଲୋକପ୍ରିୟତା ଲାଇଫ ଓକେ ର ଫେମସ ସିରିଏଲ ‘ସୌଭାଗ୍ୟବତୀ ଭବ’ରୁ ମିଳିଥିଲା, ଏହାପରେ ସେ ଜିଟିଭି ଶୋ ‘କୁମକୁମ ଭାଗ୍ୟ’ ରେ ନଜର ଆସିଲେ । ସେ ଟିଭି ର ଜଣେ ଫେମସ ଆକ୍ଟ୍ରେସ ଅଟନ୍ତି । ସେ ମେକପ ରେ ଓ ବିନା ମେକପ ରେ ମଧ୍ୟ ବହୁତ ସୁନ୍ଦର ଦେଖାଯାନ୍ତି । ପୋଷ୍ଟଟି ଭଲ ଲାଗିଏଲ ସେଆର କରନ୍ତୁ । ଏମିତି ଆହୁରି ମନୋରଞ୍ଜନ ପୋଷ୍ଟସବୁ ପାଇଁ ପେଜକୁ ଲାଇକ କରନ୍ତୁ ।