ନାରଦ ପୁରାଣ ଅନୁସାରେ ବିଲେଇ ବିଲେଇ ଯଦି ବାରମ୍ବାର ଘରକୁ ଆସୁଥାଏ ତେବେ ଏହାର ଅର୍ଥ କଣ ହୋଇଥାଏ ? ଶୁଭ ନା ଅଶୁଭ- Narad Puran

ମନୁଷ୍ୟ ଜୀବନରେ ସବୁବେଳେ ଶାନ୍ତି ଓ ଶୁଖରେ ଜୀବନ ଅତିବାହିତ କରିବାକୁ ଚାହେଁ କିନ୍ତୁ ଏହା ସେ ସବୁବେଳେ ପାଇ ନଥାଏ । ଏହାର ବହୁତ କାରଣଛି । ମନୁଷ୍ୟ ଜୀବନରେ ଏହି ଶୁଖ ଶାନ୍ତି ପାଇଁ କିଛି ଯିବ ଜନ୍ତୁଙ୍କର ପ୍ରଭାବ ଥାଏ । ସାଧାରଣ ଭାବରେ ବିଲେଇ ପାଇଁ ମନୁଷ୍ୟ କିଛି ଅଶୁଭ ପରିଣତି ଭୋଗିଥାଏ । ବିଲେଇ କିଛି ଲୋକ ନିଜର ଖୁସି ପାଇଁ ଘରେ ମଧ୍ୟ ପାଳିଥାନ୍ତି । କିନ୍ତୁ ନାରଦ ପୁରାଣ ଅନୁସାରେ ବିଲେଇ ଆମ ଘରକୁ ଆସିବା ଅଶୁଭତ୍ୱର ନିଦର୍ଶନ ଅଟେ ।

ତେବେ ଆସନ୍ତୁ ଆଜି ଜାଣିବା ବିଲେଇ ଆମ ଜୀବନରେ ବା ଆମ ଘରକୁ ଆସିଲେ ଶୁଭ ନା ଅଶୁଭ ହୋଇଥାଏ । ବିଲେଇ ର ଆମ ଜୀବନ ରେ ଶୁଭ ବା ଅଶୁଭ ପରିଣତି ବିଷୟରେ ପୁରୁଣା ସଭ୍ୟତାର ବର୍ଣ୍ଣନା କରାଯାଇଛି ।

ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି ଆମେ କେଉଁଠାକୁ ଗଲା ବେଳେ ଯଦି ବିଲେଇ ଆପଙ୍କ ରାସ୍ତା କାଟି ଚାଲିଯାଏ ତେବେ ଏହା ଅଶୁଭ ହୋଇଥାଏ । ସେହି କାର୍ଯ୍ୟରେ ଅସଫଳ ହୋଇଥାଏ । ଏଥିପାଇଁ ରାସ୍ତାସରେ ଯିବା ବେଳେ ବିଲେଇ ଦେଖିଲାମାନେ ଲୋକମାନେ କିଛି ସମୟ ଅଟକି ଯାଆନ୍ତି ନଚେତ ଅନ୍ୟ ରାସ୍ତାରେ ଚାଲିଯାନ୍ତି । ବିଲେଇ ଦେଖିବା କିମ୍ବା ବିଲେଇ ର ରାଵ ଶୁଣିବା ଅଶୁଭ ମାନନ୍ତି । କିନ୍ତୁ କିଛି ଲୋକ ନିଜର ସଉକ ପାଇଁ ଘରେ ବିଲେଇକୁ ପାଳିଥାନ୍ତି ।

ବିଲେଇକୁ ନେଇ କିଛି ଲୋକଙ୍କର କିଛି ଅନ୍ୟ ପ୍ରକାର ଭାବନା ଥାଏ ଅର୍ଥାତ କିଛି ଲୋକ ଶୁଭ ଭାବିଥାନ୍ତି ଆଉ କିଛି ଲୋକ ଅଶୁଭ ଭାବିଥାନ୍ତି । ଏହା ତାଙ୍କର ନିଜସ୍ୱ ମତ ହଉଥାଏ । କିନ୍ତୁ ନାରଦ ପୁରାଣ ଅନୁସାରେ ବିଲେଇ ଘରକୁ ବାରମ୍ବାର ଆସିବା ଅଶୁଭ ହୋଇଥାଏ । କାହିଁକିନା ବିଳେଇକୁ ନକରାତ୍ମକ ପ୍ରତୀକ ମାନଆଯାଏ । ବିଲେଇ ଯେଉଁ ଜାଗାକୁ ଯାଏ ସେଠାକାର ସକରାତ୍ମକ ପ୍ରଭାବ ନଷ୍ଟ ହୋଇଥାଏ । ଏଥିପାଇଁ ତନ୍ତ୍ର ମନ୍ତ୍ର  ସାଧନ କରୁଥିବା ବ୍ୟକ୍ତି ବିଳେଇକୁ କଲା ଶକ୍ତିର ପ୍ରତୀକ ମାନନ୍ତି ।

ଯଦି ଘରକୁ ବାରମ୍ବାର ବିଲେଇ ଆସିଥାଏ ତେବେ ସେହି ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଏଥି ପିପିପାଇଁ ବିଲେଇକୁ ଘରକୁ ବାରମ୍ବାର ଆସିବା ପାଇଁ ପ୍ରତିରୋଧ କରିବା ଉଚିତ । ବିଳେଇର କୁପ୍ରଭାବ ଘର ଉପରେ ପଡିବାରୁ ମୁକ୍ତି ପାଇବା ପାଇଁ ହେଲେ ଘରେ ଦେବା ଦେବୀଙ୍କ ପୂଜା କରିବା ଉଚିତ । ଆପଣଙ୍କ ଘରକୁ ବହୁତ ସଂଖ୍ୟକ ବିଲେଇ ଯଦି ଆସୁଛନ୍ତି ତେବେ ସାବଧାନ ରୁହନ୍ତୁ ।

କାହିଁକିନା ଆପଣଙ୍କ ଘରକୁ ଏତେ ବିଲେଇ ଆସିବାର ଅର୍ଥ ଭବିଷ୍ୟତରେ କୌଣସି ବିପଦରେ ଆପଣ ପଡିପାରନ୍ତି ଏଥିପାଇଁ ସାବଧାନ ରୁହନ୍ତୁ । ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ସୋଇଥିବାବେଲେ ତାଉପରେ ଯଦି ବିଲେଇ ପଡ଼ିଯାଏ ବା ଡେଇଁ ଚାଲିଯାଏ ତେବେ ଏହାର ମୃତ୍ୟୁର କାରଣ ହୋଇଥାଏ । ଘର ନିକଟରେ ବିଲେଇ କାନ୍ଦିବା କିମ୍ବା ବିଲେଇ ଝଗଡା ଲାଗିବା ଦ୍ୱାରା ଘରେ ବିଭିର୍ଣ୍ଣ ପ୍ରକାର ସମସ୍ୟା ଉତ୍ପର୍ଣ୍ଣ ହୋଇଥାଏ ।

ବିଲେଇ ଯଦି କୌଣସି ବୃଦ୍ଧ ବ୍ୟକ୍ତିର ମୁଣ୍ଡକୁ ଗୋଡ଼ ମାରିଦିଏ ତେବେ ସେହି ବ୍ୟକ୍ତିର ନାତି ନାତୁଣୀଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ବିଲେ ଆସି ଲୁଚି ଖୀର ପିଇଦେଲେ ଘରେ ଧନର କ୍ଷୟ ହୋଇଥାଏ । ବିଲେଇ ପାଳିବା ଅଶୁଭ ପ୍ରତୀକ ହୋଇଥାଏ କାହିଁକିନା ଅଲକ୍ଷ୍ମୀ ଏହାର ସଵାରୀ କରନ୍ତି । ଏହା ଦ୍ୱାରା ଘରେ ଅଶୁଭ ହୋଇଥାଏ । ଶାସ୍ତ୍ରରେ ମାନ୍ୟତା ଅଛି କି ବିଲେଇ ଜିନ ଓ ଭୂତ ଓ ପ୍ରେତର ପ୍ରତିକ ଅଟେ ଏଥିପାଇଁ ବିଲେଇ ଯେଉଁଠାରେ ଥାଏ ସେଠାରେ ବହୁତ ନକରାତ୍ମକ ପ୍ରଭାବ ଥାଏ ।

ଜୋତିଶ ଶାସ୍ତ୍ର ଅନୁସାରେ ବିଲେଇ ରାହୁର ପ୍ରତୀକ ହୋଇଥାଏ । ବିଲେଇ ସବୁବେଳେ ପାରା , ମୂଷା , ଚଢେଇ ମାନଙ୍କର ଶିକାର କରିଥାଏ । ମଉସା ଆଦି ଜୀବକୁ କେତୁର ପ୍ରତୀକ ମାନନ୍ତି ଏଥି ପାଇଁ ଏହାର ଶିକାର କରିବାର ଅର୍ଥ କେତୁର ଦୁର୍ବଳତା ହୋଇଥାଏ ଓ ଘରେ ବହୁତ ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ବିଲେଇ ଆମ ପାଇଁ ଅଶୁଭ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।