ବାଇକ ରେ ସ୍ତ୍ରୀଙ୍କ ଛଡା ଆଉ କାହାକୁ ବସାଇଲେ ଦେବାକୁ ପଡିବ ଫାଇନ- ହାଇକୋର୍ଟ

କରୋନା ଭାଇରସ ସଂକ୍ରମଣ ବଢୁ ଥିବାରୁ ଉତ୍ତରପ୍ରଦେଶରେ ସରକାର ସାମାଜିକ ଦୂରତା ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ସହିତ ପୋଲିସ ପ୍ରଶାସନ ଏକ ନୂତନ ନିୟମ ଲାଗୁ କରିଛି । ଯାହା ଅଧୀନରେ ଦୁଇ ଚକିଆ ଯାନରେ ଏକରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆ ଯିବ ନାହିଁ । କିନ୍ତୁ ଆପାତକାଳୀନ ସ୍ଥିତିରେ କେବଳ ପତ୍ନୀ ଙ୍କୁ ବସାଇ ପାରିବେ ।

ପୋଲିସ କରିବ କାର୍ଯ୍ୟାନୁଷ୍ଠାନ

କହି ଦେଉଛୁ କି ଏହି ନିୟମ ଅନୁଯାୟୀ ପୋଲିସର ଆଦେଶ ଅଛି କି ଯଦି ବାଇକ୍ ରେ ପତ୍ନୀଙ୍କ ବ୍ୟତୀତ ଅନ୍ୟ କେହି ବସିଥିବେ, ତା’ହେଲେ ପୋଲିସ୍ ଚାଲାଣ କାଟିବା ସହ ସଂକ୍ରମଣ ବିସ୍ତାର କରିବାର ସମ୍ଭାବନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆପଣଙ୍କୁ କହି ଦେଉଛୁ କି ରାଜ୍ୟରେ କରୋନା ସଂକ୍ରମଣ ଖୁବ ଜୋର ରେ ବଢୁଥିବା କାରଣରୁ ସାମାଜିକ ଦୂରତା ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

 

ଜିଲ୍ଲା ମାଜିଷ୍ଟ୍ରେଟ ନେଲେ ଏହି ନିର୍ଣ୍ଣୟ

କହି ଦେଉଛୁ କି ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଣ୍ଣୟ ନେଇଛନ୍ତି । କେବଳ ଜରୁରୀକାଳୀନ ପରିସ୍ଥିତିରେ ପତ୍ନୀଙ୍କୁ ସାଙ୍ଗରେ ନେଇ ପାରିବେ ବୋଲି କହିଛନ୍ତି । ତାଙ୍କ ବ୍ୟତୀତ ଯଦି ଅନ୍ୟ କେହି ସାଥିରେ ଥିବେ, ତେବେ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।