ଅଏସ କରିବା ମାମଲାରେ ବାପଠାରୁ ପୁଅ ଦୁଇଗୁଣ, ବିଜୟ ମାଲ୍ୟା ପୁଅ ବଞ୍ଚୁଛି ବାପାଠୁ ମଧ୍ୟ ଅଧିକ ବିଳାସପୂର୍ଣ୍ଣ ଜୀବନ, ନିଜେ ନଦେଖିଲେ ବିଶ୍ଵାସ କରିପାରିବେନି

ବିଜୟ ମାଲ୍ୟାଙ୍କ ପୁଅ ତାଙ୍କ ବାପାଙ୍କଠୁ ମଧ୍ୟ ଅଧିକ ବିଳାସପୂର୍ଣ୍ଣ ଜୀବନ ବଞ୍ଚନ୍ତି

ଆପଣଙ୍କୁ କହିଦେଉଛୁ ଯେ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା ଯିଏ କି ନିଜ ପଇସାର କିଛି ଅଧିକା ହିଁ ଫାଇଦା ଉଠାଉଛନ୍ତି । ଏହା ତ ଆପଣ ଜାଣିଥିବେ ବ୍ଯାଙ୍କରୁ କୋଟି କୋଟି ଟଙ୍କା ହେରାଫେରି କରି ନେଇ ବିଜୟ ମାଲ୍ୟା ଲଣ୍ଡନ ରେ ରହୁଛନ୍ତି । କିନ୍ତୁ ଯେତେବେଳେ ସେ ଭାରତରେ ଥିଲା ସେତେବେଳେ ସେ କେବଳ ନିଜ ଆୟାସ ଗୁଣ ପାଇଁ ବଦନାମ ଥିଲା । ସେ ଦୁଇଟି ବିବାହ କରିଛନ୍ତି, ଏବଂ ତାଙ୍କର ପ୍ରଥମ ସ୍ତ୍ରୀ ସମୀରା ଯିଏ ଏକ ଏୟାର ହୋଷ୍ଟେସ ଥିଲେ ତାଙ୍କର ସନ୍ତାନ ହେଉଛନ୍ତି ସିଦ୍ଧାର୍ଥ ମାଲ୍ୟା । ଏହା ପରେ ତାଙ୍କ ପଡୋଶୀ ଥିବା ରେଖାଙ୍କୁ ସେ ଦ୍ଵିତୀୟ ବିବାହ କରିଥିଲେ । ବାପା ଭଳି ପୁଅ ମଧ୍ୟ ଜେନ କି 2ଜଣ ନୁହେଁ ବରଂ ବଲୀଉଡ ର 6ଟି ସୁନ୍ଦରୀଙ୍କ ସହ ନିଜର ସମ୍ପର୍କ ରଖିଥିଲେ । ଚାଳନ୍ତୁ ଜାଣିବା କିଏ କିଏ ସେହି ଅଭିନେତ୍ରୀ ମାନେ ।

ସିଦ୍ଧାର୍ଥ ଓ ଦୀପିକା-

ବଲୀଉଡ ର ସବୁଠୁ ଜଣାଶୁଣା ଓ ନମିଦାମି ଅଭିନେତ୍ରୀ ଦୀପିକା ପାଦୁକୋନ୍ ଙ୍କର କେତେ ଅଭିନେତା ମାନଙ୍କ ସହ ସମ୍ବନ୍ଧ ରହିଛି । କିନ୍ତୁ IPL ସମୟରେ ସିଦ୍ଧାର୍ଥ ମାଲ୍ୟାଙ୍କ ସହ କିସ୍ କରୁଥିବାର ଏକ ଭିଡିଓ ବହୁତ ଭାଇରାଲ ହୋଇଥିଲା । ସେଥିପାଇଁ ଏମାନେ ବହୁତ ଚର୍ଚ୍ଚାରେ ମଧ୍ୟ ରହିଥିଲେ ।

ସିଦ୍ଧାର୍ଥ ଓ ଏଂଜେଲା ଜନସନ-

2011 ମସିହାରେ କିଂଫିଶର କ୍ୟାଲେଣ୍ଡର ଗର୍ଲ ରହିସାରିଥିବା ଏଂଜେଲା ଜନସନଙ୍କୁ ସିଦ୍ଧାର୍ଥ 3 ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ଏମିତି ତ ଏଂଜେଲା ମଧ୍ୟ କିଛି ଦିନ ରଣବିର କପୂର ସହ ଡେଟ୍ କରୁଥିଲେ । କିନ୍ତୁ ପରେ ସିଦ୍ଧାର୍ଥଙ୍କୁ ବାଛିଥିଲେ ।

ସିଦ୍ଧାର୍ଥ ଓ ସୋଫି ଚୌଧୁରୀ-

ଏହି ଲିଷ୍ଟ ରେ ସୋଫି ମଧ୍ୟ ଅଛନ୍ତି, ଏହି ଦୁଇଜଣଙ୍କୁ ବହୁତ ଥର ଏକାଠି ଦେଖିବାକୁ ମିଳିଛି । କିନ୍ତୁ ଏବେ ଏମାନଙ୍କର ମଧ୍ୟ ବ୍ରେକପ ହୋଇସାରିଛି ।

ସିଦ୍ଧାର୍ଥ ଓ କେଟ୍ରିନା –

ବଲୀଉଡ ର ସବୁଠୁ ବଡ ତରକା ସଲମାନଙ୍କ ଗର୍ଲଫ୍ରେଣ୍ଡ କେଟ୍ରିନା କେଫ ବହୁତ ଦିନ ଧରି ସିଦ୍ଧାର୍ଥଙ୍କ ସହ ସମ୍ପର୍କରେ ଥିଲେ । କିନ୍ତୁ କୌଣସି କାରଣରୁ ଏମାନେ ମଧ୍ୟ ଅଲଗା ହୋଇଯାଇଥିଲେ ।

ସିଦ୍ଧାର୍ଥ ଓ ଫ୍ରିଡା ପିଣ୍ଟୋ-

ସ୍ଲମ ଡଗ ମିଲିୟନୟର ସେ ପ୍ରସିଦ୍ଧ ହୋଇଥିବା ଫ୍ରିଡା ଭରତ ଓ ନ୍ଯୂୟର୍କ ରେ ସିଦ୍ଧାର୍ଥଙ୍କ ସହ ବହୁତ ଥର ଦେଖାଯାଇଛନ୍ତି ।
ସେମାନେ କିଛି ଦିନ ଡେଟ୍ ମଧ୍ୟ କରିଥିଲେ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ