ଏବେ ଏବେ – ICC ବାହାର କଲା ODI ର୍ର୍ୟାଙ୍କିଙ୍ଗ, ରୋହିତ ଧାବନଙ୍କ ର୍ର୍ୟାଙ୍କିଙ୍ଗରେ ବଡ ପରିବର୍ତ୍ତନ, ବିରାଟ ନଂ 1 ରେ କାୟମ, ଦେଖନ୍ତୁ ଟପ 10 ବ୍ୟାଟସ୍ ମ୍ୟାନ୍ ଲିଷ୍ଟ …

ଯେମିତିକି ଆପଣ ଜାଣିଥିବେ ବର୍ତ୍ତମାନ ଭାରତ ଓ ୱେଷ୍ଟ ଇଣ୍ଡିଜ ସିରିଜ ସୋଶଲ ମିଡିୟା ରେ ବହୁତ ଚର୍ଚ୍ଚାର ବିଷୟ ହୋଇଛି । ଏହି ସମୟରେ ଏକ ବଡ ଖବର ଶୁଣିବାକୁ ମିଳୁଛି, ଯାହା ଅନୁସାର ICC ୱନଡେ ର୍ର୍ୟାଙ୍କିଙ୍ଗ ର ଟପ ୧୦ ଲିଷ୍ଟ ବାହାରିଛି । ଯେଉଁଥିରେ ବିରାଟ କୋହଲୀ ନମ୍ବର ୧ ରେ ଅଛନ୍ତି ଓ ରୋହିତ ଶର୍ମା ଏବଂ ଶିଖର ଧବନ ମାରିଲେ ବାଜି । ଆସନ୍ତୁ ଜାଣିବା ଟପ ୧୦ ଖେଳାଳିଙ୍କ ଲିଷ୍ଟ ରେ ଆଉ କିଏ କିଏ ଅଛନ୍ତି ।

ବର୍ତ୍ତମାନ ଚାଲୁଥିବା ଖେଳ ପୂର୍ବରୁ ସଂଯୁକ୍ତ ଅରବ ଅମୀରାତ ରେ ଖେଳା ହୋଇଥିବା ଏଶିୟା କପ ୨୦୧୮ ର ସମାପ୍ତ ପରେ ଅଂତର୍ରାଷ୍ଟ୍ରୀଯ କ୍ରିକେଟ ପରିଷଦ ଏକ ନୂତନ ୱନଡେ ର୍ର୍ୟାଙ୍କିଙ୍ଗ ର ଘୋଷଣା କରିଛନ୍ତି । ଆଜି ଆମେ ଆମର ଏହି ଲେଖା ମାଧ୍ୟମରେ ୱନଡେ ର୍ର୍ୟାଙ୍କିଙ୍ଗ ର ଟପ ୧୦ ଖେଳାଳି ମାନଙ୍କ ବିଷୟରେ କହିବୁ ।

ଏଥିରେ ଥିବା ରୋହିତ ଓ ଧବନ ଙ୍କ ସ୍ଥାନ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଶିଆ କପ୍ ସମୟରେ ରୋହିତ ଶର୍ମା ଓ ଶେଖର ଧବନ ଙ୍କ ପଦର୍ଶନ ବହୁତ ଭଲ ଥିଲା । ଏବଂ ବର୍ତ୍ତମାନ ଚାଲିଥିବା ଖେଳରେ ତ ସେ ଆହୁରୁ ମଧ୍ୟ ଭଲ ଖେଳୁ ଛନ୍ତି ।

ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ କି ଭାରତୀୟ ଟିମ ଏଶିୟା କପ୍ ରେ ଭଲ ଖେଳିବା ସତ୍ବେ ମଧ୍ୟ ଆଇସିସି ୱନଡେ ର୍ର୍ୟାଙ୍କିଙ୍ଗ ରେ ୧୨୨ ରେଟିଙ୍ଗ ରେ ଦ୍ଵିତୀୟ ସ୍ଥାନରେ ଅଛି, ଯେଉଁଠି ଇଂଲଣ୍ଡ ର ଟିମ ୧୨୭ ରେଟିଙ୍ଗ ରେ ନମ୍ବର ୧ ରେ ଅଛି ।

ଆଇସିସି ୱନଡେ ର୍ର୍ୟାଙ୍କିଙ୍ଗ ରେ ଭାରତୀୟ ଟିମ ର କପ୍ତାନ ବିରାଟ କୋହଲୀ ୮୮୪ ରେଟିଙ୍ଗ ସହିତ ପ୍ରଥମ ସ୍ଥାନରେ ରହି ଛନ୍ତି, ଏବଂ ରୋହିତ ଓ ଶିଖର ଧବନ ସାଉଥ ଏଶିୟା କପ୍ ରେ ଭଲ ପଦର୍ଶନ କରି ଥିବାରୁ ଆଇସିସି ୱନଡେ ର୍ର୍ୟାଙ୍କିଙ୍ଗ ରେ ରୋହିତ ଶର୍ମା ୮୪୨ ରେଟିଙ୍ଗ ସହ ଦ୍ଵିତୀୟ ସ୍ଥାନରେ ଏବଂ ଶିଖର ଧବନ ୮୦୨ ରେଟିଙ୍ଗ ସହ ପଞ୍ଚମ ସ୍ଥାନରେ ଅଛନ୍ତି ।

ଏହି ବିଷୟରେ ଆପଣ ମାନଙ୍କର କଣ ପତିକ୍ରିୟା ଅଛି? କମେନ୍ଟ ବକ୍ସ ରେ ନିଜର ମହତ୍ଵ ପୂର୍ଣ୍ଣ ମନ୍ତବ୍ୟ ନିଶ୍ଚିନ୍ତ ଦେବେ ।