ଏହି ଘରେ ରୁହନ୍ତି ଗୋଟିଏ ପରିବାରର 181 ଲୋକ, 39 ଜଣ ସ୍ତ୍ରୀଙ୍କର ଗୋଟିଏ ସ୍ଵାମୀ

ଆଜିର ଦୁନିଆରେ ଯେଉଁଠି ଘର ଚାରିଟି ଲୋକଙ୍କର ପରିବାର କୁ ଚଳାଇବା ପାଇଁ କଠିନ କାମ ହୋଇ ଥାଏ , ସେଠି ଜିଓନା ନାମକ ଜଣେ ବ୍ୟକ୍ତି ଅଛନ୍ତି ଯିଏକି ୧୮୧ ସ୍ତ୍ରୀ-ପିଲା ମାନଙ୍କୁ ପାଳୁ ଛନ୍ତି ।

ମିଜୋରାମ ର ବଖ୍ତୱାଂଗ ଗାଁ ରେ ବସ ବାସ କରୁ ଥିବା ଏହି ପରିବାର ର ମୁଖିୟା ଡେଡ ଜିଓନା ର ୩୯ ଟି ସ୍ତ୍ରୀ , ୯୪ ପିଲା , ୧୪ ଟି ବୋହୁ ଏବଂ ୩୩ ଟି ନାତି – ନାତୁଣୀ ଅଛନ୍ତି । ଚାରି ମହଲା ବିଶିଷ୍ଠ ଏହି ଘରର ୧୦୦ ରୁମ ରେ ଏହି ପରିବାର ଏକା ସହିତ ରହୁ ଛନ୍ତି । ଜିଓନା ର ବୟସ ମାତ୍ର ୬୭ ବର୍ଷ ଯିଏକି ପେଷାରେ କାରପେଣ୍ଟର ଅଟନ୍ତି ।

ସେ ୧୭ ବର୍ଷ ବୟସରୁ ଜାଥିଆଂଗୀ ସହିତ ପ୍ରଥମେ ବାହା ହୋଇ ଥିଲେ କିନ୍ତୁ ବର୍ତମାନ ବି ସେ ବାହା ହେବା ପାଇଁ ଇଛା ରଖୁ ଛନ୍ତି । ପରିବାର ରେ ପୁରା ପୁରୀ ସେନା ଭଳି ମାହୋଲ ଅଛି । ତାଙ୍କର ପ୍ରଥମ ସ୍ତ୍ରୀ ଜାଥିଆଂଗୀ ସମସ୍ତଙ୍କୁ କାମ ଦେଇ ଥାଏ । ଘରେ ସବୁଦିନ ୩୦ କିଲୋ ଚିକେନ, ୬୦ କିଲୋ ଆଳୁ ଏବଂ ୧୦୦ କିଲୋ ଭାତ ରୋଷେଇ ହୋଇ ଥାଏ ।

ଏଭଳି ଅଭୁତ ପରିବାର ପାଇଁ ଆପଣଙ୍କ ମତ କଣ କମେଣ୍ଟ ବକ୍ସରେ ନିଜର ମନ୍ତବ୍ୟ ନିଶ୍ଚୟ ଦେବେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।