2 ବର୍ଷ ପୁଅର ହେଲା ମୃତ୍ୟୁ, ଶବ ଘରକୁ ନେଲା ପରେ ପୁଣି ନେଇକି ଆସିଲେ ହସ୍ପିଟାଲ.. ପୁରା ଘଟଣା ଜାଣିଲେ ଆଖିରେ ଲୁହ ଆସିଯିବ

ପଥରିୟା ଏସଡୀଏମ ସଂଜୀୱ ସାହୁ ଙ୍କ ପୁଅଙ୍କର ବୁଧୁବାର ରେ ନିଧନ ହୋଇଗଲା । ସେ ନିଜ ମା ସହିତ ବିଛଣା ରେ ଶୋଇଥିଲା । ସକାଳେ ଅଚାନକ ବେହୋଶ ହେଇଗଲେ ପରିଜନ ମାନେ ତାକୁ ତୁରନ୍ତ ଡାକ୍ତର ସଂଜୟ ତ୍ରିୱେଦୀ ପାଖକୁ ନେଇଯାଇଥିଲେ । ଡା. ସଂଜୟ ତ୍ରିୱେଦୀ ତାହାର ଚିକିସ୍ଛା କରିଲେ କିନ୍ତୁ ନିଶ୍ଵାସ ନ ଚାଲିବା ଯୋଗୁ ସେ ସଙ୍ଗେ ସଙ୍ଗେ ଜିଲ୍ଲା ହସ୍ପିଟାଲ ନେଇ ପହଞ୍ଚିଲେ, ଯେଉଁ ଠାରେ ତାହାର ଚିକିସ୍ଛା କରାଗଲା କିନ୍ତୁ ଡାକ୍ତର ତାଙ୍କୁ ମୁର୍ତ୍ୟୁ ଘୋଷିତ କରିଦେଲେ ।

ମୃତ ପୁଅକୁ ପୁଣି ଥରେ ବଞ୍ଚେଇବା ପାଇଁ

ସାହୁ ୨ ବର୍ଷ ର ପୁଅର ସବ କୁ ନେଇ ଘରେ ପହଞ୍ଚିଲେ କିନ୍ତୁ କିଛି ସମୟ ପରେ ନିଜେ ନିଜ ପତ୍ନୀ ସହ ହସ୍ପିଟାଲ କୁ ପୁଣି ଥରେ ଆସିଲେ । ପତ୍ନୀ ଡାକ୍ତର ଙ୍କୁ ହାତ ଯୋଡି କରି ବାର – ବାର ପୁଅ କୁ ୱେଂଟିଲେଟର ରେ ରଖିବା ପାଇଁ ନିବେଦନ କରିଲେ । ପୁଅ ର ମୁର୍ତ୍ୟୁ ହୋଇ ଯାଇଥିବାରୁ ତାକୁ ଡାକ୍ତର ତାଙ୍କୁ ୱେଂଟିଲେଟର ରେ ରଖିବା ପାଇଁ ମନା କଲେ, କିନ୍ତୁ ଏସଡ଼ିଏମ ସାହୁ ବିରୋଧ କରି ପୁଅ କୁ ୱେଂଟିଲେଟର ରେ ରଖିବା ପାଇଁ କଥା କଋଲେ , ତାହା ପରେ ତାକୁ ଏସଏନସୀୟୁ ବୋର୍ଡ ରେ ନେଇ ଗଲେ କିନ୍ତୁ ସେଠୀ ବି ପିଲାମାନଙ୍କ ମଧ୍ୟରେ ରଖା ଯାଇ ପାରିଲା ନାହିଁ ।

ଡା. କହିଲେ ଆଉ ନିଶ୍ଵାସ ଚାଲୁ ନାହିଁ

ଏହି କଥା କୁ ନେଇ ଡାକ୍ତର ରାଜେସ ନାମଦେବ କଲେକ୍ଟର ଙ୍କୁ ସବୁ କଥା କହିଲେ । ସେ କହିଲେ କି ପିଲା ର ମୃତ୍ୟୁ ହେଇଯାଇଛି କିନ୍ତୁ ଏସଡ଼ିଏମ ତାକୁ ୱେଂଟିଲେଟର ରେ ରଖିବା ପାଇଁ ଚହୁଁଛନ୍ତି ଏହା ସମ୍ଭବ ନୁହେଁ । ଏହା ପର କଲେକ୍ଟର କହିଲେ କି ପିଲା କୁ ଆଇସିଇଉ ରେ ରଖିବା ପାଇଁ । ବହୁତ ସମୟ ପର୍ଯ୍ଯନ୍ତ ଡାକ୍ତର ମାନେ ନିଶ୍ଵାସ ଆଣିବା ପାଇଁ ଚେଷ୍ଟା କରିଲେ । ସାହୁ ପିଲା କୁ ଧରି ଘରକୁ ଆସିଲେ । ଡାକ୍ତର କହିଲେ କି ଘରେ ହିଁ ତାଙ୍କର ମୁର୍ତ୍ୟୁ ହୋଇଯାଇଥିଲା । ଜିଲ୍ଲା ହସ୍ପିଟାଲ ରେ ଆଣିଥିଲେ ସେଥିପାଇଁ କିଛି କୁହାଯାଇ ପାରିବ ନାହିଁ ।

ନିଶ୍ଵାସ ଫେରିବା ଆଶାରେ ମୃତ ପିଲାର ହାତ ପାଦ ରଗଡୁ ଥିଲେ ମା

ତାଙ୍କ ସ୍ତ୍ରୀ ପୁଅର ହାତକୁ ମାଲିସ କରୁଥିଲେ କିନ୍ତୁ ପୁଅ ର କୌଣସି ପ୍ରତିକ୍ରିୟା ନଥିଲା । କୁହାଯାଉଛି କି ପୁଅର ନା ଆରୁଷ ଥିଲା ଏବଂ ଗୋଟେ ଦିନ ପୂର୍ବରୁ ମଙ୍ଗଳବାର ଦିନ ତାହାର ଜନ୍ମ ଦିନ ଥିଲା ପରିବାର ଲୋକମାନେ ସେହି ଖୁସି ମନାଉଥିଲେ କିନ୍ତୁ ତାହା ପର ଦିନ ପୁଅର ମୁର୍ତ୍ୟୁ ହୋଇଗଲା । ଏହା ଦୀପାବଳି ଦିନ ହୋଇଥିଲା ।