ବିଦ୍ୟାଙ୍କ ଛାତି ଧଡଧଡ, ଜେରା କରିବ କ୍ରାଇମବ୍ରାଞ୍ଚ, ଦେଖନ୍ତୁ Video ଏନେଇ କଣ କହୁଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର

ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବହୁଚର୍ଚିତ ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା-କୁ ଏବେ ପ୍ରାୟ ୫୦ ଦିନ ବିତିଗଲାଣି । ଏହା ମଧ୍ୟରେ ପୋଲିସ ହାତରୁ ତ-ଦ-ନ୍ତ ଭାର ଯାଇ ପହଞ୍ଚିଛି କ୍ରା-ଇ-ମ-ବ୍ରା-ଞ୍ଚ ହାତରେ । ସୌମ୍ଯଙ୍କ ପରିବାର ମୃ-ତ ପୁଅକୁ ନ୍ୟା-ୟ ଦେବା ପାଇଁ ଆତୁର ହୋଇ ଚାହିଁ ବସିଛି ଓ ଚଳାଇଛି ଯଥାସମ୍ଭବ ପ୍ରୟାସ । ପୂର୍ବରୁ ପୋଲିସର ତ-ଦ-ନ୍ତ ଉପରୁ ଭରସା ଉଠି ଯାଇଥିଲା ଆଉ ଏବେ କ୍ରା-ଇ-ମ-ବ୍ରା-ଞ୍ଚ ଉପରେ ମଧ୍ୟ ବିଶ୍ବାସ କରି ପାରୁ ନାହାନ୍ତି ମୃ-ତ ସୌମ୍ୟଙ୍କ ପରିବାର ।

ଘଟଣାକୁ ଦୁଇ ମାସ ପୁରିବାକୁ ବସିଥିଲେ ମଧ୍ୟ ଏ ଯାଏ ସବୁ ର-ହ-ସ୍ୟ ଉପରୁ ପରଦା ହଟି ପାରିନାହିଁ । କେବଳ ତ-ଦ-ନ୍ତ ଉପରେ ତ-ଦ-ନ୍ତ ଚାଲିଛି କିନ୍ତୁ କୌଣସି ନି-ଷ୍କ-ର୍ଷ ମିଳୁନାହିଁ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଉପରେ ୩୦୨ ଓ ୧୨୦ବି ଦ-ଫା ଲାଗିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗି-ର-ଫ ନ କରିବା ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରିଛି ସୌମ୍ୟଙ୍କ ପରିବାରକୁ ।

ତେବେ ମୃ-ତ ସୌମ୍ୟଙ୍କ ବାପା ଅଭିରାମ ଏନେଇ ନିଜ କ୍ଷୋ-ଭ ପ୍ରକାଶ କରି କହିଛନ୍ତି କି, “କଣ ଆଉ ପ୍ରମାଣ ଅଛି ଯେ କ୍ରା-ଇ-ମ-ବ୍ରା-ଞ୍ଚ ତ-ଦ-ନ୍ତ କରିବ ?  ସମସ୍ତ ପ୍ରମାଣ ତ ନଷ୍ଟ କରିସାରିଛି ପୋ-ଲି-ସ । ବିଧାନସଭାରେ ମୋ ପୁଅ ହ-ତ୍ୟା ପ୍ରସଙ୍ଗ ଉଠିବ ବୋଲି ତରବରିଆ ଭାବେ ବିଦ୍ୟାଙ୍କୁ ପଚାରିବ ବୋଲି କହୁଛି କ୍ରା-ଇ-ମ-ବ୍ରା-ଞ୍ଚ । ଆଠ ଦିନ ହେଲା କାହିଁକି ଚୁପ ବସିଥିଲା କ୍ରା-ଇ-ମ-ବ୍ରା-ଞ୍ଚ ? ତାଙ୍କୁ ପଚାରିବି ଆପଣ ଆମକୁ ନ୍ୟା-ୟ ଦେବେ କି ? ନହେଲେ ଯାଆନ୍ତୁ । ଯଦି ନ୍ୟାୟ ଦେବେ ତେବେ ତ-ଦ-ନ୍ତ କରନ୍ତୁ ନହେଲେ କୌଣସି ଆବଶ୍ୟକତା ନାହିଁ ।”

ତେବେ ସୌମ୍ୟଙ୍କ ଘରଲୋକଙ୍କୁ ପଚରା ଉଚରା କରି ସେମାନଙ୍କ ବ-ୟା-ନ ରେ-କ-ର୍ଡ କରିବ ପରେ କ୍ରା-ଇ-ମ-ବ୍ରା-ଞ୍ଚ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିବ ବୋଲି ଏଡ଼ିଜି ଗ-ଣ-ମା-ଧ୍ୟ-ମ-କୁ କହିଛନ୍ତି । ସୌମ୍ଯ ଡିବିରି ନି-ଆଁ-ରେ ୯୦ ପ୍ରତିଶତ କେମତି ଜ-ଳି-ଲେ ? ପତ୍ନୀ ବିଦ୍ୟାଭାରତୀ କେମିତି ଜାଣି ପାରିଲେ ନାହିଁ ? DFO ଙ୍କ ସହ ତାଙ୍କର କୌଣସି ଅ-ନ୍ତ-ର-ଙ୍ଗ ସ-ମ୍ପ-ର୍କ ଥିଲା କି ? ଚାକିରି କ୍ଷେତ୍ରରେ DFO ସୌମ୍ୟଙ୍କ ଉପରେ କୌଣସି ଚାପ ପକାଉଥିଲେ କି ? ଏହିପରି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରା-ଇ-ମ-ବ୍ରା-ଞ୍ଚ ।

ବିଦ୍ୟାଙ୍କୁ ଜେ-ରା କରିବା ପରେ କେଉଁ ସବୁ ତ-ଥ୍ୟ ସାମନାକୁ ଆସୁଛି ଓ ତ-ଦ-ନ୍ତ କେଉଁ ମୋଡ ନେଉଛି ତାହାକୁ ନେଇ ଏବେଠୁ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ଆଗକୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।