ବିବାହିତ ମହିଳାମାନେ ଭୁଲରେ ବି ଦିଅନ୍ତୁ ନାହିଁ ନିଜର ଏହି ୩ଟି ଜିନିଷ, ସ୍ଵାମୀ ଜୀବନ ପ୍ରତି

ବିବାହ ପରେ ଉଭୟ ପୁରୁଷ ଓ ମହିଳାର ଜୀବନ ପୂରାପୂରି ପରିବର୍ତ୍ତନ ହୋଇଯାଏ । ଖାସକରି ମହିଳାଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ । କାରଣ ସେମାନେ ଏକ ନୂତନ ଘରେ ପ୍ରବେଶ କରନ୍ତି, ଏହା ସହିତ ସେହି ଘରର ସମସ୍ତ ସଦସ୍ୟ ବି ତାଙ୍କ ପାଇଁ ଅପରିଚିତ ବ୍ୟକ୍ତି ହୋଇଥାନ୍ତି । ତାଙ୍କର ଜୀବନରେ କେବଳ ତାଙ୍କର ସ୍ଵାମୀ ହିଁ ସେହି ସମୟରେ ସବୁଠୁ ମହତ୍ଵପୂର୍ଣ ସ୍ଥାନ ଗ୍ରହଣ କରିଥାନ୍ତି । କୁହାଯାଏ କି ବିବାହ ପରେ ମୁଣ୍ଡର ସିନ୍ଦୁର ହିଁ ବିବାହିତ ମହିଳାର ଅସଲ ପରିଚୟ ହୋଇଥାଏ ।

ଏମିତି ବହୁତ ଜିନିଷ ଅଛି ଯାହା ବିବାହିତ ମହିଳାର ପରିଚୟ ହୋଇଥାଏ । ଏମିତିରେ କେତେକ ବିବାହିତ ମହିଳାଙ୍କ ଅଭ୍ୟାସ ଅଛି କି ସେମାନେ ନିଜର ବିବାହ ଚିହ୍ନର କିଛି ଜିନିଷ ସମସ୍ତଙ୍କ ସହିତ ଶେୟାର କରି ଦିଅନ୍ତି । କିନ୍ତୁ ଏହିଭଳି କରିବା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ, ଏହା ଆପଣ ଜାଣି ନାହାନ୍ତି । ଏହିଭଳି କରିବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ଉପରେ ଖରାପ ପ୍ରଭବ ପଡିଥାଏ ।

ମୁଣ୍ଡର ସିନ୍ଦୁର

ସିନ୍ଦୁର ସବୁ ବିବାହିତ ମହିଳାମାନଙ୍କ ସବୁଠୁ ବଡ ପ୍ରତୀକ ଓ ପରିଚୟ ହୋଇଥାଏ । ମୁଣ୍ଡର ସିନ୍ଦୁର ସବୁଠୁ ଖାସ ହୋଇଥାଏ । ଏମିତିରେ ଆପଣ ଯେଉଁ ପାତ୍ରରେ ଥିବା ସିନ୍ଦୁରକୁ ନିଜ ମୁଣ୍ଡରେ ଲଗାଉଛନ୍ତି ଓ ସେହି ସିନ୍ଦୁରକୁ ଅନ୍ୟ କାହାକୁ ବି ଲଗାଇବାକୁ ଦେଇ ଦେଉଛନ୍ତି ତେବେ ଏହା ଉଚିତ ନୁହେଁ ।

ହାତର ମେହେନ୍ଦି

ହାତ ମେହନ୍ଦି ବିବାହିତ ମହିଳାର ପ୍ରତୀକ ହୋଇଥାଏ । ମେହନ୍ଦି ସ୍ଵାମୀର ଅଧିକ ଆୟୁ ପାଇଁ ଲଗାଯାଇଥାଏ । ଯେତିକି ଗଭୀର ମେହନ୍ଦି ହୋଇଥାଏ ସେତିକି ହିଁ ଗଭୀର ଭଲ ସ୍ଵାମୀର ପ୍ରେମ ବି ହୋଇଥାଏ । ଯଦି ଆପଣ କାହା ସହିତ ମେହନ୍ଦି ବାଣ୍ଟୁଛନ୍ତି ତେବେ ଆପଣଙ୍କ ସ୍ଵାମୀର ପ୍ରେମ ବି ବାଣ୍ଟି ହୋଇଯିବ ।

ହାତରେ ପିନ୍ଧିଥିବା ଚୁଡି

ହାତର ଚୁଡି ବିବାହିତ ମହିଳାର ପ୍ରତୀକ ହୋଇଥାଏ । କୁହାଯାଏ କି ମ୍ୟାଚିଙ୍ଗ ଚୁଡି ଚକ୍କରରେ ନିଜର ଚୁଡି ଅନ୍ୟ କାହା ସହିତ ଶେୟାର କରି ଦିଅନ୍ତି । କିନ୍ତୁ ଏହିଭଳି କରିବା ବିଲକୁଲ ବି ଠିକ ନୁହେଁ । ଆପଣଙ୍କ ବିବାହିତ ଜୀବନ ପାଇଁ ଭଲ ହୋଇ ନ ଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।