ବିବାହିତା ମହିଳା ମାନେ ଏମିତି ଗହଣା ଭୁଲରେ ବି ପିନ୍ଧିବେ ନାହିଁ, ସ୍ଵାମୀ ହେଇଯିବେ ବର୍ବାଦ- Vastu Tips

ସ୍ତ୍ରୀ ହେଉ କି ପୁରୁଷ ଦୁଇଜଣଙ୍କ ପାଇଁ ବୁଇବାହ ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ଏହାପରେ ଦୁଇଜଣଙ୍କ ଜୀବନ ପୁରା ବଦଳିଯାଇ ଗୋଟିଏ ନୂଆ ଜୀବନ ଆରମ୍ଭ ହୋଥାଏ । ଆମ ଶାସ୍ତ୍ର ରେ ପୁରୁଷ ଓ ମହିଳାଙ୍କ ପାଇଁ କିଛି ନିୟମ ଅଛି । ଏହାକୁ ପାଳନ କରିବା ସେମାନଙ୍କ ପାଇଁ ଶୁଭ ଦାୟକ ହୋଥାଏ ଓ ସେମାନଙ୍କର ବୈବାହିକ ଜୀବନ ଶୁଖ ମୟ ହୋଇଥାଏ । ମହିଳାଙ୍କୁ ବି ଶାସ୍ତ୍ରରେ କହିଥିବା ଏହି କଥା ଉପରେ ଖାସ ଭାବରେ ଧ୍ୟାନ ରଖିବା ଉଚିତ ।

ଅନ୍ୟଥା ଘରେ ଦ୍ଵେସ , କ୍ଲେଶ , ଚିନ୍ତା ଓ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଘରର ସୌଭାଗ୍ୟ ଦୁର୍ଭାଗ୍ୟ ରେ ପରିଣତ ହୋଇଯାଏ । ଆଜି ଆମେ ଜାଣିବା ବିବାହିତ ମହିଳାଙ୍କୁ କେଉଁ ପ୍ରକାରର ଗହଣା ପିନ୍ଧିବା ଉଚିତ ନୁହେଁ ।

କାହିଁକିନା ଏହି ଗହଣା ପିନ୍ଧିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏହାସହିତ ସ୍ବାମୀର ଜୀବନ ପ୍ରତି ଭୟ ସୃଷ୍ଟି ହୋଇଥାଏ । ଏଥି ପାଇଁ ମହିଳାଙ୍କୁ ଗହଣା ପିନ୍ଧିବା ପୂର୍ବରୁ ଶାସ୍ତ୍ରରେ ବର୍ଣ୍ଣିତ ନିୟମ ପ୍ରତି ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ । ଯେ କୌଣସି ପରିବାର ହେଉ ଗରିବକି ଧନୀ ହେଉ ସେହି ପରିବାରର ବୋହୁକୁ ଏପରି କିଛି କାର୍ଯ୍ୟ କରିବା ଉଚିତ ନୁହେଁ ଯେଉଥିରେ କି ସେହି ପରିବାର ମାନ ସମ୍ମାନରେ ହାନି ହୋଇଥାଏ ଓ ପରିବାର ସଦସ୍ୟଙ୍କର ସମାଜରେ ପ୍ରତିଷ୍ଠାରେ କୌଣସି ଆଞ୍ଚ ଆସିପାରେ ।

ସର୍ବ ପ୍ରଥମେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଭଗବାନଙ୍କର ପୂଜା , ଭକ୍ତି , ବ୍ରତ , ଉପବାସ ଓ ଦାନ ଇତ୍ୟାଦି କାର୍ଯ୍ୟ ପୁରା ବିଧି ବିଧାନରେ କରିବା ଉଚିତ ଏହା ସେହି ଘରର ଶୁଖ ସମୃଦ୍ଧି ପାଇଁ ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ଘରର ସବୁ ସଦସ୍ୟ ଓ ସବୁ ପିଲାମାନଙ୍କୁ ଭଲ ସଂସ୍କାରର ଶିକ୍ଷା ଦେବା ସବୁ ମହିଳାଙ୍କର ଦାୟିତ୍ଵ ହୋଇଥାଏ । ଅତିଥି ସତ୍କାର କରିବାବି ମହିଳାଙ୍କ ପ୍ରଥମ ଦାୟିତ୍ଵ ହୋଇଥାଏ ।

ଗୁରୁଜନ ମାନଙ୍କୁ ସମ୍ମାନ ଦେବା , ଘରର ସବୁ ସଦସ୍ୟ ମାନଙ୍କର ସେବା ଯତ୍ନ କରିବା ଉଚିତ । ଏଥି ପାଇଁ ଘରର କୌଣସି ଗୁରୁଜନ ମାନଙ୍କୁ କୌଣସି କଟୁ କଥା କହି ତାଙ୍କ ମନକୁ ଦୁଖ ଦେବା ଉଚିତ ନୁହେଁ ଯାହାଫଳରେ କି ସେମାନଙ୍କର ଅ-ଭି-ଶା-ପର ସାମନା କରିବାକୁ ପଡିଥାଏ । ଘରର କୌଣସି ମନମାଳିନ୍ୟ କିମ୍ବା ଝଗଡାକୁ ବାହାରେ ପ୍ରକାଶ କରିବା ଉଚିତ ନୁହେଁ । କୌଣସି କାର୍ଯ୍ୟରେ ଘରର ଗୁରୁଜନଙ୍କ ବିନା ଅନୁମତିରେ କୌଣସି ବଡ ନିସ୍ପତି ନିଅନ୍ତୁ ନାହିଁ ।

ବିଶେଷ କରି ସ୍ତ୍ରୀ ମାନେ ନିଜ ସ୍ଵାମୀଙ୍କୁ କୌଣସି କଥା ଲୁଚାଇବା ଉଚିତ ନୁହେଁ । ଏବେ ଆସନ୍ତୁ ଜାଣିବା କେଉଁ ଜିନିଷ ବିବାହିତ ସ୍ତ୍ରୀ ମାନଙ୍କୁ ପିନ୍ଧିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ କୌଣସି ବିବାହିତା ମହିଳାଙ୍କୁ ସମ୍ପୂର୍ଣ ଧଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଧଳା ରଙ୍ଗ ମହିଳାଙ୍କ ପାଇଁ ବିଧବା ର ପ୍ରତୀକ ହୋଇଥାଏ । ସଂପୂର୍ଣ୍ଣ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ଏହା ଦ୍ଵାରା ଶନି ପ୍ରକୋପ ବୃଦ୍ଧି ହୋଇଥାଏ ।

ବିବାହିତ ମହିଳା ମାନେ ଗୋଡରେ ସୁନାର କୌଣସି ଅଳଙ୍କାର ପିନ୍ଧିବା ଉଚିତ ନୁହେଁ । କାହିଁକି ନା ସୁନା ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ । କଳା ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ କାହିଁକି ନା କଳା ରଙ୍ଗ ନକରାତ୍ମକ ପ୍ରଭାବ ପକାଇଥାଏ ଓ ଶନିକୁ ଆକର୍ଷିତ କରିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।