ପୁଅ ଓ ଝିଅର ବୟସ ମଧ୍ୟରେ ରହିବା ଦରକାର ଏହି ଖାସ ଅନ୍ତର, ନ ହେଲେ ସମ୍ପର୍କରେ ପଡିଥାଏ ଏହି ଖରାପ ପ୍ରଭାବ

ମନୁଷ୍ୟ ସମୟ ସହିତ ବହୁତ ଉନ୍ନତି କରିନେଇଛି । ଏହା ଛଡା ବଦଳୁଥିବା ସମୟ ସହିତ ମଣିଷର ଚିନ୍ତାଧାରା ବି ବହୁତ ବଦଳି ଯାଇଛି । ଆଜିର ଆମେ ଏହି ଆର୍ଟିକିଲ ମାଧ୍ୟମରେ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ବନ୍ଧ ବିଷୟରେ କହିବାକୁ ଯାଉଛୁ । ଆଜିର ଯୁବପିଢି କଥା କହିଲେ ସେମାନେ ବହୁତ ଖୋଲା ଚିନ୍ତାଧାରାର ଅଟନ୍ତି । ଏହା ଛଡା ଫିଲ୍ମ ଏହି ଯୁବପିଢିକୁ ବହୁତ ଅଧିକ ପ୍ରଭାବିତ କରୁଛି । ପ୍ରଥମେ ପିଲାମାନଙ୍କର ବାହାଘର ଘର ଲୋକମାନଙ୍କ ଦ୍ଵାରା ଠିକ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପିଲାମାନେ ଯବାନ ହେବା ମାତ୍ରେ ହିଁ ନିଜ ପାଇଁ ଜୀବନସାଥୀ ଖୋଜି ନେଉଛନ୍ତି ।

Image courtesy: Google

ଗୋଟିଏ ରିସର୍ଚ ଅନୁସାରେ ଜଣା ପଡିଛି କି ସ୍ଵାମୀ ସ୍ତ୍ରୀଙ୍କର ସମ୍ପର୍କ ସବୁଠୁ ଅଖଣ୍ଡିତ ଓ ମୁଖ୍ୟ ସମ୍ପର୍କ ହୋଇଥାଏ । ଏମିତିରେ ତାଙ୍କର ସମ୍ପର୍କ ସେତେବେଳେ ଠିକ ରହିଥାଏ , ଯେତେବେଳେ ସେମାନେ ପରସ୍ପରଜ୍କୁ ବୁଝି ପାରନ୍ତି ଓ ଏହି ବୁଝାମଣା ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ଦୁଇ ଜଣଙ୍କର ବୟସ ମଧ୍ୟରେ ଖାସ ଅନ୍ତର ନ ଥାଏ। କାରଣ ମଣିଷର ବୟସ ତାହାର ବ୍ୟକ୍ତିତ୍ଵ ସହିତ ଗଭୀର ସମ୍ପର୍କ ରଖିଥାଏ ।

ଏମିତିରେ ଯଦି ଆପଣଙ୍କର ସାଥି ଆପଣଙ୍କ ଠାରୁ ବୟସରେ ବହୁତ ସାନ ହୋଇଥିବେ ତେବେ ସେ ନିଜକୁ କମ ବୁଦ୍ଧିମାନ ଭାବିବେ । ଯଦି ଆପଣଙ୍କର ସାଥି ଆପଣଙ୍କ ଠାରୁ ବହୁତ ବଡ ଅଟନ୍ତି ତେବେ ସେ ଆପଣଙ୍କୁ ସବୁବେଳେ ନିଚ୍ଚ ଦେଖାଇବାରେ ଚେଷ୍ଟା କରିଥାନ୍ତି । କାରଣ ବୁଦ୍ଧିମତା ବୟସ ସହିତ ହିଁ ବଢିଥାଏ ।

Image courtesy: Google

ଏମିତିରେ ଆପଣ ଯଦି ନିଜ ବୟସ ସମାନ ସାଥି ସହ ବିବାହ କରିବେ ତେବେ ଆପଣ ଦୁଇ ଜଣଙ୍କ ମଧ୍ୟରେ ଠିକ ବୁଝାମଣା ରହିବ । ଆପଣ ପରସ୍ପରକୁ ସହଜରେ ବୁଝି ପାରିବେ । ବୈବାହିକ ଜୀବନ ବହୁତ ଦାୟିତ୍ଵପୂର୍ଣ୍ଣ ହୋଇଥାଏ । ଏମିତିରେ ବାହାଘର ପରେ ଆପଣ ଓ ଆପଣଙ୍କର ସାଥି ପରସ୍ପର ଠାରୁ ଅନେକ ଆଶା ରଖିଥାନ୍ତି । ସେହି ଆଶା ଗୁଡିକୁ ଆପଣ ସେହି ସମୟରେ ବୁଝି ପାରିବେ ଯେତେବେଳେ ଆପଣଙ୍କ ପାର୍ଟନର ଆପଣଙ୍କ ସମ ବୟସ ହୋଇଥିବେ ।

Image courtesy: Google

ପରସ୍ପରକୁ ବୁଝିବା ପାଇଁ ସବୁଠୁ ଜରୁରୀ ଅଟେ କି ଆପଣ ସାମ୍ନାରେ ଥିବା ବ୍ୟକ୍ତିର ଭାବନାକୁ ଜାଣନ୍ତୁ ଓ ବୁଝନ୍ତୁ । କିନ୍ତୁ କେତେ ଥର ବୟସରେ ଅଧିକ ଅନ୍ତର ଥିବା କାରଣରୁ ଲୋକମାନଙ୍କର ସମ୍ପର୍କ ମଧ୍ୟରେ ବହୁତ ଫାଟ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ଆପଣଙ୍କ ବିବାହ ପାଇଁ ବୟସରେ ସଠିକ ଅନ୍ତର କେତେ ହେବା ଉଚିତ ।

Image courtesy: Google

ଆପଣଙ୍କର ଓ ଆପଣଙ୍କ ପାର୍ଟନରଙ୍କ ବୟସ ମଧ୍ୟରେ ଅତି କମରେ ୧ ବର୍ଷ କିମା ଦୁଇ ବର୍ଷର ଅନ୍ତର ରହିବା ଦରକାର । କାରଣ ବୟସ ସହିତ ମଣିଷର ଚିନ୍ତା ଧାରା ଓ ପସନ୍ଦ ବି ବଦଳିଯାଏ । ଏମିତିରେ ଯଦି ଆପଣ ସମ ବୟସର ହୋଇଥିବେ ତେବେ ଦୁଇ ଜଣଙ୍କର ପସନ୍ଦ ଓ ନାପସନ୍ଦ ସମାନ ରହିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।