ବାହା ନ ହୋଇ ଏହି ବିଦେଶୀ କ୍ରିକେଟରଙ୍କ ପିଲା ର ମା ହୋଇଥିଲେ ଏହି ଭାରତୀୟ ଅଭିନେତ୍ରୀ।

ବାହା ନ ହୋଇ ଏହି ବିଦେଶୀ କ୍ରିକେଟରଙ୍କ ପିଲା ର ମା ହୋଇଥିଲେ ଏହି ଭାରତୀୟ ଅଭିନେତ୍ରୀ –

କ୍ରିକେଟ ଖେଳାଳି ମାନଙ୍କ ପ୍ରତି ଯେତିକି  ଭଲ ପାଇବା ଭାରତରେ ଅଛି ସେତିକି ଔ କୌଣସି ଦେଶ ରେ ମଧ୍ୟ ନାହିଁ । ଭାରତରେ ଲୋକ କ୍ରିକେଟ ଖେଳାଳିଙ୍କ ପାଇଁ ଏତେ ପାଗଳ ଯେ ସେମାନଙ୍କୁ ଭଗବାନ ବୋଲି ମାନି ନିଅନ୍ତି । ଏମିତି ନୁହେଁ କି ଭାରତର ଲୋକ କେବଳ ଭାରତୀୟ କ୍ରିକେଟ ଖେଳାଳି ମାନଙ୍କ ପାଇଁ ପାଗାଳ, ସେ ଦୁନିଆର ସମସ୍ତ କ୍ରିକେଟର ମାନଙ୍କ ବିଷୟରେ ଜାଣିବାକୁ ଆଗ୍ରହ ରଖନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏଭଳି କ୍ରିକେଟର ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କ ସମୟର ସବୁଠୁ ଭଲ କ୍ରିକେଟର ଥିଲେ । ଏବଂ ସିଏ ଭାରତର ଏକ ଅଭିନେତ୍ରୀଙ୍କୁ ଭଲ ପାଉଥିଲେ । କେବଳ ସେତିକି ନୁହେଁ ଦୁଇଜଣଙ୍କ ଭଲ ପାଇବା ଶାରୀରିକ ସମ୍ବନ୍ଧ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା । ଏବଂ ଭାରତର ଏହି ଅଭିନେତ୍ରୀ ସେହି କ୍ରିକେଟର ଙ୍କ ପିଲା ର ମା ମଧ୍ୟ ହୋଇଥିଲେ ।

ଏହି କ୍ରିକେଟର ଙ୍କ ନାମ ବିବିୟନ ରିଚର୍ଡ୍ସ  ଓ ଭାରତ ର ସେହି ଅଭିନେତ୍ରୀ  ଙ୍କର ନାମ ହେଲା ନିନା ଗୁପ୍ତା । ନିନା ଓ ବିବିୟନ ଙ୍କର ଗୋଟେ ଝିଅ ହୋଇଥିଲା କିନ୍ତୁ ଦୁଇଜଣ ବିବାହ କରି ନଥିଲେ । କୁହାଯାଉଛି କି 80 ଦଶକରେ ୱେଷ୍ଟ ଇଣ୍ଡିଜ ଯେବେ ଭାରତ କ୍ରିକେଟ ଖେଳିବାକୁ ଆସିଥିଲା ସେତେବେଳେ ଏମାନଙ୍କ ଭଲ ପାଇବା ଆରମ୍ଭ ହୋଇଥିଲା । ସେମାନଙ୍କ ସାକ୍ଷାତ ଗୋଟେ ହୋଟେଲ ରେ ହୋଇଥିଲା । ଦୁଇଜଣ ଗେସ୍ଟ  ହୋଇ ଆସିଥିଲେ ।

ନିନ ଓ ବିବିୟନ ଙ୍କର ସମ୍ପର୍କ ଦୁନିଆରୁ ଅଲଗା ଥିଲା । ନିନା ଜାଣିଥିଲେ କି ବିବିୟନ ବିବାହିତ କିନ୍ତୁ ଏହା ସତ୍ବେ ସେ ତାଙ୍କୁ ଭଲ ପାଇ ବସିଲେ ।  କେବଳ ସେତିକି ନୁହେଁ, ଯେବେ ଏହି ଦୁଇଜଣଙ୍କ ଦେଖା ଦେଖି ହୋଇଥିଲା ସେତେବେଳେ ବିବିୟନ ଙ୍କର ପ୍ରଥମରୁ ହିଁ ଦୁଇଟି ଛୁଆ ଥିଲେ । କିନ୍ତୁ ସେ ତାଙ୍କ ସ୍ତ୍ରୀଙ୍କ ଠାରୁ ଦୂରରେ ରହୁଥିଲେ ।

ସେହି ସମୟରେ ଏହି ଦୁଇ ଜଣକ ଭଲ ପାଇବା ବହୁତ କର୍ଚ୍ଚାର ବିଷୟ ହୋଇଥିଲା । ଦୁଇଜଣଙ୍କ ଦେଖା ହେବାର 1ବର୍ଷ ପରେ ନିନା ଗୋଟେ ଝିଅ କୁ ଜନ୍ମ ଦେଇଥିଲେ ଓ ତାଙ୍କ ନାମ ମସାବା ରଖିଥିଲେ ।