ଲୁଚି ଛପି ବିବାହ କରୁଥିଲେ ପ୍ରେମିକ-ପ୍ରେମିକା ଓ ସେହି ସମୟରେ ପହଞ୍ଚିଗଲେ ପ୍ରେମିକା ର ଘରଲୋକ, ଆଉ ତା’ ରେ ଯାହା ହେଲା…ଦେଖନ୍ତୁ Video

କୁହାଯାଏ କି ପ୍ରେମ ଅ-ନ୍ଧ ଅଟେ । ପ୍ରେମ ପାଇଁ ମଣିଷ କିଛି ବି କରି ବସେ । ଠିକ ସେହିପରି ନିଜ ପରିବାର ବି-ରୋ-ଧ-ରେ ଯାଇ ବିବାହ କରୁଥିବା ଏହି ପ୍ରେମୀ ଯୋଡାଙ୍କ ସହ ଘ-ଟି-ଛି ଆଶ୍ଚର୍ଯ୍ୟଜନକ ଘ-ଟ-ଣା ।

ମଧ୍ୟପ୍ରଦେଶର ରିବାରେ ଗୋଟିଏ ପ୍ରେମୀ ଯୋଡାଙ୍କ ବିବାହ କରିବା ସ୍ଵପ୍ନ ଅଧୁରା ରହି ଯାଇଛି । ଏହି ପ୍ରେମୀ ଯୋଡା କଲେକ୍ଟର ଅଫିସ ଭାବିଥିଲେ କି ଏବେ ସେ ସହଜରେ ବିବାହ କରି ନେବେ । କିନ୍ତୁ ସେତେବେଳକୁ ଝିଅର ଘରଲୋକ ସେଠାରେ ଆସି ପହଞ୍ଚି ଯାଇଥିଲେ ଓ ନିଜ ଝିଅକୁ ସେଠାରୁ ଉ-ଠା-ଇ ନେଇଗଲେ । କେବଳ ଅତିକି ନୁହେଁ ଝିଅର ପରିଜନ ପୁଅକୁ ଖୁବ ମା-ଡ ମଧ୍ୟ ମା-ରି-ଲେ । ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ର ଭି-ଡି-ଓ ଏବେ ଜମେଇକି ଭା-ଇ-ରା-ଲ ହେଉଛି ।

କୁହା ଯାଉଛି କି, ଏହି ଦୁଇ ଜଣଙ୍କ ମଧ୍ୟରେ ଅନେକ ସମୟ ଧରି ପ୍ରେମ ପ୍ର-ସ-ଙ୍ଗ ଚାଲିଥିଲା ଓ ଦୁହେଁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଝିଅର ଘରଲୋକ ଏଥିପାଇଁ ପ୍ରସ୍ତୁତ ନ ଥିଲେ । ଝିଅଟି ସୁଯୋଗ ଦେଖି ଘରୁ ଭା-ଗି ଯାଇଥିଲା ଓ ନିଜ ପ୍ରେମିକ ସହ ବିବାହ କରିବା ପାଇଁ ସିଧା ଯାଇ କଲେକ୍ଟରଙ୍କ ଅଫିସରେ ପହଞ୍ଚି ଯାଇଥିଲା ।

ଏହି କଥା ଝିଅର ଘରଲୋକଙ୍କୁ ମଧ୍ୟ ଜଣା ପଡିଗଲା ଓ ସେମାନେ ମଧ୍ୟ ଶୀଘ୍ର ଯାଇ କଲେକ୍ଟର ଅଫିସରେ ପହଞ୍ଚି ଗଲେ। ନିଜ ଘରଲୋକଙ୍କୁ ସେଠାରେ ଦେଖି ଉଭୟ ପୁଅ ଓ ଝିଅ ଡ-ରି ଯାଇଥିଲେ ଏବଂ ଝିଅ ସେମାନଙ୍କୁ କହିବାକୁ ଲାଗିଲା କି ସେ ତା ପ୍ରେମିକ ସହ ବିବାହ କରି ସାରିଛି ଓ କଲେକ୍ଟର ଅଫିସକୁ ବିବାହ ରେଜିଷ୍ଟର କରିବାକୁ ଆସିଛି ।

ଝିଅ ଯେତେ ଗୁହାରି କଲେ ମଧ୍ୟ ତା ପରିବାର ଲୋକ ତାର ଗୋଟେ କଥା ମଧ୍ୟ ଶୁଣିଲେ ନାହିଁ । ଓଲଟା ସେମାନେ ସେଠାରେ ଝିଅର ପ୍ରେମିକକୁ ପି-ଟି-ବା-କୁ ଲାଗିଲେ ଓ ତାଙ୍କ ଝିଅକୁ ସେଠାରୁ ଘୋ-ଷା-ଡ଼ି ଘୋ-ଷା-ଡ଼ି ନେଇଗଲେ । ପ୍ରାୟ ୧୫ ମିନିଟ ଯାଏ କଲେକ୍ଟର ଅଫିସରେ ଏହି ହ-ଙ୍ଗା-ମା ଚାଲିଲା, ହେଲେ କେହି ମଧ୍ୟ ତାଙ୍କୁ ସାହାଜ୍ଯ କଲେ ନାହିଁ ।

କଲେକ୍ଟର ଅଫିସ ବାହାରେ ଏହିଭଳି ଏକ ଘ-ଟ-ଣା-ର ଭି-ଡି-ଓ ଭା-ଇ-ରା-ଲ ହେବା ପରେ ରିବାର ଏସପି ରାକେଶ କୁମାର ଏହାର ଅ-ନୁ-ସ-ନ୍ଧା-ନ କଲେ ଓ ମା-ମ-ଲା-ର ଯା-ଞ୍ଚ କରିବାକୁ ଭରସା ମଧ୍ୟ ଦେଲେ । କେବଳ ଏତିକି ନୁହେଁ ଏସପି ତତ୍କାଳ ସେହି ଝିଅକୁ ଖୋଜିବା ପାଇଁ ଆଦେଶ ମଧ୍ୟ ଦେଇ ସାରିଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।