ବିବାହ ହେବା ପୂର୍ବରୁ ଏହି ସବୁ କଥାକୁ ନେଇ ବେଶୀ ଚିନ୍ତିତ ରୁହନ୍ତି ପୁଅମାନେ

ବିବାହ ସବୁବେଳେ ସମାଜର ଏକ ସଦୃଢ଼ ଅଙ୍ଗ ହୋଇ ରହିବ । ମନୁଷ୍ୟ ବିବାହ କରେ ନିଜ ପରିବାର କୁ ଆଗକୁ ବଢ଼ାଇବା ପାଇଁ । ବିବାହ ଦ୍ୱାରା ଦୁଇଟି ପରିବାର ମଧ୍ୟରେ ସମ୍ପର୍କ ଗଢିଉଠି ଥାଏ । ମଣିଷ ଜୀବନର ବିବାହ ହେଉଛି ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଏବଂ ଏହା ଏକ ବଡ଼ ଦାୟିତ୍ୱ । ଏହି ବନ୍ଧନରେ ବନ୍ଧା ହେବା ପରେ, ପ୍ରତ୍ୟେକ ଜୀବନ ସଂପୂର୍ଣ୍ଣ ବଦଳିଯାଏ । ଝିଅମାନେ ବିବାହ କରନ୍ତି ଏବଂ ଅନ୍ୟ ପରିବାରକୁ ଯାଆନ୍ତି, ଏହିସବୁ ବିଷୟରେ ଚିନ୍ତା କରନ୍ତି, ସେ ପ୍ରାୟତ ଟେନସନରେ ରୁହନ୍ତି ।

ଯେପରି ଝିଅମାନେ ଆସନ୍ତାକାଲିର ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତି, ସେହିଭଳି ପୁଅମାନେ ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଚିନ୍ତା କରୁଛନ୍ତି । ପୁଅମାନେ ଏହି ଜିନିଷଗୁଡ଼ିକ ବିଷୟରେ ଟେନସନରେ ରୁହନ୍ତି ।

ଝିଅଟି ନିଜ ପରିବାରର ଯତ୍ନ ନେବାକୁ ସକ୍ଷମ ହେବ କି ନାହିଁ ସେ ବିଷୟରେ ପୁଅ ସର୍ବଦା ଚିନ୍ତିତ ଥାଏ । ସେ ମୋର ସ୍ଵଭାଵ କୁ ପସନ୍ଦ କରିବେ କି ନାହିଁ ।

ପରିବାର ରୀତିନୀତିକୁ ସଠିକ୍ ଭାବରେ ପାଳନ କରିବାକୁ ସମର୍ଥ ହେବ କି ନାହିଁ ସେ ବିଷୟରେ ପୁଅ ସର୍ବଦା ଦ୍ୱନ୍ଦ୍ୱରେ ଥାଏ ।

ପିଲାଟି କିଛି ବିବାହ ସମାରୋହକୁ ନେଇ ମଧ୍ୟ ଚିନ୍ତିତ ରହେ । ଚଉଠି ରାତିରେ ମୁହାଁମୁହିଁ ହେବାକୁ ଭୟ କରନ୍ତି । ପୁଅ ମାନଙ୍କର ଯଦି ଆରେଞ୍ଜ ମ୍ୟାରେଜ ହୋଇଥାଏ ତେବେ ସେମାନେ ବହୁତ ଲାଜ କରନ୍ତି ।

ଘରର ସୁଖ କେବଳ ଶାଶୁ ଏବଂ ବୋହୂ ଉପରେ ନିର୍ଭର କରେ । ବିବାହ ଦିନ କୌଣସି ସ୍ଥାନରେ ପୁଅର ମନରେ ସେମାନଙ୍କ ସମ୍ପର୍କ ବିଷୟରେ ଚିନ୍ତା ଥାଏ । ଯେ ବୋହୁ ଶାଶୁ ଙ୍କ କଥା ମାନିବ କି ନାହିଁ? ଝିଅ ଯଦି ଅଧିକ ମର୍ଡନ ବିଚାର ଧାରା ର ବାହାରିଲେ ଶାଶୁ ଏବଂ ଶଶୁର ଙ୍କୁ ଖାତିର କରିବ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।