ବିବାହ ଦିନ ବର କନ୍ୟାକୁ କହିଲା ‘ମୁଁ ୫ ମିନିଟରେ ଆସୁଛି ଆଉ ତା ପରେ ହେଲା କିଛି ଏମିତି କି…’

ସମସ୍ତଙ୍କ ଜୀବନରେ ବିବାହ ଏକ ମୁଖ୍ୟ ଅଂଶ ହୋଇଥାଏ । ବାହାଘର ଦିନ ଲୋକମାନେ ବହୁତ ଅଧିକ ଖୁସିରେ ରହିଥାନ୍ତି । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ବାହାଘର ଦିନ ବରକୁ ଏକ ଏମିତି କାମ କଥା ମନେ ପଡିଲା କି ସେ କନ୍ୟାକୁ ଛାଡି ଚାଲିଗଲା ? ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ କାହାଣୀ ବିଷୟରେ କହିବୁ । ବାହାଘର ଦିନ ଗୋଟିଏ ବ୍ୟକ୍ତି ନିଜର ହିଁ ପତ୍ନୀକୁ କହିଲା କି ସେ ୫ ମିନିଟରେ ଆସୁଛି ।

ଏହା ପରେ ଯେତେବେଳେ ସେ ଫେରିଲା ତେବେ ଲୋକମାନେ ତାହାର ପ୍ରଶଂସା କରିବାକୁ ଲାଗିଲେ । କହିବାକୁ ଗଲେ ସେହି ବ୍ୟକ୍ତିର ନାମ ରିଦ୍ୱାନ ଅଟେ, ଯିଏକି କେରଳର ନିବାସୀ ଅଟେ ଓ ବାହାଘର ଦିନ ସେ ଫୁଟବଲ ଖେଳିବାକୁ ଚାଲି ଯାଇଥିଲା ।

ପତ୍ନୀକୁ କହିଲା ‘ମାତ୍ର ୫ ମିନିଟରେ ଆସୁଛି’

ବାହାଘର ଦିନ ରିଦ୍ୱାନ ନିଜର ପତ୍ନୀକୁ କହିଲା କି ସେ ୫ ମିନିଟରେ ଆସୁଛି ଓ ପୁଣି ସେ ଫୁଟବଲ ଖେଳିବାକୁ ଚାଲିଗଲା । କହିବାକୁ ଗଲେ ରିଦ୍ୱାନ ଫୀଫା ମଂଜରୀ ପାଇଁ ଖେଳିଥାଏ । ଏହି ଟିମ କେରଳ ସହରର ଲୋକପ୍ରିୟ ମଲପ୍ପୁରମ 7s ଲୀଗରେ ଅଂଶଗ୍ରହଣ କରିଥାଏ । ଏମିତିରେ ରିଦ୍ୱାନର ବାହାଘର ଦିନ ହିଁ ଏହି ଟିମର ମ୍ୟାଚ ଥିଲା ।

ଏମିତିରେ ସେ ୫ ମିନିଟରେ ଆସୁଛି ବୋଲି କହି ଫୁଟବଲ ଖେଳିବାକୁ ଚାଲିଗଲା । ଯେତେବେଳେ ଝିଅବାଲାଙ୍କୁ ଏହା ବିଷୟରେ ଜଣା ପଡିଲା ତେବେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

କଣ ବାହାଘର କ୍ୟାନ୍ସେଲ କରି ଦେଇଥାନ୍ତେ ?

ରିଦ୍ୱାନର ଏହି ନିଷ୍ପତି ଉପରେ ରାଗି ଯାଇ କନ୍ୟା କହିଲା କି ଯଦି ମ୍ୟାଚ ଦ୍ଵିପ୍ରହରରେ ହୋଇଥାନ୍ତା ତେବେ କଣ ସେ ବାହାଘର କ୍ୟାନ୍ସେଲ କରି ଦେଇଥାନ୍ତା ? କହିବାକୁ ଗଲେ ରିଦ୍ୱାନଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ବହୁତ ଜରୁରୀ ଅଟେ । ଏମିତିରେ ସେ ନିଜ ଟିମ ସହ ଯୋଡି ହେବା ପାଇଁ ନିଷ୍ପତି ନେଲା । କହିଦେଉଛୁ କି ରିଦ୍ୱାନ ନିଜ ଟିମକୁ ଜିତାଇବା ପରେ ବାହାଘରକୁ ବି ଫେରିଲା, ଯାହା ପରେ ରିଦ୍ୱାନର ବହୁତ ପ୍ରଶଂସା କରାଗଲା । କହିଦେଉଛୁ କି କେରଳରେ 7s ଭଳି ଟୁର୍ଣ୍ଣାମେଣ୍ଟର ବହୁତ ମହତ୍ଵ ଅଛି ।

ଖେଳ ମନ୍ତ୍ରୀ ଦେଖା କରିବାକୁ ଇଚ୍ଛା କଲେ

ରିଦ୍ୱାନର ଏହି ଉତ୍ସାହକୁ ଦେଖି କେନ୍ଦ୍ରୀୟ ଖେଳ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ଼ ଟ୍ଵିଟ କରି ଲେଖିଲେ କି କଣ ଉତ୍ସାହ ଅଟେ ଏହି ପିଲାଟିର । ଏହା ସହିତ ଖେଳ ମନ୍ତ୍ରୀ ଆଗକୁ ଲେଖିଲେ କି ପତ୍ନୀ ଠାରୁ ୫ ମିନିଟ ମାଗି ଫୁଟବଲ ଖେଳିବାକୁ ଗଲା, କଣ ଉତ୍ସାହ ଅଟେ, ମୁଁ ଏହି ପିଲା ସହ ଦେଖା କରିବାକୁ ଚାହୁଁଛି । ଏହା ଛଡା କିଛି ୟୁଜରମାନେ ବି ରିଦ୍ୱାନର ପ୍ରଶଂସା କରିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।