ବରମାଳା ପକାଉ ଥିବା ସମୟରେ ଝିଅଟି ଦେଖିଲା କିଛି ଏମିତି କି ଭାଙ୍ଗି ଦେଲା ବାହାଘର, ଜାଣନ୍ତୁ ଏମିତି କଣ ହୋଇଥିଲା

ବାହାଘର ଏକ ପବିତ୍ର ବନ୍ଧନ ଅଟେ ଏବଂ ଭାରତ ଦେଶରେ ବାହାଘର ର ବହୁତ ମହତ୍ଵ ଅଛି । ପୁରା ପରମ୍ପରା ସହ ବାହାଘର ର କାର୍ଯ୍ୟକ୍ରମ କରାଯାଇଥାଏ । ବାହାଘରର ରେ ସବୁଠୁ ବେସୀ ହଳଦୀ, ମେହେନ୍ଦି, ଏବଂ ସଙ୍ଗୀତ ର ପରମ୍ପରାକୁ ମହତ୍ଵପୂର୍ଣ ଦିଆଯାଏ । ସମସ୍ତଙ୍କ ଚେହେରାରେ ଖୁସିର ଲହରୀ ଖେଳିଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ମାମଲା କହିବାକୁ ଯାଉଛୁ କି, ଯେମିତି କନ୍ୟା ନିଜର ସ୍ଵାମୀ ର ଚେହେରା ଦେଖି ବରମାଳ ପକିବା ପାଇଁ ମନା କରିଦେଲା । ତାହା ପରେ କଣ ହେଲା ଆପଣଙ୍କୁ କହୁଛୁ । ଏହି ମାମଲା ଉତ୍ତର ପ୍ରଦେଶର ମହୋବା ଜିଲ୍ଲା ର ଅଟେ । ବରଯାତ୍ରୀ ଟୀକମଗଢ ର ଆଲମପୁର ର ଇନ୍ଦ୍ରାହଟା ରୁ ଆସିଥିଲା । ଜଗଦୀଶ ଅହିରୱାର ନିଜର ଝିଅର ବାହାଘର ଧର୍ମେଂଦ୍ର ଅହିରୱାର ସହ ଠିକ କରିଥିଲେ ।

କିନ୍ତୁ ଝିଅର ବାପାଙ୍କ କହିବା ଅଟେ କି ତାଙ୍କ ସହ ଧୋକା ହୋଇଛି । ବାହାଘର ପୂର୍ବରୁ ତାଙ୍କୁ କେଉଁ ଅନ୍ୟ ପୁଅକୁ ଦେଖାଇ ଥିଲେ କିନ୍ତୁ ବାହାଘର ପରେ ତାଙ୍କ ଝିଅ ସହ ବାହା ହେବା ପାଇଁ କେଉଁ ଅନ୍ୟ ପୁଅ ଆସିଛି । ଝିଅକୁ ବାହାହେବା ପାଇଁ କେବଳ ପୁଅର ଫଟୋ ଦେଖାଇ ଥିଲେ । ସେ ପରସ୍ପରକୁ ଦେଖା କରି ନଥିଲେ । ଘରବାଲାଙ୍କ କହିବା ଅନୁସାରେ ଯେଉଁ ପୁଅ ତାଙ୍କ ଦେଖାଇ ଥିଲେ ସେ ଡେଙ୍ଗା ଥିଲେ ଏବଂ ରଙ୍ଗ ଗୋରା ଥିଲା ଏବଂ ଦେଖିବାକୁ ହଟା କଟା ଥିଲା । କିନ୍ତୁ ବରଯାତ୍ରିରେ ଆସିଥିବା ପୁଅ ଦେଖିବାକୁ କଳା ଏବଂ ଗେଡା ।

ବରଯାତ୍ରୀ ଆସିବା ପରେ ଟୀକା ଲଗାଇ ତାଙ୍କୁ ସ୍ଟେଜ ଉପରେ ନିଆ ଗଲା ଏବଂ କନ୍ୟା କୁ ମଧ୍ୟ ଡକାଗଲା । ଯେମିତି କନ୍ୟା ବାରମାଳା ପକାଇବାକୁ ଯାଇ ମୁଣ୍ଡ ଉଆଠାଇଲା ପରେ ବରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ତାହାପରେ ସେ ବରମାଳ ପକେଇବ ନାହିଁ ବୋଲି କହିଲା । କାରଣ ପୁଅ ବଦଳି ଯାଇଛି । ଝିଅର ଘରବାଲା ବି ଦେଖି ବି କହିଲେ କି ହଁ ପୁଅ ବଦଳି ଯାଇଛି ।

ଏହା ପରେ ଝିଅବାଲା ଘର ବହୁତ ହଙ୍ଗମା କରିଲେ ଏବଂ ବାହାଘର ଭାଙ୍ଗି ଦେଲେ । ବରଯାତ୍ରୀ ବିନା କନ୍ୟା ନେଇ ଏବଂ ବରଯାତ୍ରୀମାନେ ନ ଖାଇ ଫେରିଗଲେ । ଏହା କିଛି ନୂଆ କଥା ନୁହେଁ ଏହା ପୂର୍ବରୁ ଏମିତି ଅନେକ ଘଟଣାରେ ମଧ୍ୟ ବର ଏବଂ କନ୍ୟା ବଦଳାଇ ଦିଆ ଯିବାର ଦେଖା ଯାଇଛି ।