ବିବାହ ପରେ Honeymoon ରେ ଗଲେ Riya Dey, ସ୍ଵାମୀଙ୍କ ସହ Maldivesରେ ମସ୍ତି କରୁଥିବାର Video କଲେ ଶେୟାର

ନମସ୍କାର ବନ୍ଧୁଗଣ, ଆପଣ ମାନେ ନିହାତି ଜାଣିଥିବେ ଅଳ୍ପ ଦିନ ହେବ ଆମ ଓଡିଆ ସିନେ ଜଗତର ସୁନ୍ଦରୀ ଚୁଲବୁଲି ନାୟିକା ରିୟା ଦେଙ୍କ ବିବାହ ହୋଇଛି । ବିବାହ ପରେ ବେସ ଖୁସି ନଜର ଆସିଛନ୍ତି ରିୟା । ରିୟା ନିଜ ସ୍ଵାମୀଙ୍କ ସହ ମାଳଦୀପ ଯାଇଛନ୍ତି ହନିମୁନ ଟ୍ରିପରେ । ଯାହାର ସେ ଏକ ସୁନ୍ଦର ଭିଡିଓ ଜାରି କରିଛନ୍ତି । ସେହି ଭିଡିଓରେ କଣ ସବୁ ରହିଛି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ରିୟା ନିଜ ବିବାହ ପରେ ସ୍ଵାମୀଙ୍କ ସହ ହନିମୁନ ଯାଇଛନ୍ତି । ତାହା ପୁଣି ମାଳଦୀପ ଭଳି ଏକ ରୋମାଣ୍ଟିକ ପ୍ଲେସକୁ । ରିୟା ବିବାହ ପରେ ବହୁତ ଖୁସି ଥିବାର ନଜର ଆସିଛନ୍ତି । ଯେ କେହି ବି ତାଙ୍କ ହସ ହସ ମୁହଁ ଦେଖି ଏହା ଜାଣିପାରିବ । ନିଜ ସ୍ଵାମୀଙ୍କ ସହ ବୁଲିବାର ଯେଉଁ ଖୁସି ତାହା ତାଙ୍କ ମୁହଁରେ ଝଲସି ଉଠୁଛି । ମାଳଦୀପରେ ରିୟା ନିଜ ସ୍ଵାମୀଙ୍କ ସହ ବହୁତ ଖୁସିରେ ବୁଲାବୁଲି କରୁଛନ୍ତି ।

ବହୁତ ସୁନ୍ଦର ସୁନ୍ଦର ଫଟୋ ମଧ୍ୟ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଯାହାକୁ ଦେଖି ରିୟାଙ୍କ ଫ୍ୟାନ ବେସ ଖୁସି ହେଉଛନ୍ତି ଏବଂ ଅଭିନନ୍ଦନ ଜଣାଇବା ସହ ଏମତି ସବୁବେଳେ ଖୁସିରେ ରୁହନ୍ତୁ ବୋଲି ପ୍ରଶଂସକ ମାନେ ଶୁଭେଛା ଜଣାଉଛନ୍ତି । ରିୟା ହଟ ଡ୍ରେସ ପିନ୍ଧି ମାଳଦୀପର ସୁନ୍ଦରତାକୁ ବେସ ମନଭରି ଉପଭୋଗ କରୁଛନ୍ତି ନିଜ ସ୍ଵାମୀଙ୍କ ସହ ।

ଭିଡିଓରେ ସେ ଏକ ପ୍ରଜାପତି ପରି ଚାରିଆଡେ ଘୁରି ବୁଲୁଥିବାର ନଜର ଆସିଛନ୍ତି । ବେସ ଖୁସିରେ ନିଜ ସ୍ଵାମୀଙ୍କ ସହ ହନିମୁନ ଟ୍ରିପରେ ନଜର ଆସିଛନ୍ତି ରିୟା ।ନିଜର ହଟ ଲୁକରେ ହଟ ଫଟୋ ଉଠାଉଛନ୍ତି ନିଜ ସ୍ଵାମୀଙ୍କ ସହ । ବେସ ଚୁଲବୁଲି ଅନ୍ଦାଜରେ ନିଜକୁ ହଜାଇ ରଖିଛନ୍ତି ମାଳଦୀପର ହନୁମୁନ ଟ୍ରିପରେ ନିଜକୁ ।

ସ୍ଵାମୀଙ୍କ ମାଳଦୀପର ନଜରିଆକୁ ବେସ ଆନନ୍ଦର ସହ ଉପଭୋଗ କରୁଥିବାର ନଜର ଆସିଛନ୍ତି ରିୟା । ତାଙ୍କର ଏହି ଖୁସିକି ଆମେ ଦେଖିବା ପରେ ନିହାତି ତାଙ୍କୁ ଅନେକ ଅନେକ ଶୁଭେଛା । ଆଶା କରୁଛୁ ତାଙ୍କ ବୈବାହିକ ଜୀବନରେ କାହାର ନଜର ନ ଲାଗୁ । ସେ ଏମିତି ଖୁସିରେ ସାରା ଜୀବନ ବିତାନ୍ତୁ ନିଜ ସ୍ଵାମୀଙ୍କ ସହ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।